ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ କଣ ଆପଣ ଜାଣନ୍ତି କଣ ସେହି ଖାସ ଗୁଣ ଯାହା ଏକ ପ୍ରକୃତ ପୁରୁଷଙ୍କ ପାଖରେ ଥାଏ ଯାହା ତାଙ୍କୁ ଉତ୍ତମ ପୁରୁଷ ବୋଲି ବିବେଚିତ କରାଏ।ସବୁବେଳେ ଆମେ ଅନ୍ୟର ଗୁଣ ଦେଖି ମନ ଦୁଃଖ କରିଥାଉ କି ତା ପାଖରେ ଗାଡି ଅଛି ଆହୁରି ଅନେକ ଜିନିଷ ଅଛି ଯାହା ଦ୍ୱାରା ଆମେ ଖୁସି ପାଇପାରିନଥାଉ ଆଜି ଆମେ ଆପଣଙ୍କୁ କବିବା ଯାହା ଦ୍ୱାରା ଆପଣ ସନ୍ତୁଷ୍ଟ କିପରି ରହିବେ।
ଅନେକ ସମୟରେ ଆପଣ ଦେଖିଥିବେ ରାସ୍ତାରେ ଯିବା ସମୟରେ ଯଦି ଆପଣ କୌଣସି ଲୋକ ସୁନ୍ଦର ଶରୀର ଦେଖିଥାଉ ଭାବିଥାଉ କାସ ଆମର ବି ଏପରି ଶରୀର ଥାନ୍ତା କି।ଆପଣ ବଡ଼ି ଦେଖି ଏହା ଭାବିଥାନ୍ତି ଆମର ବି ଏପରି ସୁନ୍ଦର ହୃଷ୍ଟ ପୃଷ୍ଟ ଶରୀର ହୋଇଯାଆନ୍ତା କି କିନ୍ତୁ ଆପଣ ଜାଣି ନାହାନ୍ତି ଏପରି ଶରୀର କରିବା ପାଇଁ ସେ ନିଜ ଶରୀରରେ କେତେ ଟଙ୍କା ଖର୍ଚ୍ଚ କରୁଛି।ସେ ଏହା ପରେ ପଛକୁ ମଧ୍ୟ ଫେରିପାରିବନି କି ଆଗକୁ ଯାଇପାରିବେନି କାରଣ ଆଗକୁ ଯିବାକୁ ଅଧିକ ପଇସା ଦରକାର।ମନେ ରଖନ୍ତୁ ବଡ଼ି ପାଇଁ ଅନେକ ପଇସା ଓ ଜିନିଷ ଆବଶ୍ୟକ ହୋଇଥାଏ ।ଯେଉଁମାନେ କହିଥାନ୍ତି ବିନା କୌଣସି ଜିନିଷ ଦ୍ୱାରା ବଡ଼ି ହୋଇଯାଇଥାଏ ଏହା ପୁରା ମିଛ କାରଣ ବିନା କୌଣସି ସାମଗ୍ରୀ ଦ୍ୱାରା ସନି ଦେବଲ ଭଳି ବଡ଼ି ହୋଇପାରିବ କିନ୍ତୁ ରିତିକ ରୋସନ ଭଳି ନୁହେଁ।
ଏହା ପରେ ଆପଣ ଯେବେ ବାଟରେ କୌଣସି ଲୋକକୁ ଦାମୀ କାର ରେ ଯାଉଥିବାର ଦେଖିଥାନ୍ତି ଏହା ଭାବିଥାନ୍ତି ସେ ଲୋକ କେତେ ଭାଗ୍ୟବାନ କିନ୍ତୁ କଂ5 କେବେ ଆପଣ ଏହା ଭାବିଛନ୍ତି ସେ କେତେ ପ୍ରେସରରେ ଅଛି ସେ କିପରି ଆଉ ଅଧିକ ପଇସା କମେଇବ ଗାଡ଼ି ପଇସା କିପରି ସୁଝିବି ଏହି ପରି ଅନେକ ଚିନ୍ତାରେ ସେ ଲୋକ ଥାଏ ଯାହା ସେ ଆପଣଙ୍କୁ କହିପାରି ନଥାଏ। ଆପଣ ଏହା ମଧ୍ୟ ଭାବିଥାନ୍ତି ଅନ୍ୟର ସୁନ୍ଦର ପତ୍ନୀକୁ ଦେଖି ତାର ସ୍ତ୍ରୀ କେତେ ସୁନ୍ଦର କିନ୍ତି ସେ ପତ୍ନୀ ଘରେ କେତେ ଝଗଡା କରେ ଏହା କେହି ଆପଣଙ୍କୁ କହିବେନି।
ଆମେ ସବୁବେଳେ ଅନ୍ୟ ସହ ନିଜକୁ ତୁଳନା କରିବାକୁ ଚେଷ୍ଟା କରୁ ଏଥିପାଇଁ ଖୁସି ପାଇପାରି ନଥାଉ।କିଏ କଣ କରୁଛି କିଏ କେତେ ଟଙ୍କା ପାଇଛି କାହା ପାଖଟେ କେତେ କାର ଅଛି ଏହି କଥା ଭାବିବା ଦ୍ୱାରା ଆପଣ ଜୀବନରେ କେବେବି ସୁଖ ପାଇପାରି ନାଥନ୍ତି।ସେଥିପାଇଁ ଅନ୍ୟ ସହ ନିଜକୁ ତୁଳନା କରିବା ବନ୍ଦ କରି ନିଜେ ନିଜ କାମରେ ମନ ଲାଗନ୍ତୁ ଦେଖିବେ ଖୁସିରେ ରହିବେ। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।