bachibea

ନିଜ ପାଇଁ କେମିତି ଏକ ଭଲ ଜୀବନସାଥୀ ବାଛିବ |

FACT

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିବା ଆପଣ ମାନେ ନିଜ ପାଇଁ ଏକ ଭଲ ଜିବନ ସାଥି କେମିତି ବାଛି ପାରିବେ , ସେମିକି ରେ ଆମେ ଆଜି ଏହା ପାଇଁ କିଛି ଟିପ୍ସ ବିଷୟ ରେ କହିବୁ ଯେଉଁ ଥିରେ ଆପଣ ମାନେ ବହୁତ ଭଲ ଜିବନ ସାଥି ଟିଏ ବାଛି ପାରିବେ ,ତେବେ ଆସନନ୍ତୁ ଜାଣି ନେବା ତେବେ ବନ୍ଧୁଗଣ ଆପଣ ମାନେ ପ୍ରଥମ ନଜର ରେ ଜାହା ଦେଖିବେ ତାହା ହେଲା ଦେଖିବାର ନଜରିଆ ମାନେ ଆପଣ ମାନେ ଯେଉଁ ବ୍ୟକ୍ତି ଙ୍କୁ ଭଲ ପାଉଛନ୍ତି ତାଙ୍କର ଦେଖିବାର ନଜରିଆ କେମିତି ।

boy

ଯଦି ସେମାନଙ୍କ ଅହି ନିଜର ବହୁତ ବହୁତ ଭଲ ତେବେ ଆପଣ ମାନଙ୍କ ପାଇଁ ସେ ବହୁତ ଭଲ ହେବେ । ଯେମିତି କି ବନ୍ଧୁଗଣ ଆମକୁ ଭଗବାନ ଆଖି ଦେଇଛନ୍ତି ଦୁଇ ପ୍ରକାରର ଜିନିଷ ଦେଖିବା ପାଇଁ ଭଲ ଏବଂ ଖରାପ ତେବେ ସେମିତି ବେଲେ ଆପଣ ମାନଙ୍କ ଜିବନ ସାଥି କେଉଁ ପ୍ରକାରର ଅଟନ୍ତି ଦେଖି ନିଅନ୍ତୁ ।

girl

ସେହି ପରି ବନ୍ଧୁଗଣ ଦୁଇ ରେ ହେଲା ନିଜର ଭୁଲ ଜାଣି ଭୁଲ ସଂସଧନ କରିବା ସେମିତି ରେ ପ୍ରେମ ସଂମ୍ପର୍କ ରେ ଝଗଡା ହେବା ବହୁତ ଭଲ ଅଟେ ହେଲେ ସେମିତି ରେ ଝଗଡା କରିବା ବେଳେ ସାଥି ଆପଣ ମାନଙ୍କ ଭୁଲ କୁ ମାନୁଛି ଏବଂ ସେ ତାହାକୁ ସୁଧୁରେଇବା ପାଇଁ ଚେଷ୍ଟା କରୁଛି ତେବେ ସେହି ପରି ଜିବନ ସାଥି ବହୁତ ଭଲ ଅଟନ୍ତି , ସେହି ପରି ବନ୍ଧୁଗଣ ଆପଣ ମାନେ ସବୁ ବେଳେ ଜିବନ ସାଥି ବାଛିବା ପୂର୍ବ ସେହି ବ୍ୟକ୍ତି ଟି କେତେ ପରିମାଣ ରେ ଯତ୍ନ ବାନ ଆପଣ ମାନେ ନିଶ୍ଚିତ ଭାବେ ଦେଖିବେ , ସେମିତି ରେ ବହୁତ ଲୋକ ମାନେ ଏମିତି ଥାନ୍ତି ଯେଉଁ ଉପରକପ ଦେଖିବା ପାଇଁ ସ୍ମାର୍ଟ ହେଲେ ଭିତରେ ସଂମ୍ପର୍ଣ୍ଣ ଫମ୍ପା ସେମିତି ରେ ସେମାନେ କେବେ କାହାର ଯତ୍ନ କରିବା ଜାଣିନ ଥାନ୍ତି ସେମିତି ଜିବନ ସାଥି କେବେ ବି ବାଛନ୍ତୁ ନାହିଁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *