Tuesday, April 20, 2021
mare

ମରିଯାଅ ପଛେ ଏହି ୩ ଟି ଝିଅଙ୍କୁ କେବେ ବିବାହ କରନ୍ତୁ ନାହିଁ ନହେଲେ ପରିବାରର ସର୍ବନାଶ ହୋଇଯିବ ।

FACT

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ କେଉ ଗୁଣ ଥିବା ଝିଅ ମାନଙ୍କୁ ବିବାହ କରିବା ଉଚିତ୍ ନୁହେ । ସଂସ୍କାରି ଶୁଶିଳ ଝିଅ ସମସ୍ତେ ଖୋଜିଥାନ୍ତି କିନ୍ତୁ ଆଜିକାଲି ଏ ଭଳି ଝିଅ କେବଳ ଭାଗ୍ୟଶାଳି ପୁରୁଷକୁ ମିଳୁଛି । ପ୍ରତେକ ମଣିଷର କିଛି ନା କିଛି ଭୁଲ୍ ଗୁଣ ଥାଏ ଆଉ ସେହିଁପରି ପ୍ରତେକ ମଣିଷର କିଛି ନା କିଛି ଖରାପ ଗୁଣ ଥାଏ ।

girl

ଏମିତି ଆର୍ଚାଯ୍ୟ ଚାଣକ୍ୟ ଚରିତ୍ର ସମୁଦ୍ର ସାସ୍ତ୍ର ପୁସ୍ତକରେ ନାରି ମାନଙ୍କ ସରୀରର ରହସ୍ୟ ରୁ ସେମାନଙ୍କ ପ୍ରକୃତି ଏବଂ ସଭାବ ବିସୟରେ ଅନୁମାନ କରାଯାଏ । ଏବଂ ଆଶ୍ଚର୍ଯ୍ୟ କଥା ଏହିଁ ସବୁ ଜିନିଷ ସଠିକ୍ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଶାସ୍ତ୍ର ଅନୁସାରେ କେଉ ନାରୀକୁ ବିବାହ କଲେ ଜୀବନ ସାରା ପସ୍ତେଇବାକୁ ପଢିଥାଏ ।

ପ୍ରଥମେ ହେଲା ଯେଉ ଝିଅ ମାନଙ୍କର ନାକ ବହୁତ ଛଟ ହୋଇଥାଏ । ଆପଣ ଦେଖିଥିବେ ଅନେକ ଝିଅ ଥିବେ ସେମାନଙ୍କ ନାକ ବହୁତ ଛଟ ହୋଇଥାଏ ସାଧାରଣ ନାକ ମୁକାବିଳାରେ ତେବେ ଏହିଁ ଭଳି ଝିଅମାନେ ସମୁଦ୍ର ସାସ୍ତ୍ର ଅନୁସାରେ ପରିବାର ପାଇଁ ଅଶୁଭ ହୋଇଥାନ୍ତି ।

ଦ୍ଵିତୀୟରେ ରହିଛି ଉଚ୍ଚ କପାଳି ଝିଅ । ଉଚ୍ଚ କପାଳି ଝିଅ ମାନଙ୍କୁ ମଧ୍ୟ ସୁଭବୋଲି ବିବେଜନା କରାଯାଏ ନାହିଁ । ଏହିଁ ଝିଅ ମାନଙ୍କୁ ବିବାହ କଲେ ସ୍ୱାମୀଙ୍କ ଆୟୁସ ହାସ ହୁଏ ବୋଲି ସମୁଦ୍ର ସାସ୍ତ୍ରରେ କୁହା ଯାଇଛି ତୃତୀୟରେ ରହିଛି କୁଞ୍ଚିତ କେଶ ଥିବା ଝିଅ ଏହିଁ ଭଳି ଝିଅ ମାନଙ୍କୁ ବିବାହ କଲେ କ୍ଷତି ନାହିଁ କିନ୍ତୁ ମନେ ରଖନ୍ତୁ ଯଦି ଆପଣଙ୍କର ବ୍ୟବସାୟ ବା ବେପାର ଖେତ୍ରରେ ଅଛି ତାହାଲେ ଏଥିରେ ସର୍ବନାଶ ଘଟିବ । ତାପରେ ରହିଛି ବାଦାମୀ ଆଖିର ଝିଅ ଏହିଁ ଝିଅ ମାନଙ୍କ ସହ ବିବାହ କଲେ ଅଧିକ ଝଗଡା ଘରେ ଲାଗୀ ରହିଁଥାଏ ତେଣୁ ଏହିଁ ଝିଅଙ୍କୁ ବିବାହ କରିବା ଉଚିତ ନୁହେଁ।

girl1

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *