sani

ଶନି ଦେବଙ୍କ କୃପା ପାଇବେ ଏହି ସବୁ ରାଶି ଜାଣିବା କୁ ପଢନ୍ତୁ …

RASIPHALA

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ହିନ୍ଦୁ ଧର୍ମ ଅନୁସାରେ ଶନି ଦେବ ହେଉଛନ୍ତି ନ୍ୟାୟ ର ଦେବତା। ଶନିଦେଵ ଙ୍କ କୃପା ଦୃଷ୍ଟି ଆଜିଠାରୁ ଏହି ୬ଟି ରାଶି ଉପରେ ପଡ଼ିବାକୁ ଯାଉଛି। ଏହି ରାଶି ଗୁଡ଼ିକ ବ୍ୟବସାୟ,ବିଦ୍ୟା,ଚାକିରୀ,ପ୍ରେମ,ବିବାହ,ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି କରିବାକୁ ଯାଉଛନ୍ତି।

ବୃଷ ରାଶି ଏବଂ ମକର ରାଶି ; ପ୍ରଭୁଙ୍କୁ ସ୍ମରଣ କରନ୍ତୁ; ମନରେ ଆତ୍ମବିଶ୍ଵାସ ବୃଦ୍ଧି ହେବ । ବ୍ୟବସାୟରେ ଆମଦାନି ବୃଦ୍ଧି ହେବାର ସୂଚନା ରହିଛି । ଅଫିସରେ ଆପଣଙ୍କ କାମକୁ ଠିକ୍‌ ନେଇ ଉଚ୍ଚାଧିକାରୀ ପ୍ରଶଂସା କରିବେ । ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ । ରାଜନୀତି କ୍ଷେତ୍ରରେ ଥିବା ନେତାଙ୍କ ଲାଗି ଦିନଟି ଭଲ । ସଭାସମିତି କିମ୍ବା ପଦସ୍ଥବ୍ୟକ୍ତିଙ୍କ ସହ ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ । ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ । ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରିବେ । କିଛି ଆଲୋଚନା ଓ ସମାଲୋଚନା ମଧ୍ୟରେ ପାରିବାରିକ ସମସ୍ୟାକୁ ସମାଧାନ କରିବାରେ ସମର୍ଥ ହେବେ ।

କୁମ୍ଭ ରାଶି ଏବଂ ସିଂହ ରାଶି ; ଠାକୁର ଦର୍ଶନ ପାଇଁ ସପରିବାର ମନ୍ଦିର ଯିବେ ତେବେ ଜୀବନରେ ଫାଇଦା ମିଳିବ। ବ୍ୟବସାୟର ବୃଦ୍ଧି ଯୋଗେ ଆୟର ବୃଦ୍ଧି ଘଟିବ ଓ ଲାଭବାନ ହେବେ । ଭଲ ଭାବରେ ଚିନ୍ତା କରି କାମ କଲେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ସହକର୍ମୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଆଧ୍ୟାତ୍ମିକତା ପ୍ରତି ରୁଚି, ଧ୍ୟାନ ତଥା ଜପ ଆପଣଙ୍କୁ ଉଚିତ ମାର୍ଗକୁ ନେଇପାରିବ ।

ପରିବାରରେ ଘଟିଯାଇଥିବା କେତେକ ଅତୀତ ଘଟଣାକୁ ସ୍ମରଣ କରି ଅନୁତାପ କରିବେ । ସ୍ଵାସ୍ଥ୍ୟରେ ଧ୍ୟାନ ରଖିବା ଦରକାର । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ଅସାବଧାନତା ବଶତଃ କୌଣସି ଦ୍ରବ୍ୟ ନଷ୍ଟ ହୋଇପାରେ । ଜୀବନସାଥୀଙ୍କୁ ହୃଦୟର କଥା କହିବା ପାଇଁ ସମୟ ପାଇବେ।

ତୁଳା ରାଶି ଏବଂ କନ୍ୟା ରାଶି ; ଭାଗ୍ୟ ସହାୟତାରେ ନିଜ କର୍ମକ୍ଷେତ୍ରରେ ଆଗକୁ ବଢିବେ । ମଙ୍ଗଳ ସ୍ଵସ୍ଥାନରେ ଥିବାରୁ ପାରିବାରିକ ସ୍ତରରେ ପରିସ୍ଥିତି ଯେତିକି ଜଟିଳ ମନେ କରୁଛନ୍ତିି ବାସ୍ତବରେ ସେପରି କିଛି ହେବ ନାହିଁ । ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ଲାଭବାନ ହେବେ । କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ । ସାମାଜିକ କ୍ଷେତ୍ରରେ ଅଧିକ ସକ୍ରିୟ ରହିବେ ।

tulla

ସଭାସମିତିରେ ଆଲୋଚନା ସରଗରମ ହେବାର ସମ୍ଭାବନା ରହିଛି । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳତର କରିବାରେ ସାମର୍ଥ୍ୟ ବଢ଼ିବ । ଅପରାହ୍ନରେ ଭଲ ଖବର ମିଳିବାର ସମ୍ଭାବନା ରହିଛି । ପାରିବାରିକ ଜୀବନରେ ସୁଖଶାନ୍ତି ବଜାୟ ରହିବ । ଆମେ ଆପଣଙ୍କ ପାଇଁ ଏମିତି ଖବର ପ୍ରତିଦିନ ଆଣିଥାଉ।ଏହି ପୋଷ୍ଟ ଆପଣଙ୍କୁ କିପରି ଲାଗିଲା, ଦୟାକରି ତଳେ କମେଣ୍ଟ କରନ୍ତୁ। ଏହି ପୋଷ୍ଟକୁ ନିଶ୍ଚୟ ସେୟାର୍ କରନ୍ତୁ ଏବଂ ଏହିଭଳି ଖବର ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *