kru

ଧନବାନ ହେବା ପୁର୍ବରୁ ମନିଷକୁ ମିଳିଥାଏ ଏହି ସଂକେତ ବନିଥାନ୍ତି କୋଟିପତି ।

FACT

ବନ୍ଧୁଗଣ ଶ୍ରୀକୃଷ୍ଣ କହିଛନ୍ତି ଯେ ଯେଉଁ ସମୟରେ ଲୋକଙ୍କର ଭଲ ସମୟ ଆସିବ ସେହି ସମୟରେ ସେ କେବେ ହେଲେ ଅହଂଙ୍କାର କରିବା କଥା ନୁହେଁ । କାରଣ ସବୁ ବେଳେ ସବୁ ଲୋକଙ୍କର ଭଲ ସମୟ ରହି ନଥାଏ । ତାକୁ ଭଲ ସମୟ କିଛି ଦିନ ଭିତରେ ଖରାପ ସମୟ ମଧ୍ୟ ଆସିଥାଏ । ସେଥିପାଇଁ ନିଜର ଆସୁଥିବା ଖରାପ ସମୟ ନିଜେ ହିଁ ସକ୍ଷମ ହେବା ନିହାତି ଦରକାର ।ତାକୁ ବହୁତ ସହଜରେ ଟଙ୍କା ମିଳିଯିବା ହେତୁ ସେ କେବେ ହେଲେ ଅଯଥା ଟଙ୍କା ଖର୍ଚ କରିବା କଥା ନୁହେଁ । ତାକୁ ସେ ସମ୍ଭାଳି ରଖିବା ନିହାତି ଦରକାର, ଯାହାକି ତାକୁ ତାର ଆସୁବିଧା ସମୟରେ ତାର ସେ ଉପଯୋଗ କରିପାରିବ ।

ଜୀବନରେ ଦୁଖ ଓ ସୁଖ ଲାଗି ରହିଥାଏ କିନ୍ତୁ ମନୁଷ୍ୟ କେବେ ହେଲେ ଦୁଖ ସମୟରେ ଭାଙ୍ଗିବା କଥା ନୁହେଁ ବା ସୁଖ ସମୟରେ ଅଧିକା ଖୁସି ହେବ ମଧ୍ୟ ଉଚିତ ନୁହେଁ ।ଯଦି କୌଣସି ଦେବତାଙ୍କ ମୁଣ୍ଡ ଉପରୁ ଫୁଲ ଖାସୁଥିବାର ଦେଖୁଛନ୍ତି ତେବେ ଏହା ମଧ୍ୟ ବହୁତ ଶୁଭ ସଂକେତ ଅଟେ । ଯଦି ଆପଣ ସକାଳୁ କେଉଁ ଆଡେ ଯାଉଛନ୍ତି ଓ ସେହି ସମୟରେ କେହି ଜଣେ ବୁଢା ବା ବୁଢୀ ଲୋକ ଆପଣଙ୍କୁ କିଛି ଟଙ୍କା ଦେଉଛନ୍ତି ତେବେ ଏହା ମଧ୍ୟ ଏକ ଶୁଭ ସଂକେତ ଅଟେ ।ଯଦି ଆପଣଙ୍କର ଘରେ କୌଣସି ଏକ ଚିଡିଆ ଆସି ତାର ବସା ବାନ୍ଧି ରହେ ଏହା ଏକ ମଧ୍ୟ ବହୁତ ଶୁଭ ସଙ୍କେତ ଅଟେ ।

ଏହା ଆପଣଙ୍କୁ ସୁଚାଇ ଥାଏ କି ଆପଣଙ୍କୁ ହଠାତ କିଛି ଧନ ପ୍ରାପ୍ତି ହେବାର ସୁଯୋଗ ଅଛି । ଚିଡିଆର ଘର ଯଦି ଆପଣ ଭାଙ୍ଗି ଦିଅନ୍ତି ତେବେ ନିଜର ହେଉଥିବା କାର୍ଯ୍ୟ ମଧ୍ୟ ରହିଯିବ ।ଯଦି ଆପଣଙ୍କ ଘରେ ବାଇଲ ଛୁଆ ଜନ୍ମ କରେ ତେବେ ଏହା ମଧ୍ୟ ବହୁତ ଶୁଭ ସଂକେତ ଅଟେ । ନିଜର ଆସୁଥିବା ଭଲ ସମୟକୁ ଏହା ସୁଚାଇଥାଏ । ଯଦି ଆପଣ କୌଣସି ଏକ ଜରୁରୀ କାମରେ ଯାଉଛନ୍ତି ଓ ଘରୁ ବାହାରିବା ସମୟରେ କିଛିଯାଇଛନ୍ତି ଓ ହଠାତ ଆପଣଙ୍କୁ ମାନେ ପଡିଲା । ଏହା ମଧ୍ୟ ନିଜର ଭଲ ସମୟ ଆସୁଥିବାର ଜାଣିବେ ।

krishna

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *