Sunday, May 28, 2023
bath

ଏହି ସମୟରେ ଗାଧୋଇଲେ ଆପଣ ଖୁବଶୀଘ୍ର ହୋଇଜିବେ ଭିକାରୀ I

FACT

ଆଜିର ଦିନରେ ସମୟ ବଦଳିବା ସହିତ ଲୋକ ମାନେ ସକାଳୁ ଉଠିବାର ବି ଅଭ୍ୟାସ କୁ ବି ବଦଳିବାରେ ଲାଗିଛନ୍ତି । ସେହି ପରି କ୍ଷେତ୍ରରେ ଆମ ମାନଙ୍କୁ ସ୍ନାନ କରିବାରେ ବହୁତ ପରିମାଣ ରେ ଡେରୀ ହୋଇ ଥାଏ । କିନ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ମାନେ ବହୁତ ଶିଘ୍ର ସ୍ନାନ କରୁଛନ୍ତି । ଆପଣ ମାନଙ୍କ ଉପରେ ଧନର ଦେବୀ ମାତା ଲକ୍ଷ୍ମୀ ବହୁତ ପରିମାଣ ରେ ପ୍ରଶନ୍ନ ରହିବେ । ତଥା ଏହା ବ୍ୟତିତ ଆପଣ ମାନଙ୍କୁ ବ୍ୟପାର ବାଣିଜ୍ୟ ରେ ଉନ୍ନତି ଏବଂ ଅନେକ କ୍ଷେତ୍ରରେ ଆପଣ ମାନଙ୍କୁ ସଫଳତା ମିଳିବ । ସେହି ପରି ଭାବେ ଶାସ୍ତ୍ର ରେ ସ୍ନାନ କରିବାର ସଠିକ୍ ସମୟ ମଧ୍ୟ କୁହା ଜାଇଛି ।

ତେବେ ଆସନ୍ତୁ ସ୍ନାନ କରିବାର ସଠିକ୍ ସମୟ ବିଷୟ ରେ ।ବ୍ରହ୍ମ ସ୍ନାନ ଶାସ୍ତ୍ର ଅନୁସାରେ କୁହା ଜାଇଛି କି ଯେଉଁ ଲୋକ ମାନେ ସକାଳେ ଭୋର ସମୟ ରେ 4 ରୁ 5 ଟା ମଧ୍ୟ ରେ ଭଗବାନ ଙ୍କ ନାମ ନେଇ ସ୍ନାନ କରି ଥାନ୍ତି । ଏହାକୁ ବ୍ରହ୍ମ ସ୍ନାନ ବୋଲି କୁହା ଜାଇ ଥାଏ । ଏବଂ ଏହି ସ୍ନାନ କରିବା ଦ୍ୱାରା । ଜିବନ ରେ ଅନେକ ସୁଖ ଆମ ମାନଙ୍କୁ ପ୍ରାପ୍ତି ହୋଇ ଥାଏ । ଏହି ଲୋକ ଟି ଜିବନ ରେ କେବେ ବି ଦୁଖଃ ରେ ରହି ନ ଥାଏ ।

ଦେବ ସ୍ନାନ ଶାସ୍ତ୍ର ଅନୁସାରେ କୁହା ଜାଇଛି କି ସୂର୍ଯ୍ୟ ଉଦୟ ପରେ ସ୍ନାନ କରିଲେ ତାହାକୁ ଦେବ ସ୍ନାନ ବୋଲି କୁହା ଯାଏ । ଏବଂ ଯଦି ଆପଣ ମାନେ ଏହି ସ୍ନାନ କରୁ ଥାନ୍ତି । ତେବେ ଜିବନ ରେ ଆସୁ ଥିବା ସମସ୍ତ ଅସୁବିଧା ଦୂର ହୋଇ ଥାଏ । ଏବଂ ସବୁ ଠାରେ ଆପଣ ମାନେ ଜିତି ଥାନ୍ତି । ଏବଂ ଘରେ ସୁଖ ଶାନ୍ତ ର ବାତାବରଣ ଲାଗି ଥାଏ ।ଯୋଗୀ ସ୍ନାନ ।ଏମିତି କୁହା ଯାଏ କୁ ଯୋଗ ମାଧ୍ୟମ ରେ ନିଜର ଇଷ୍ଟ ଦେବ କୁ ସ୍ମରଣ କରି ଯଦି କେହି ସ୍ନାନ କରି ଥାନ୍ତି । ତେବେ ତାହାକୁ ଯୋଗୀ ସ୍ନାନ ବୋଲି କହିବୁ । ଏହା କରିବା ତିର୍ଥ ଯାତ୍ରା କରିବା ଭଳି ସମାନ ବୋଲି ଜଣା ଯାଏ ।

bathhh

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *