10

ଏହି ୧୦ଟି ଗୁଣ ଥିବା ମହିଳା – ମା ଲକ୍ଷ୍ମୀଙ୍କର ହୋଇଥାନ୍ତି ପ୍ରିୟ |

Uncategorized

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମାତା ଲକ୍ଷ୍ମୀଙ୍କ ପ୍ରିୟ ହୋଇଥାନ୍ତି ଏହି ୧୦ଟି ବିଶେଷ ଗୁଣ ଥିବା ମହିଳା ମାନେ । ମାତା ଲକ୍ଷ୍ମୀଙ୍କୁ ଧନର ଦେବି କୁହାଯାଏ । ଯହି ଆପଣ ଜୀବନରେ ଖୁସି ଏବଂ ଧନି ରହିବାକୁ ଚାହୁଛନ୍ତି ତେବେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଆଶ୍ରୀବାଦ ହେବା ଆବସ୍ୟକ ଅଟେ ।

ସେମିତି ମାତା ଲକ୍ଷ୍ମୀ ସେହି ମାନଙ୍କର ମନସ୍କାମନା ପୁରଣ କରିଥାନ୍ତି ଯାହାଙ୍କ ମନରେ କିଛି ଖାସ୍ ଅଭ୍ୟାସ ବା ଗୁଣ ରହିଥାଏ । ତେବେ ଆଜି ଆମେ ଏହି ୧୦ଟି ବିଶେଷ ଗୁଣ ଥିବା ମହିଳା ମାନଙ୍କ ବିସୟରେ କହିବୁ ଯାହାକୁ ପାଳନ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କର ହୋଇଥାନ୍ତି ପ୍ରିୟ । ସକାଳ ଏବଂ ସନ୍ଧ୍ୟାରେ ନୀୟମିତ ପୂଜା କରୁଥିବା ମହିଳା ମାନଙ୍କୁ ମାତା ଳକ୍ଷ୍ମୀ ସବୁ ବେଳେ ପସନ୍ଦ କରନ୍ତି । ଏହି ମହିଳା ମାନେ ବାକି ମହିଳା ମାନଙ୍କ ତୁଳନାରେ ଅଧିକ ପଜେଟିଭ୍ ଦେଖିବାକୁ ମିଳିଥାନ୍ତି ।

ମବୟମିତ ପୂଜା ଏବଂ ଆରଧନା କରିବା ହେତୁ ଏହି ମହିଳା ମାନଙ୍କର ମନ ପବିତ୍ର ରହିଥାଏ । ଯେଉ ମହିଳା ମାନଙ୍କର ମନ ପବିତ୍ର ଥାେ ସେହି ମହିଳା ମାନଙ୍କ ପାଖରେ ମାତା ଲକ୍ଷ୍ମୀଙ୍କର ଆଶ୍ରୀବାଦ ସବୁ ବେଳେ ରହିଥାଏ । ଗୁରୁବାର ଦୀନ ମାତା ଲକ୍ଷ୍ମୀଙ୍କ ନାମରେ ବ୍ରତ ରଖୁଥିବା ମହିଳା ମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ଆଶ୍ରୀବାଦ ଶର୍ବଦା ରହିଥାଏ । ସେହିପରି ଗୁରୁବାର କୁ ମାତା ଲକ୍ଷ୍ମୀଙ୍କ ନାମରେ ଘିଅରେ ଦୀପ ଲଗାଇଲେ ମାତା ଲକ୍ଷ୍ମୀଙ୍କୁ ଖୁସି ମିଳିଥାଏ ।

ଏଥି ପାଇଁ ଯେଉଁ ମହିଳା ମାନେ ଏପରି କରନ୍ତି ତାଙ୍କୁ ମାତା ଲକ୍ଷ୍ମୀଙ୍କର ମହିମା ହେଖିବାର ଅବସର ପ୍ରାପ୍ତ ହେଇଥାଏ । ସେହିପରି ଯେଉଁ ମହଳା ମାନେ ଗୁରୁବାର ଦିନ ଆମିସ ଖାଆନ୍ତି ନାହିଁ ଏବଂ ଘରେ ତିଆରି କରନ୍ତୁ ନାହିଁ ତାଙ୍କୁ ମାତା ଲକ୍ଷ୍ମୀଙ୍କର ଆଶ୍ରୀବାଦ ପ୍ରାପ୍ତି ହୋଇଥାଏ । ସେମିତି ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କ ଦିନ ହୋଇଥାଏ । ଏହିଁ ଦୀନରେ ସବୁ ଘରେ ମାଛ ମାସଂ ଅଣ୍ଡା ସେବନ କରିବାର ବାରଣ ହୋଇଛି । ଯଦି ଆପଣ ଏହାକୁ ଖାଉଛନ୍ତି ତେବେ ଆପଣଙ୍କ ଘରକୁ ଲକ୍ଷ୍ମୀ ପ୍ରବେସ କରନ୍ତି ନାହିଁ ।

ସେହିପରି ଗୁରୁବାର ଦିନ ଦାନ ଧର୍ମ କରିବାକୁ ଶୁଭ ମାନା ଯାଇଥାଏ । ଏମିତି କରିଲେ ମହିଳା ମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ହୋଇଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *