Tuesday, April 20, 2021
corpura

କର୍ପୁର କରିଥାଏ ଘରେ ଧନର ବର୍ଷା କର୍ପୁର ର କେତୋଟି ଦିବ୍ୟ ଓ ଚମତ୍କାରୀ ଉପାୟ ।

FACT

ଯେଉଁ ଭଳି କର୍ପୁରର ଉପଯୋଗ ଘରେ ପୂଜା ପାଠ ପାଇଁ ହୋଇଥାଏ, ଠିକ୍ ସେହିପରି କର୍ପୁରର ବ୍ୟବହାର ପ୍ରାଚୀନ କାଳରେ ନାନା ପ୍ରକାର ଉପାୟ କରିବାରେ କରାଯାଉଥିଲା , କର୍ପୁରର ବ୍ୟବହାର ଘରେ ପୂଜା ପାଠ ପାଇଁ ହୋଇଥାଏ , ଓ ଅଧିକାଂଶ କର୍ପୁର ଘରେ ପୁଜାର ଆରତୀ କଲାବେଳେ କରାଯାଏ । ଏଥିରେ ଭଗବାନ ବହୁତ ଜଲଦି ପ୍ରସନ୍ନ ହୋଇଥାନ୍ତି , କର୍ପୁର ଦ୍ୱାରା ମନକୁ ଶାନ୍ତି ମିଳିଥାଏ |

 

କର୍ପୁର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ , ଓ ଏହାସହ ବିଗଡି ଯାଇଥିବା କାମ, ପଇସାର ଅସୁବିଧା,ଓ ବାସ୍ତୁଦୋଷ ଆଦିକୁ ଠିକ୍ କରିଥାଏ , ଆସନ୍ତୁ ଜାଣିବା କର୍ପୁରର ପ୍ରୟୋଗରେ ଘର ମଧ୍ୟରେ କିପରି ସମସ୍ୟାର ସମାଧାନ କରିହେବ | ଧନବାନ ହେବା ପାଇଁ ଯଦି ଆପଣଙ୍କ ପାଖରେ ଧନର ଅଭାବ ହେଉଛି ତେବେ ଆପଣ କର୍ପୁରର ବ୍ୟବହାର କରନ୍ତୁ |

ରାତିରେ ଶୋଇବା ସମୟରେ ଏକ ଚାନ୍ଦୀର ଗିନାରେ କପୁର ଓ ଲବଙ୍ଗ ଜଳାନ୍ତୁ , ଏହି ଉପାୟକୁ ସବୁଦିନ କରନ୍ତୁ , ଏହି ଉପାୟ କଲେ ଆପଣଙ୍କ ଧନ ବୃଦ୍ଧି ହେବ ଭାଗ୍ୟ ବଦଳାଇବାକୁ ହେଲେ ଯେବେ ସତ ଚେଷ୍ଟା କରି ମଧ୍ୟ କାମ ହୋଇପାରୁନାହିଁ , ତେବେ ଏହା ଆପଣଙ୍କ ଭାଗ୍ୟ ଖୋଲି ପାରେ , ଶନିବାର ଦିନ କର୍ପୁରକୁ ତେଲର ବୁନ୍ଦାରେ ପାଣି ସହ ମିଶାନ୍ତୁ , ଓ ଏହି ପାଣିରେ ସବୁଦିନ ସ୍ନାନ କରନ୍ତୁ , ଏହି ଉପାୟ ଆପଣଙ୍କ ଭାଗ୍ୟ ଖୋଲି ଦେଇପାରେ , ଓ ରୋଗରୁ ରକ୍ଷା କରିଥାଏ ।

ଦୂର୍ଘଟଣାରୁ କରିଥାଏ ରକ୍ଷା ଦୂର୍ଘଟଣା କେବେ ବି କେଉଁଠି ବି ହୋଇପାରେ , ଏମିତିରେ ସୁରକ୍ଷା ରଖିବା ନିଶ୍ଚିତ ଜରୁରୀ , ଆପଣ ରାତି ସମୟରେ କର୍ପୁର ଜଳାଇ ହନୁମାନ ଚାଳିଶା ପାଠ କରନ୍ତୁ , ଏହି ଅଚୁକ ଉପାୟ ମଣିଷକୁ ପ୍ରାକୃତିକ ଓ ଅପ୍ରାକୃତିକ ଦୂର୍ଘଟଣାରୁ ରକ୍ଷା ପାଇପାରିବ ।ବାସ୍ତୁଦୋଷ ଦୂର କରିବାପାଇଁ ଉପାୟ : ଆପଣଙ୍କ ବହୁତ ଗୁଡିଏ କାମ ଏଥିପାଇଁ ହୋଇପାରେ ନାହିଁ କାରଣ ଏହା ପଛରେ ବାସ୍ତୁଦୋଷ ଥାଏ |

laxmi1

ବାସ୍ତୁଦୋଷ ଶେଷ କରିବାକୁ ହେଲେ ଘରେ କର୍ପୁରର ଦୁଇଟି ରଖିଦିଅନ୍ତୁ , ଓ ଯେବେ ଏହା ମେଳେଇଯିବ ତାପରେ ଆଉ ଦୁଇଟି କର୍ପୁର ରଖିଦିଅନ୍ତୁ , ଏମିତି ଏହାକୁ ମଝିରେ ମଝିରେ କରୁଥାନ୍ତୁ , ଆପଣଙ୍କ ବାସ୍ତୁ ଦୋଷ କମିଯିବ ।ସୁଖ ଶାନ୍ତି ପାଇଁ କର୍ପୁରର ବୈଦିକ ଉପାୟ : ଯଦି ଆପଣଙ୍କ ଘରେ କିଛି ଅସୁବିଧା ହେଉଛି ତେବେ କର୍ପୁରରେ ଘିଅକୁ ବତୁରାନ୍ତୁ , ଓ ସକାଳ ଓ ସଂନ୍ଧ୍ୟାରେ ଏହାକୁ ଜଳାନ୍ତୁ , ଏହା ମଧ୍ୟରୁ ବାହାରୁଥିବା ଉର୍ଜାରୁ ଆପଣଙ୍କ ଘରୁ ସକରାତ୍ମକ ଉର୍ଜା ଆସିଥାଏ , ଯାହା ଦ୍ୱାରା ଘରେ ସୁଖ ଶାନ୍ତି ହୋଇଥାଏ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *