ବନ୍ଧୁଗଣ ବିବାହିତ ମହିଳା ମାନଙ୍କ ଉପରେ ଘର ର ସୁଖ ଓ ସମୃଦ୍ଧି ନିର୍ଭର ହୋଇଥାଏ ଜଣେ ମହିଳା ଚାହିଁଲେ ଘରକୁ ସ୍ୱର୍ଗ ଓ ଘରକୁ ନର୍କ ରେ ପରିଣତ କରି ପାରିଥାଏ ସାଧାରଣତ ବିବାହିତ ମହିଳା ମାନେ କେଶ କେବେ ଧୋଇବା ଉଚିତ ଏହା ବାର ଓ ତିଥି ଉପରେ ନିର୍ଭର କରିଥାଏ ତେବେ ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି କିଛି ବା ଦିନ ରହିଛି ଯେଉଁ ଦିନ ବିବାହିତ ମହିଳା ମାନଙ୍କୁ ଭୁଲ ରେ ମଧ୍ୟ ନିଜର କେଶ ଧୋଇବା ଉଚିତ ନୁହେଁ ଆଜି ଆମେ ଆପଣ ଙ୍କୁ କେଶ ଧୋଇବା ର ସଠିକ ଦିନ ଏବଂ କେଶ ନ ଧୋଇବାର ସଠିକ ଦିନ ଆମେ ଆପଣ ଙ୍କୁ କହିବୁ ।
ତେବେ ବନ୍ଧୁଗଣ ସେହି ସବୁ ଦିନ କୁ ଜାଣବା ପାଇଁ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ ତେବେ ବନ୍ଧୁଗଣ ସାଧାରଣତ ଅମାବାସ୍ୟା ଏବଂ ପୁର୍ଣ୍ଣମି ଏବଂ ଏକାଦଶୀ ରେ ଭୁଲ ରେ ମଧ୍ୟ ବିବାହିତ ମହିଳା ମାନଙ୍କୁ କେଶ ଧୋଇବା ଉଚିତ ନପହେଁ କାରଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରମା ନିଜର ଉଚ୍ଚ ନିଚ୍ଚ ସ୍ଥାନ ରେ ରହିଥାଏ ତେଣୁ ଯଦି ମହିଳା ମାନେ ଏହି ଦିନ ରେ କେଶ ଧୋଇବେ ତାହାଲେ ମହିଳା ମାନଙ୍କର ସେମାନଙ୍କର ପରିବାର ଉପରେ ସଂଙ୍କଟ ଆଶି ପାରେ ତେବେ ବନ୍ଧୁଗଣ ଏହି ଦିନ ମାନଙ୍କ ରେ ଭୁଲ ରେ ମଧ୍ୟ କେଶ ଧୋଇବେ ନାହିଁ ।
ସାଧରଣତ ହିନ୍ଦୁ 95 ତିଥି ଅନୁସାରେ ବ୍ରତ ଓ ପର୍ବ ଓ ପର୍ବାଣି ପାଳନ କରାଯାଇଥାଏ ଏହି ସବୁ ଦିନ ର ପୁର୍ବ ଦିନ ରେ ମହିଳା ମାନେ ନିଜର କେଶ କୁ ଧୋଇ ପାରିବେ ଭୁଲ ରେ ମଧ୍ୟ ଏହି ଦିନ ମାନଙ୍କରେ କେବେ କେଶ ଧୋଇବେ ନାହିଁ । ନଚେତ ଆପଣ ଙ୍କୁ ବହୁତ ଅସୁବିଧା ର ସମୁଖୀନ କରିବାକୁ ପଡିବ ଯଦି ମହିଳା ମାନେ କୈଣସି ଦିନ ରେ କିଛି ବତ୍ର ରଖିଛନ୍ତି ତାହାଲେ ସେମାନ ନିଜ କେଶ କୁ ଧୋଇବା ଉଚିତ ନୁହେଁ ମହିଳା ମାନେ ସେହି ଦିନ ର ପୁର୍ବ ଦିନ ରେ ନିଜର କେଶ କୁ ଧୋଇ ପାରିବେ ।
ଯଦି ବନ୍ଧୁଗଣ ଆପଣ ମାନେ ମଙ୍ଗଳବାର ଦିନ ବର୍ତ ରଖିଛନ୍ତି ଏବଂ କୈଣସି ଅନିବାର୍ଯ୍ୟ ହେତୁ ଆପଣ କେଶ ଧୋଇବା ପାଇଁ ବାଧ୍ୟ ହୁଅନ୍ତି ତାହାଲେ ଆପଣ ପଳାସ ର ଫୁଲ କୁ ହାତ ରେ ଦଳୀ ନିଜ ର କେଶ ରେ ଲଗାଇ ଦିଅନ୍ତୁ ଓ ଏହା ପରେ ନିଜର କେଶ କୁ ଧୁଅନ୍ତୁ ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।