ଆସନ୍ତା ୨୬ ଭାରତ ବନ୍ଦ ଡାକରା, କଣ ଚାଲିବ କଣ ଖୋଲିବ କଣ ରହିବ ବନ୍ଦ, କଣ ହେବ। ଚଳିତ ମାସ ୨୬ ତାରିଖ ରେ ଭାରତ ବନ୍ଦ । ହଁ ବନ୍ଧୁଗଣ ଆସନ୍ତା ୨୬ ତାରିଖ ରେ ଭାରତ ବନ୍ଦ ଡାକରା । ଏଥର ସର୍ବ ଭାରତୀୟ କୃଷି ମହାସଂଘ ବା ସିଏଆଇଟି ଭାରତ ବନ୍ଦ ଡାକରା ଦେଇଛନ୍ତି। ବନ୍ଧୁ ଗଣ ସିଏଆଇଟି ସୂଚନା ଦେଇଛି କି ଏହି ଭାରତ ବନ୍ଦ କୁ ଦେଶ ର ୪୦୦୦୦ ରୁ ଅଧିକ କୃଷି ସଂସ୍ଥା ସମର୍ଥନ ଜଣାଇଛନ୍ତି। ଭାରତ ହବା ର କାରଣ ଗୋଲ୍ ମାଳିଆ ଜିଏସଟି ବ୍ୟବସ୍ଥା ଓ ଜିଏସଟି ର ଅଧିକାରୀଙ୍କ ଏକଚଟିଆ ମନୋଭାବ କୁ ବିରୋଧ କରି ଏହି ବନ୍ଦ ଡାକରା ଘୋଷଣା ହେଇଛି ।
ସଂଘ୍ ପକ୍ଷ ରୁ କୁହାଯାଇଛି ଯେ ସମଗ୍ର ଦେଶ ରେ ଥିବା ସିଏଆଇଟି ପ୍ରତିନିଧି ମାନେ ଭାରତ ବନ୍ଦ କୁ ସଫଳ କରିବାକୁ ସୂଚୀ ପ୍ରସ୍ତୁତ କରୁଛନ୍ତି ।ସିଏଆଇଟି ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି କି ଏହି ଭାରତ ବନ୍ଦ କୁ ସଫଳ କରିବା ଟିକସ ପେଶାଦାର ମାନଙ୍କର ଜାତୀୟ ଏବଂ ରାଜ୍ୟ ସ୍ତରୀୟ ସଂଗଠନ ଯଥା, ଚାଟାର୍ଡ ଆକାଉଣ୍ଟ , ଟିକସ ଉପଡେ଼ଷ୍ଟା , କମ୍ପାନୀ ସେକ୍ରେଟରୀ, କ୍ଷୁଦ୍ର ଉଦ୍ୟୋଗ, ପେଟ୍ରୋଲ ପମ୍ପ, ଖାଉଟି,ହକର୍,ଖାଦ୍ୟ ପ୍ରକ୍ରିୟାକରଣ, ମୋବାଇଲ ଶିଳ୍ପ ଏବଂ ବିଭିନ୍ନ ସେବା ପ୍ରଦାନକାରୀ ଙ୍କ ନିକଟ ରେ ଆମେ ପହଁଚିବୁ ।
ଅନ୍ୟ ପଟେ ଏହି ବନ୍ଦ ବେଳେ ସମସ୍ତ କୃଷି ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିବ । କିନ୍ତୁ ଅତି ଆବଶ୍ୟକ ସେବା ଚାଲୁ ରହିବ । ଏହା ସହ ଭାରତ ବନ୍ଦ ଡାକରା ରେ ସାମିଲ୍ ହେବାକୁ ଅନଲାଇନ୍ ବିକ୍ରେତା ଓ ଅର୍ଥନୀତି ସହ ଜଡ଼ିତ ସମସ୍ତ ସଂଗଠନ ଗୁଡ଼ିକ ଆହ୍ବାନ ଦିଆ ଯାଇଥିବା ପ୍ରବୀଣ କହିଛନ୍ତି ।ଆପଣ ମାନେ ଜାଣିଥିବେ ବନ୍ଧୁ ଗଣ କି ଚାଷୀ ଆନ୍ଦୋଳନ ଓ ତେଲ ଦର ବୃଦ୍ଧି ନେଇ ଗତ ୩ ମାସ ମଧ୍ୟ ରେ ଅନେକ ଥର ବନ୍ଦ ପାଳନ ହୋଇ ସାରିଲାଣି । କୃଷକ ସଂଗଠନ ମାନେ ବି ରେଳ ରୋକ୍ କରିଥିଲେ ।
ଏହା ପରେ ପୁଣି ଥରେ ଭାରତୀୟ କୃଷି ସଂଗଠନ ମାନେ ମିଶି ବନ୍ଦ ଡାକରା କରିଛନ୍ତି । ଦେଶ ର ଜନସାଧାରଣ ଉପରେ କୁ ପ୍ରଭାବ ପକାଉଥିବ ର ଦେଖିବାକୁ ମିଳିଛି । ଗତ ୨୬ ତାରିଖ ରେ ଭାରତ ବନ୍ଦ କେବଳ ଜରୁରୀ କାଳୀନ ସେବା କୁ ଛାଡ଼ିଦେଲେ ଆଉ ସମସ୍ତ ବ୍ୟବସାୟ ବନ୍ଦ ରହିବ । କୃଷକ ମାନେ ଅନେକ ଥର ଭାରତ ବନ୍ଦ କରିଥିବା ସମୟ ରେ ଏଥର ବ୍ୟବସାୟିକ ବନ୍ଦ ଡାକରା କରିବେ ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।