Sunday, May 28, 2023
100

୧୦୦ ବର୍ଷ ପର୍ଯ୍ୟନ୍ତ କ୍ୟାଲସିୟମ୍ ର ଅଭାବ ହେବ ନାହିଁ ଥରେ ଏହି ପାଣି ପିଅନ୍ତୁ I

Uncategorized

ଆଜି ଆମେ ଆପଣଙ୍କୁ ଏକ ଚମତ୍କାର ନୁଷ୍କା ବିଷୟରେ କହିବୁ ଯାହା କୁ ପ୍ରୟୋଗ କରି ଆପଣ ନିଜ ଶରୀରକୁ ପୁରା ନିରୋଗ୍ୟ ବନାଇ ପାରିବେ ।ତେବେ ନିଜ ଶରୀର ର ସବୁ ପ୍ରକାର ର ଚିକିତ୍ସା ମଧ୍ୟ କରି ପାରିବେ । ତେବେ ଆମେ ଆପଣଙ୍କୁ ଯାହା କହିବୁ ତାହା କୁ କେବଳ ସିଝାଇ କି ବା ପାଣିରେ ଫୁଟାଇ ପିଇଲେ ଆପଣ ଖୁବ୍ ଚମତ୍କାର ଫାଇଦା ପାଇବେ ଏବଂ ନିଜ ଶରୀର କୁ ଆପଣ ପୁରା ନିରୋଗୀ ବୋଲି କିଛି ଦିନ ରେ ମଧ୍ୟ ଅନୁଭବ କରି ପାରିବେ ।

ପ୍ରତିକାର ଓ ପ୍ରସ୍ତୁତି ପ୍ରଣାଳୀତେବେ ଯଦି ଆପଣ ଙ୍କୁ ଡାଇଭେଟିସ୍ ଅଛି ତାହେଲେ ଏହି ଔଷଧଟି ଆପଣ ମାନଙ୍କ ପାଇଁ ଏକ ବରଦାନ ଅଟେ ଏବଂ ଏହା ଆପଣ ଙ୍କ ସୁଗାର୍ ଲେବଲ୍ କୁ କଣ୍ଟ୍ରୋଲ ମଧ୍ୟ କରିବାରେ ସାହାଯ୍ୟ କରିଥାଏ । ତେବେ ଡାଇଭେଟିସ୍ ରୋଗୀ ମାନଙ୍କୁ ଏହାର ସମସ୍ୟା ଅଧିକ ଥାଏ । ତେବେ କେଉଁ ନୁସ୍କା ବ୍ୟବହାର କରିବେ ଓ କେଉଁ ଟା ବ୍ୟବହାର କରିବେ ନାହିଁ,

ଏହି ନୁସ୍କା ଆପଣଙ୍କ ସୁଗାର୍ ଲେବଲ୍ କୁ କଣ୍ଟ୍ରୋଲ କରିବା ସହିତ ଡାଇଭେଟିସ୍ ରୋଗ ରେ ଯେଉଁ ସବୁ କମ୍ପ୍ଲିକେସନ୍ ହୋଇ ଥାଏ ସେହି ସବୁ ରୁ ମଧ୍ୟ ଆପଣଙ୍କୁ ବଞ୍ଚାଇ ଥାଏ । ତେବେ ଯଦି ଆପଣ ଙ୍କୁ କଲେଷ୍ଟ୍ରାଲ୍ ର ସମସ୍ୟା ରହିଛି ଆଉ ଏହି ପରି କଲେଷ୍ଟ୍ରଲ୍ କୁ କମ୍ କରିବା ପାଇଁ ଚାହୁଁଛନ୍ତି ତେବେ ମଧ୍ୟ ଏହି ନୁସ୍କା ଆପଣ ଙ୍କ ପାଇଁ ସତରେ ଏକ ବରଦାନ ଠୁ କିଛି କମ୍ ନୁହେଁ ।

ଯଦି ଆପଣ ଙ୍କ ର କଳେଷ୍ଟ୍ରାଲ୍ ନ ବଢିବ ଆପଣଙ୍କୁ ହାର୍ଟ୍ ବ୍ଲକେଜ୍ ହେବ ନାହିଁ ଓ ଆପଣଙ୍କୁ ହାର୍ଟ୍ ଜନିତ ରୋଗ ମଧ୍ୟ ହେବ ନାହିଁ । ତାହେଲେ ଏହା କଲେଷ୍ଟ୍ରାଲ ଏବଂ ହାର୍ଟ୍ ବ୍ଲୋକେଜ୍ ପାଇଁ ଏକ ଖୁବ୍ ସୁନ୍ଦର୍ ସମାଧାନ ଅଟେ ।ଯଦି ଆପଣଙ୍କ ର ପେଟ ଜନିତ ରୋଗ ଯେ ଭଳି ଗ୍ୟାସ୍, କୋବ୍ଜୋ ,ଏସିଡିଟି ଜନିତ ସମସ୍ୟା ରହିଛି ଆପଣ ଙ୍କ ର ପାଚନ ତନ୍ତ୍ର କମଜୋର୍ ରହିଛି ତେବେ ମଧ୍ୟ ଆପଣ ଏହି ନୁସ୍କା ବହୁତ୍ ଫଳ ପ୍ରଦ ଅଟେ ।

ତେବେ ଏହି ନୁସ୍କା ରେ ଯେଉଁ ସବୁ ମୁଖ୍ୟ ସାମଗ୍ରୀ ଗୁଡିକ ରହିଛି ତାହା ହେଲା ଅର୍ଜୁନ ର ଛାଡ଼। ତେବେ ସେହି ଅର୍ଜୁନ ଛାଡ଼ଟିକୁ ପାଣିରେ ଗରମ କରି ତାର ପାଣି ର ସଠିକ୍ ଭାବେ ପ୍ରୟୋଗ କରନ୍ତୁ ।ତେବେ ଆପଣ ଦୁଇ ଗ୍ଲାସ୍ ପାଣି ନେବେ ଓ ସେଥିରେ ଦୁଇ ଟୁକୁଡା ଅର୍ଜୁନ ଛାଡ଼ ଧୋଇକି ସେହି  ପାଣିରେ ପକାଇବେ ଏବଂ ଏଥିରେ ଗୋଟିଏ ଛୋଟ ଚାମଚ୍ ଡାଲଚିନ୍ ଗୁଣ୍ଡ ପକାଇବ । ତେବେ ଏଥିରେ ଡାଲଚିନ୍ ଏଥି ପାଇଁ ପକା ଗଲା ଯେ ଏହି କଡ଼ା ର ମହତ୍ୱ କୁ ଅଧିକ ବଢାଇବା ପାଇଁ ,ଆଉ ଏହି କାଢ଼ା ଆହୁରି ଅଧିକ ଜଲ୍ଦୀ କାମ କରିବ ଏବଂ ଏହାକୁ ପ୍ରତି ଦିନ ଖାଲି ପେଟରେ ପିଇବା ଉଚିତ୍ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *