5555

ଆଜି ରାତି ଠାରୁ ୫ଟି ରାଶିରେ ରାଜଯୋଗ।

RASIPHALA

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ନକ୍ଷତ୍ରକୁ ବହୁତ ଅଧିକ ହିଁ ମହତ୍ତ୍ୱ ଦିଆଯାଇଥାଏ। ଏବଂ ଏହାର ସୋମ୍ଵଦ୍ଧ ରାଶି ମାନଙ୍କ ସହିତ ଥାଏ। ଏବଂ ଏପରି କୁହାଯାଏ କି ଏହି ଗ୍ରହ ନକ୍ଷତ୍ର ମନୁଷ୍ୟ ମାନଙ୍କର ଜୀବନ ସହିତ ସିଧା ସିଧା ସୋମ୍ଵଦ୍ଧ ରହିଥାଏ। ଏବଂ କୌଣସିବି ଗ୍ରହର ଚଳନ କାରଣରୁ ସେହି ମନୁଷ୍ୟ ମାନଙ୍କର ଭାଗ୍ୟ ବଦଳି ପାରେ। ଯାହାର ପରିଣାମ ତାଙ୍କୁ ସାରା ଜୀବନ ଦେଖିବାକୁ ମିଳିଥାଏ।ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କର ଗ୍ରହ ମାନଙ୍କର ଚଳନ ଠିକ ରହିଥାଏ ତ ଆପଣଙ୍କ ଜୀବନରେ କୌଣସିବି ପ୍ରକାରର ସମସ୍ୟା ଆସିନଥାଏ। କିନ୍ତୁ ଯଦି ଏହି ଗ୍ରହ ମାନଙ୍କର ଚଳନ ଓଲଟା ହୋଇଯାଏ ତ ଆପଣଙ୍କର ଜୀବନରେ ବହୁତ ପ୍ରକାରର ସମସ୍ୟା ଆସିପାରେ। ଆଜି ଆମେ ଆପଣଙ୍କୁ ସେହି ରାଶି ମାନଙ୍କ ବିଷୟରେ ଜଣେଇବାକୁ ଯାଉଛୁ ଯେଉଁ ମାନଙ୍କର ଆଜି ରାତି ଠାରୁ ଭଲ ସମୟ ଆସିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା କଣ ସେହି ଭାଗ୍ୟଶାଳୀ ରାଶି ଅଟନ୍ତି। ମେଷ ରାଶି ମନରେ ସକାରାତ୍ମକତା ବଢ଼ିବ। ଏହା ଫଳରେ ଆପଣଙ୍କୁ କୌଣସି ବଡ଼ ଧରଣର ଲାଭ ମିଳିପାରେ।

କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ବହୁତ ଦିନ ଧରି କରି ଆସୁଥିବା କାର୍ଯ୍ୟର ଉଚିତ ଫଳ ଏବେ ଠାରୁ ମିଳିବାକୁ ଲାଗିବ। ବିଜନେସରେ ବହୁତ ବଡ଼ ଧରଣର ଲାଭ ହେବାର ସମ୍ଭାବନା ଅଛି। ଅଫିସରେ ପରିବେଶ ଠିକ ରହିବ। ଆପଣଙ୍କର ଅନୁଭବ ଏବଂ ବୁଦ୍ଧିମାନ କାରଣରୁ ଲୋକମାନେ ଆପଣଙ୍କୁ ଆଦର୍ଶ ମାନି ପାରନ୍ତି। ଏବଂ ଆପଣଙ୍କ ଠାରୁ ପରାମର୍ଶବି ଲୋଡ଼ୀ ପାରନ୍ତି। ଆପଣଙ୍କ ମାନ ସମ୍ମାନ ଖ୍ୟାତିରେ ବୃଦ୍ଧି ଘଟିବ ବୃଷ ରାଶିଧନ ଜନିତ ସମସ୍ୟା ଯାହାବି ଆପଣଙ୍କର ଥିଲା ତାହା ଶେଷ ହେବାର ଯୋଗ ବନୁ ଅଛି। ଆପଣ କୌଣସି ପ୍ରତିଷ୍ଠିତ ବ୍ୟକ୍ତଙ୍କ ଠାରୁ ପରାମର୍ଶ ମିଳିପାରେ କିମ୍ବା କୌଣସି ସହଯୋଗ ପ୍ରାପ୍ତ ହୋଇପାରେ। କାର୍ଯ୍ୟ କ୍ଷେତ୍ରରେ ଆପଣ ଅଧିକ ସକ୍ରିୟ ରହିବେ। ଜୀବନସାଥୀଙ୍କର ସହଯୋଗ ମିଳିପାରେ। ମାନ ସମ୍ମାନରେ ବୃଦ୍ଧି ଘଟିବ। ଆପଣଙ୍କର ଦାମ୍ପତ୍ୟ ଜୀବନ ବହୁତ ସୁଖମୟ ରହିବ। ଆପଣଙ୍କର ଅଧିକାଂଶ ସମସ୍ୟା ଅତି ସହଜରେ ହିଁ ସମାଧାନ ହୋଇଯିବ।

କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ନିଜର ମନର କଥାକୁ ସେୟାର କରିପାରନ୍ତି ଧନୁ ରାଶି ଲୋକମାନେ ଆପଣଙ୍କ ଠାରେ ପ୍ରଭାବିତ ହୋଇପାରନ୍ତି। ଏବଂ ଧନ ପ୍ରାପ୍ତିର ନୁଆ ନୁଆ ସମ୍ଭାବନା ପ୍ରାପ୍ତ ହୋଇପାରେ। ଅର୍ଥାତ ବିଭିନ୍ନ ଦିଗରୁ ଧନ ମିଳିବାର ସମ୍ଭାବନା ରହୁଅଛି। ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଇପାରନ୍ତି। ଏହି ସମୟରେ ଆପଣଙ୍କର ସମସ୍ତ ବିବାଦ ଦୂର ହେବାର ସମ୍ଭାବନା ରହୁଅଛି। ଏହି ରାଶିର ମହିଳା ମାନଙ୍କ ପାଇଁ ସ୍ବାସ୍ଥ୍ୟକୁ ନେଇ ସଚେତନ ରହିବାର ଆବଶ୍ୟକ ଅଛି। ଅନାବଶ୍ୟକ ଖର୍ଚ୍ଚ ଉପରେ ଧ୍ୟାନ ରଖିବାକୁ ପଡ଼ିବ। ପ୍ରତ୍ୟକ କାର୍ଯ୍ୟକୁ ବିବେକର ସହିତ ବିଚାର କରି କରନ୍ତୁ। ବେକାର କଥାରେ ଧ୍ୟାନ ଦିଅନ୍ତୁ ନାହିଁ।ତୁଳା ରାଶି ଏହି ରାଶିର ଜାତକ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରନ୍ତୁ ନାଁ କାହିଁକି ସେଥିରେ ପରିଶ୍ରମ ତୁଳନାରେ ସଫଳତା ଅଧିକ ପ୍ରାପ୍ତ କରିବେ। ପ୍ରତ୍ୟକ କାର୍ଯ୍ୟକୁ ଚିନ୍ତା ବିଚାର କରିକି ହିଁ ନିର୍ଣ୍ଣୟ ନିଅନ୍ତୁ। ଆପଣ ସଫଳତା ନିଶ୍ଚୟ ଅବଶ୍ୟ ପ୍ରାପ୍ତ କରିବେ। ଲୋକମାନଙ୍କ ସହିତ ସମ୍ପର୍କ ବଢ଼ାନ୍ତୁ। ଆପଣଙ୍କୁ ନୁଆ ନୁଆ ବିଚାର ପ୍ରାପ୍ତ ହେବ।

ଆପଣଙ୍କର ଧନ ଲାଭରବୟ ଯୋଗ ବନୁଅଛି। ପରିବାରରେ ଥିବା ବଡ଼ କ୍ଳେସ ଦୂର ହେବ। ମତାନ୍ତର ଦୂର ହେବ। ପତି- ପତ୍ନୀଙ୍କ ମଧ୍ୟରେ ମଧୁରତା ଆସିବ।ମୀନ ରାଶି ଏହି ରାଶିର ବ୍ୟକ୍ତି ମାନଙ୍କୁ ଚାକିରିରେ ଏବଂ ବ୍ୟବସାୟରେ ଦୁଇଟି ଯାକ କ୍ଷେତ୍ରରେ ଭଲ ଲାଭ ମିଳିବାର ସମ୍ଭାବନା ଅଛି।ଆପଣଙ୍କର କିଛି ନୂତନ ମିତ୍ର ହେବେ ଯାହା ଆପଣଙ୍କ ପାଇଁ ଅନୁକୂଳ ରହିବ। ଆପଣ ଚେଷ୍ଟା କରିବେ ତ କୌଣସି ବିଶେଷ ବ୍ୟକ୍ତିଙ୍କୁ ପ୍ରଭାବିତ କରିପାରନ୍ତି। କୌଣସି କାର୍ଯ୍ୟକୁ ପାର୍ଟନରସିପରେ କରିବା ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହେବ। ଆପଣଙ୍କର ଆତ୍ମବିଶ୍ୱାସ ବଢ଼ିବ। କୌଣସି ମୋନରମ ସ୍ଥାନକୁ ଭ୍ରମଣ କରିବାକୁ ଯାଇପାରନ୍ତି। ଏହି ରାଶିର ଜାତକ ଛାତ୍ର ମାନଙ୍କ ପାଇଁ ଆଗକୁ ବହୁତ ଭଲ ସମୟ ରହିବାର ଅଛି। ପାଠ ପଢାରେ ମନ ଲାଗିବ। କୌଣସି ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଆପଣ ସଫଳତା ପାଇପାରିବେ। ତେବେ ସ୍ବାସ୍ଥ୍ୟ ଜନିତ କିଛି ଛୋଟ ମୋଟ ସମସ୍ୟା ଦେଖା ଦେଇପାରେ। ସେଥିପାଇଁ ଟିକେ ସାବଧାନ ରୁହନ୍ତୁ।

Leave a Reply

Your email address will not be published. Required fields are marked *