Saturday, June 03, 2023
jala

ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବାବେଳେ କରନ୍ତୁନାହିଁ ଏହିସବୁ ଭୁଲ୍ |

FACT

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୂର୍ଯ୍ୟ ଦେବ ଙ୍କୁ ଜଳ ଚଢାଇବା ସମୟ ରେ ଭୁଲ ରେ ବି କରନ୍ତୁ ନାହିଁ ଏହି ପରି ଭୁଲ ପୁରାଣ ଅନୁସାରେ କୁହାଯାଇଥାଏ କି ସଂସାର ର ସମସ୍ତ ମାନବ କୁ ସ୍ନାନ କରି ସାରିବା ପରେ ସୂର୍ଯ୍ୟ ଦେବ ଙ୍କୁ ଅବସ୍ୟ ଜଳ ଅର୍ପଣ କରିବା ଦରକାର ତମ୍ବା ର ଲୋଟା ରେ ଜଳ ଚଢେଇଲେ ବହୁତ ଶୁଭ ମାନା ଯାଇଥାଏ ଜଳ ସହିତ ମନ୍ଦାର ଫୁଲ ମିଶାଇ ସୂର୍ଯ୍ୟ ଦେବ ଙ୍କୁ ଜଳ ଚଢାଇବା ଦ୍ୱାରା ସୂର୍ଯ୍ୟ ଦେବ ବହୁତ ଶୀଗ୍ର ପ୍ରସନ୍ନ ହୋଇଥାନ୍ତି ଜଳ କୁ ଚଢାଇବା ସମୟ ରେ ସୂର୍ଯ୍ୟ ଦେବ ଙ୍କ ମନ୍ତ୍ର ର ଉଚ୍ଚାରଣ କରିବା ଆବଶ୍ୟକ ଏହା ଦ୍ୱାର ମନରେ ସକରାତ୍ମକ ଉର୍ଜା ପ୍ରବେଶ କରିଥାଏ ।

sun

ଯେଉଁ ଲୋକ ର ସ୍ୱସ୍ଥ୍ୟ ସବୁବେଳେ ଖରାପ ରହୁଥାଏ ଯଦି ସେହି ଲୋକ ପ୍ରତିଦିନ ସକାଳୁ ଉଠି ସ୍ନାନ କରି ସାରିବା ପରେ ସୂର୍ଯ୍ୟ ଦେବ ଙ୍କୁ ଜଳ ଚଢାଇଥାଏ , ତେବେ ତାଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିୟ ଯାହା ବି ସମସ୍ୟା ସବୁ ଦୂର ହୋଇଥାଏ ବହୁତ ଲୋକ ଙ୍କ ର କୁଣ୍ଡଳି ରେ ସୂର୍ଯ୍ୟ ଦେବ ଙ୍କ ର ଦଶା ଠିକ ନଥାଏ ଏହି ଲୋକ ମାନଙ୍କୁ ଅବଶ୍ୟ ହିଁ ସବୁ ଦିନ ସ୍ନାନ କରି ସାରିବା ପରେ ସୂର୍ଯ୍ୟ ଦେବ ଙ୍କୁ ଜଳ ଚଢାଇବା ଉଚିତ । ଏହା ଦ୍ୱାରା ତାଙ୍କର ଗ୍ରହ ରେ ଯାହା ବି ଖାରପ ଅଛି ସେଥିରେ ସୁଦ୍ଧାର ଆସିପାରେ ତେବେ ଆସନ୍ତୁ ଜାଣିନେବା ସୂର୍ଯ୍ୟ ଦେବ ଙ୍କୁ ଜଳ ଚଢାଇବା ସମୟ ରେ ଆମକୁ କେଉଁ କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ଯଦି ଆପଣ ସୂର୍ଯ୍ୟ ଦେବ ଙ୍କୁ ଜଳ ଚଢାଇବା ସମୟ ରେ ଏହି ପରି କିଛି ଭୁଲ କରୁଛନ୍ତି ତ ସୂର୍ଯ୍ୟ ଦେବ ଙ୍କୁ ଜଳ ଚଢାଇବା ଏବଂ ନ ଚଢାଇବା ସମାନ କଥା ଅଟେ ତେବେ ଆସନ୍ତୁ ଜାଣିବା , ଆପଣ ସଦା ସର୍ବଦା ମନେ ରଖିବା ଦରକାର କି ସବୁବେଳେ ପୁର୍ବ ଦିଗକୁ ମୁହଁ କରି ସୂର୍ଯ୍ୟ ଦେବ ଙ୍କୁ ଜଳ ଚଢାନ୍ତୁ ଏବଂ ଏହା ପରେ ମନେ ରଖନ୍ତୁ କି ସୂର୍ଯ୍ୟ ଦେବ ଙ୍କୁ ଜଳ ଅର୍ପଣ କରିବା ସମୟ ରେ ସେହି ଜଳ ଯେମିତି ଆପଣ ଙ୍କ ଗୋଡ ଉପରେ ନ ପଡେ ନଚେତ ଏହା ପଡିବା ଦ୍ୱାରା ସୂର୍ଯ୍ୟ ଦେବ କ୍ରୋଦ୍ଧିତ ହୋଇଥାନ୍ତି ଏବଂ ଏହା ସହିତ ଆପଣ ଙ୍କୁ ମଧ୍ୟ ଏହି ମନ୍ତ ଜପିବା ଦରକାର ” ଓଁ ସୂର୍ଯ୍ୟାୟ ନମଃ ” ।

ଏହାପରେ କେବେ ହେଲେ ବିନା ସ୍ନାନ ରେ ସୂର୍ଯ୍ୟ ଦେବ ଙ୍କୁ ଜଳ ଅର୍ପଣ କରନ୍ତୁ ନାହିଁ , ସୂର୍ଯ୍ୟ ଦେବ ଙ୍କୁ ସବୁବେଳେ ସ୍ୱଚ୍ଛାତା ପସନ୍ଦ ହୋଇଥାଏ ତେଣୁ ଆପଣ ଭୁଲ ରେ ବି କେବେ ହେଲେ ସୂର୍ଯ୍ୟ ଦେବ ଙ୍କୁ ବିନା ସ୍ନାନ ରେ ଜଳ ଅର୍ପଣ କରନ୍ତୁ ନାହିଁ ନଚେତ ସୂର୍ଯ୍ୟ ଦେବ ଆପଣ ଙ୍କ ଉପରେ ରୁଷ୍ଟ ହୋଇଯିବେ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

jala

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *