Sunday, May 28, 2023
kau

କାଉ ଦେଖିଲେ ହୋଇଯାନ୍ତୁ ସାବଧାନ ଦେଇଥାଏ ଅନେକ ସୁଭ ଅଶୁଭ ସଂକେତ !

Uncategorized

ବନ୍ଧୁଗଣ ସନ୍ଧ୍ୟା ସମୟରେ ଦକ୍ଷିଣ-ପଶ୍ଚିମ ଦିଗକୁ ଉଡି ଯାଉଥିବା କାଉ ଦେଖିଲେ ଆସନ ବିପଦର ସୂଚନା ମିଳିଥାଏ। କିନ୍ତୁ ଦକ୍ଷିଣ-ପୂର୍ବ ଦିଗକୁ ଉଡ଼ିଯାଉଥିବା କାଉ ଦେଖିଲେ ତାହା ଶୁଭ ବିଚାର କରାଯାଏ।କାଉ ରାବି ରାବି ଆପଣଙ୍କ ବାମ ଭାଗରୁ ଦକ୍ଷିଣ ଭାଗକୁ ଉଡିଯାଉଥିବାର ଦେଖିବେ ଏହା ଶୁଭ ହୋଇଥାଏ।ଗୃହର କଣ ଭାଗରେ ଅନେକ କାଉ ଏକାଠି ହୋଇ ରାବୁଥିଲେ ଏହା ଆସନ ବିପଦର ସୂଚନା ଦେଇଥାଏ। ପ୍ରାତଃକାଳରେ କାଉ ଉତ୍ତର-ପୂର୍ବ କୋଣରୁ ଉଡିଯାଉଥିବାର ଦେଖିଲେ ଶୁଭ ସମ୍ବାଦ ପ୍ରାପ୍ତିର ସୂଚନା ମିଳିଥାଏ।

ଛାତ ଉପରେ କାଉ ବସି ବାରମ୍ଵାର ରାବିଲେ ଏହା ଅଶୁଭ ସଙ୍କେତ ଦେଇଥାଏ।କାଉ ଉଡିଉଡି ଆସି କୌଣସି ବ୍ୟକ୍ତିଙ୍କ ମୁଣ୍ଡ ଉପରେ ବସି ପଡ଼ିଥାଏ ତେବେ ଏହା ଅଶୁଭ ଲକ୍ଷଣ ହୋଇଥାଏ। କାଉ ଦକ୍ଷିଣ-ପଶ୍ଚିମକୁ ମୁହଁ କରି ରାବୁଥିଲେ ଯେଉଁ ବ୍ୟକ୍ତି ଦେଖେ ସେହି ବ୍ୟକ୍ତିଙ୍କର ଧନପ୍ରାପ୍ତିର ସମ୍ଭାବନା ଥାଏ । ପୂର୍ଣ୍ଣ ବୃକ୍ଷ ଉପରେ ବସି ଯଦି କାଉ ରାବୁଥାଏ ସେହି ସମୟରେ ଯେଉଁ ବ୍ୟକ୍ତି ଦେଖିଥାଏ ଯଥେଷ୍ଟ ଧନ ଏବଂ ସମ୍ମାନର ଅଧିକାରୀ ହୋଇଥାଏ।

କାଉ ଗୃହ ମଧ୍ୟକୁ ପ୍ରବେଶ କରି ଆସି ରାବି ଦେଇ ଉଡିଗଲେ ଘରକୁ ଅତିଥି ଆସିବାର ସମ୍ଭାବନା ଥାଏ । କାଉ ଯଦି ଗାଇର ଲାଞ୍ଜ ଉପରେ ବସିଥିବାର ଦେଖନ୍ତି ତେବେ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ବିପଦ ହୋଇପାରେ ।ଦୁଇଟି କାଉକୁ ଏକା ସାଙ୍ଗରେ ଯେଉଁ ବ୍ୟକ୍ତି ଦେଖେ ସେହି ବ୍ୟକ୍ତିକୁ କିଛି ଦୁଃଖ ସମ୍ବାଦ ପ୍ରାପ୍ତ ହୋଇଥାଏ।

croww

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *