salamn

20 ବର୍ଷ ପରେ ଖୋଲିଲା ରାଜ – ଜାଣନ୍ତୁ କାହିଁକି ଜୁହି ଚାଓଲାଙ୍କ କ୍ୟାରିୟର ନଷ୍ଟ କରିଥିଲେ ସଲମନ |

NEWS

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ନିଜର ଡିଫରେନ୍ସ ଅନ୍ଦାଜ୍ ଏବଂ ନିଜର ଅଭିନୟ ର ଶୈଳି ରେ ଲୋକ ମାନଙ୍କୁ ମୋହିତ କରୁ ଥିବା ଜୁହୀ ଚାୱଲା ନିଜ ସମୟ ର ବହୁତ ସଫଳ ଅଭିନେତ୍ରୀ ଙ୍କ ମଧ୍ୟ ରୁ ଜଣେ ଅଟନ୍ତି । ହେଲେ ଆଜିର ସମୟ ରେ ବି ତାଙ୍କର କୋମିକ୍ ଟାଇମିଂ କୁ କେହି ବି ବଲିଉଡ ରେ ଟକ୍କର ଦେଇ ପାରି ନାହାଁନ୍ତି ।

ଏବଂ ଆଜିର ସମୟରେ ବି ସେ ନିଜର ସୁନ୍ଦରତା ପାଇଁ ଲୋକ ମାନଙ୍କ ମଧ୍ୟ ରେ ରାଜ୍ କରନ୍ତି , ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଆଜିୁ ଜୁହୀ ଚାୱଲା ଏବଂ ଅଭିନେତା ସଲମାନ ଖାନ୍ ଙ୍କ ବିଷୟ ରେ ଏମିତି କିଛି ତଥ୍ୟ ରଖିବୁ ଜାହା ବିଷୟ ରେ ଆପଣ ମାନଙ୍କୁ ପୂର୍ବ ରୁ ଜଣା ନ ଥିବ । ହଁ ଆଜ୍ଞ୍ୟା ଇଣ୍ଡଷ୍ଟ୍ରୀ ରେ ଏମିତି ସମୟ ଆସି ଥିଲା ଯେଉଁ ସମୟ ରେ ସଲମାନ ଖାନ୍ ଙ୍କ ସହିତ ଜୁହୀ ଚାୱଲ୍ଲା କାମ କରିବା ପାଇଁ ମନା କରି ଦେଇ ଥିଲେ । ଏମିତି କାରଣ ବିଷୟ ରେ ଜାଣିବା ହେଲେ ଅଭିନେତ୍ରୀ ଜୁହୀ ଚାୱଲା 1986 ରେ ଡେଭ୍ୟୁ କରି ଥିଲେ ସଲତନତ୍ ରୁ ହେଲେ ଏହା ଫ୍ଲପ୍ ରହି ଥିଲା

ଏବଂ ପରେ 1988 ରେ ଅମିର୍ ଖାନ୍ ଙ୍କ ସହିତ କାମ କରି ଥିଲେ ଫିଲ୍ମ କୟାମତ୍ ସେ କୟାମତ୍ ରେ କାମ କରି ଥିଲେ ବକ୍ସ ଅଫିସ୍ ରେ ସୁପର ହିଟ୍ ହେବା ସହିତ ବହୁତ ସୁନ୍ଦର ଫିଲ୍ମ ରହି ଥିଲା ଏହା ପରେ ପରେ ଜୁହୀ ଚାୱଲା ଙ୍କ ପପୁଲାରିଟି ବଢି ଥିଲା । ସେମିତି ରେ ପରେ ସାରୁଖ୍ ଙ୍କ ସହିତ ବି ବହୁତ ଫିଲ୍ମ କରି ଥିଲେ ହେଲେ ସେମିତି ବେଳେ ସଲମାନ ଖାନ୍ ଙ୍କ ସହିତ କେବଳ 10 ମନିଟ୍ ପାଇଁ ନିଜର ସ୍କ୍ରିନ୍ ସେୟାର କରି ଥିବାର ଦେଖିବା ପାଇଁ ମିଳୁଛନ୍ତି । ହେଲେ ପରେ ସଲମାନ ଖାନ୍ ଜୁହୀ ଚାୱଲା ଙ୍କ ସହିତ କେବେ ବି କାମ କରି ନାହାଁନ୍ତି । ଏହାର କାରଣ ହେଲା କି ଯେତେ ବେଳେ ସଲମାନ ଖାନ୍ ନ୍ୟକମ୍ ଭାବେ ପରିଚିତ ଥିଲେ ସେହି ସମୟ ରେ ଜୁହୀ ଚାୱଲା ସକ୍ସେସ୍ ଉପରେ ସକ୍ସେସ୍ ପିଟି ଚାଲି ଥିଲେ

sal

ଏବଂ ସେହି ସବୁ କୁ ନେଇ ଜୁହୀ ଚାୱଲା ଅଭିନେତା ଭାଇଜାନ ଙ୍କ ସହିତ କାମ କରିବାକୁ ମନା ବି କରି ଦେଇ ଥିଲେ । ହେଲେ ଯେତେ ବେଳେ ବର୍ତମାନ ସମୟରେ ଜୁହୀ ଚାୱଲା ସଲମାନ ଖାନ୍ ଙ୍କ ସହିତ କାମ କରିବା ପାଇଁ ମନ ବଳେଇଛନ୍ତି । ସେମିତି ବେଳେ ସଲମାନ ଖାନ୍ କହି ଦେଲେ କି ସେ ଏବେ ସଲମାନ ଖାନ ଙ୍କ ମାଆ ହିଁ ବନି ପାରିବେ ଏହି ବାଖ୍ୟା ଅଟେ ବିଗ୍ ବସ୍ ସିଜନ୍ 9 ର । ଜୁହୀ ଚାୱଲା ସେଠାରେ ନିଜର ଫିଲ୍ମ ଚକ୍ ଇଣ୍ଡଷ୍ଟ୍ରୀର ପ୍ରୋମସନ କରିବା ପାଇଁ ଆସି ଥିବା ବେଳେ ସେହି ଠାରେ ଜୁହୀ ଚାୱଲା କହି ଥିଲେ କି ସେମିତି ରେ ସଲମାନ ଖାନ୍ ଙ୍କ ଜେନେରସନ ର ସେମିତି ଜଣେ ଅଭିନେତ୍ରୀ ଅଟନ୍ତି ଯିଏ ସଲମାନ ଙ୍କ ସହିତ କାମ କରିନାହାଁନ୍ତି ।

ଏବଂ ଏହାର ଜବାବ୍ ରେ ସଲମାନ ଖାନ୍ କହି ଥିଲେ ଏବେ ତ ତୁମେ କେବଳ ମୋର ମାଆ ହିଁ ହୋଇ ପାରିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *