ଆଜି ଆମେ ଆପଣ ମାନଙ୍କୁ କହିବୁ କି ଆପଣ ବି ଯଦି ଏହି ଅ-ଶ୍ଳୀ-ଳ ନିଶାରେ ବୁଡି ରହିଛନ୍ତି ତାହେଲେ କିପରି ନିଜକୁ ଏହି ନିଶା ଠୁ ଦୂରରେ ରଖିବେ । କିଛି ପିଲା ତ ମଜା ମଜା ରେ ଏହି ଅ-ଶ୍ଳୀ-ଳ ଭିଡିଓ ଦେଖିଥାନ୍ତି ଏହିପରି ବହୁତ୍ ବାର ଦେଖି ଦେଖି ଶେଷରେ ଏହି ଅ-ଶ୍ଳୀ-ଳ ଭିଡିଓ ସହ ଏପରି ଜଡ଼ିତ ହୋଇଯାନ୍ତି କି ଏହି ଅ-ଶ୍ଳୀ-ଳ ଭିଡିଓ ନ ଦେଖିଲେ ସେମାନେ ରହି ପାରନ୍ତି ନାହିଁ ଯେମିତିକି ଅମିନ ମାନେ ଭାତ ମା ଖାଇ ରହିପାରୁ ନଥାଏ ସେହିପରି ସେମାନେ ମଧ୍ୟ ସେହି ଅ-ଶ୍ଳୀ-ଳ ଭିଡିଓ ନ ଦେଖିଲେ ରହି ପାରନ୍ତି ନାହିଁ । ତ୍ ଆଜି ଆସନ୍ତୁ ଜାଣିବା ସେହି ବିଷୟରେ କେମିତି ନିଜକୁ ଏହି ଅ-ଶ୍ଳୀ-ଳ ଭିଡିଓ ଦେଖିବା କିସ ରୁ ଦୂରରୁ ରଖିବା ।
ଏହି ଅ-ଶ୍ଳୀ-ଳ ଭିଡିଓ ଦେଖିବାରେ ସେମାନେ ନିଜକୁ ଲିପ୍ତ କରିଦେଇ ଥାନ୍ତି ଏହା ପରେ ସେହି ଅ-ଶ୍ଳୀ-ଳ ଭିଡିଓ ଦେଖିବା ସମୟରେ ମଧ୍ୟ ସେମାନେ ଏକ ଖରାପ କାର୍ଯ୍ୟ କରିଥାନ୍ତି ଯେମିତିକି ମା-ଷ୍ଟ୍ରୁ ବେସନ କରିଥାନ୍ତି ଏବଂ ଏହା ସହିତ ସେମାନେ କୌଣସି କାର୍ଯ୍ୟରେ ଫୋକସ କରିପାରନ୍ତି ନାହିଁ କାହିଁକି ନା ସେମାନେ ସବୁବେଳେ ଏହି ଅ-ଶ୍ଳୀ-ଳ ଭିଡିଓ ଦେଖିବାକୁ ଚାହିଁ ଥାନ୍ତି । ଏହି କାର୍ଯ୍ୟ ପ୍ରାୟତଃ ଯୁବକ ମାନେ ହିଁ କରିଥାନ୍ତି ନିଜର ଫାଙ୍କା ସମୟରେ । କାହିଁକି ନା ଏହି ଯୁବକ ମାନଙ୍କୁ ବହୁତ୍ ଫାଙ୍କା ସମୟ ମିଳିଥାଏ ସେଥିପାଇଁ ସେମାନେ ନିଜର ଏହି ସମୟ ରେ ସେମାନେ ଏହି ଅ-ଶ୍ଳୀ-ଳ ଭିଡିଓ ଦେଖିବା ସହ ମ-ଷ୍ଟ୍ରୁ ବେସନ କରିଥାନ୍ତି । ଏହାର ପ୍ରଭାବ ମଧ୍ୟ ସେମାନଙ୍କ ଜୀବନ ଉପରେ ପଡିଥାଏ । ଯେତେବେଳେ ସେମାନେ ନିଜର ଘରେ ଥାନ୍ତି ନିଜର ଗୁରୁ ଜନ ମହିଳା ମାନଙ୍କୁ ବି ମଧ୍ୟ ସେହି ଦେଖିଥାନ୍ତି ।
ଯଦି ଆପଣଙ୍କୁ ଲାଗୁଚି କି ଆପଣ ଏହି ନିଶା ରେ ପଡିଯାଇଛନ୍ତି ତାହେଲେ ଆପଣ ନିଜକୁ ଏକୁଟିଆ ଭାବ ନାହିଁ କି ଏକୁଟିଆ କର ନାହିଁ ନିଜର ସାଙ୍ଗ ମାନଙ୍କ ସହିତ ସମୟ ଅତିବାହିତ କରନ୍ତୁ କିମ୍ବା ନିଜ ପରିବାର ଲୋକ ମାନଙ୍କ ସହିତ ସମୟ ଅତିବାହିତ କରନ୍ତୁ , କେତେବେଳେ ସମୟ ଚାଲିଯିବ ଆପଣ ଜାଣି ପାରିବେ ନାହିଁ। ଯାହା ବି ହେଲେ ଯେ କୌଣସି ପରିସ୍ଥିତି ରେ ବି ଆପଣ ଏକୁଟିଆ ରୁହନ୍ତୁ ନାହିଁ ନିଜର ସାଙ୍ଗ ମାନଙ୍କ ସହିତ କିମ୍ବା ପରିବାରର ଲୋକଙ୍କ ସହିତ ସମୟ ଅତିବାହିତ କରନ୍ତୁ ।
ଆପଣ ଯେତେବେଳେ ଏକୁଟିଆ ହୋଇଯିବେ ସେହି ଜିନିଷ ର ନିଶା ଆପଣଙ୍କୁ ମୁଣ୍ଡ କୁ ଆସିବ ଆଉ ଆପଣଙ୍କୁ ବାଧ୍ୟ କରିବ ସେହିପରି କାମ କରିବା ପାଇଁ ସେଥି ପାଇଁ ଯେତେ ଚେଷ୍ଟା କରିବେ କାହା ସହିତ ମିଶି ସମୟ ଅତିବାହିତ କରିବାକୁ । ଯେତେ ଅଧିକ ସମୟ ଆପଣ ଅନ୍ୟ ଲୋକ ମନଙ୍କ୍ ସହିତ ରହିବେ ସେତେ ପା-ର୍ଣ୍ଣ୍ ଭିଡିଓ ଠୁ ଦୂରରେ ରହିବେ ଏହିପରି କିଛି ଦିନ ଯଦି ଆପଣ କରିବେ ତାହେଲେ ଏହି ନିଶା ରୁ ନିଜକୁ ରକ୍ଷା କରି ପାରିବେ ।
ଆମେ ଆପଣ ମାନଙ୍କ ପାଇଁ ସବୁବେଳେ ଓଡ଼ିଆ ଖବର,ଭାଇରଲ ନ୍ୟୁଜ, ଭଲ ଭଲ ରୋଚକ ତଥ୍ୟ,ସମାଚାର, ରାଶିଫଳ, ଜରୁରୀ ସୂଚନା,ରାଜନୀତି,କ୍ରୀଡ଼ା ସମ୍ବନ୍ଧୀୟ ତଥ୍ୟ ଆଣିଥାଉ । ଯଦି ଆପଣଙ୍କୁ ଆମ ଲେଖା ପସନ୍ଦ ଆସେ ତେବେ ଆପଣ ଆମକୁ ଲାଇକ ଏବଂ ଫଲୋ କରନ୍ତୁ।ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ,ଆପଣଙ୍କୁ ଧନ୍ୟବାଦ।