ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କାନ୍ଦିବାର ଦିନ ଶେଷ ହେଲା କାରଣ ଆଜି ରାତି ଠାରୁ ଏହି ରାଶି ର ସବୁ କଷ୍ଟ ଦୂର କରିବେ ପ୍ରଭୁ ମହାଦେବ , ତେବେ ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଭୋଳାନାଥ ଙ୍କୁ ସୃଷ୍ଟି ର ଅଧିପତ୍ତି ବୋଲି ଆମେ ମାନି ଥାଉ ମହାଦେବ ହିଁ ସୃଷ୍ଟି ର ପାଳନ ହାର ବୋଲି କୁହାଯାଇଥାଏ |
ବନ୍ଧୁଗଣ ଭୋଳାନାଥ ଯେତେବଳେ କୈଣସି ଲୋକ ଉପରେ ପ୍ରସନ୍ନ ହୋଇ ଯାଆନ୍ତି ତେବେ ସେ ନିଜର ଅପାର କୃପା ସେମାନଙ୍କ ର ଉପରେ ବର୍ଷାଇଥାନ୍ତି ଭଗବାନ ଭୋଳାନାଥ ବି ମଧ୍ୟ ସ୍ୱଭାବରେ ଭୋଳା ଅଟନ୍ତି ତାଙ୍କୁ ପ୍ରସନ୍ନ କରିବା ସବୁଠାରୁ ଅଧିକ ସହଜ ହୋଇଥାଏ ଆଉ ଏହା ମଧ୍ୟ ଜାଣି ରଖନ୍ତୁ ଯେ ମହାଦେବ ଏବେ କିଛି ରାଶି ମାନଙ୍କ ର ଉପରେ ପ୍ରସନ୍ନ ହୋଇଛନ୍ତି ମହାଦେବ ତାଙ୍କର ଭକ୍ତି ରେ ଏବେ ଖୁସି ହୋଇ ସାରଛନ୍ତି ଯାହା ଫଳରେ ଆଜି ରାତି ଠାରୁ ଏହି ରାଶି ମାଲା ମାଲ ହେବାକୁ ଯାଉଛନ୍ତି ।
ଭଗବାନ ଭୋଳାନାଥ ଙ୍କ ର କୃପାରୁ ଆପଣ ଙ୍କ ର ଦୁଃଖ ର ଦିନ ଏବେ ଶେଷ ହେବ ଏବଂ ଭଲ ଦିନ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି , ଆପଣ ଙ୍କୁ ଟଙ୍କା ପଇସା ର ଅଭାବ ଆଉ ରହିବ ନାହିଁ ଭଗବାନ ଭୋଳାନାଥ ଙ୍କ କୃପାରୁ ଆପଣ ଙ୍କ ସବୁ ଅଧୁରା କାର୍ଯ ବା ବିଗିଡି ଯାଇଥିବା କାର୍ଯ୍ୟ ଏବେ ସେ ସବୁ ପୁରଣ ହେବାରେ ଲାଗିବ ବା ଚାଲିବା ରେ ଲାଗିବ ଏବଂ ଆପଣ ଙ୍କ ର ଜୀବନ ରେ ଆଗକୁ ଆସୁଥିବା ସବୁ ଅସୁବିଧା ସେ ସେସବୁ ମଧ୍ୟ ଦୂର ହୋଇଯିିବ ଆପଣ ଙ୍କୁ ଆପଣଙ୍କ ର ପ୍ରତ୍ୟେକ କାର୍ଯ୍ୟ ରେ ସଫଳତା ମିଳିବ ଆପଣ ଙ୍କ ର ଶତୃ ଆପଣ ଙ୍କ ଠାରୁ ଏବେ ଦୂର ରେ ରହିବେ ସମାଜ ରେ ଆପଣ ଙ୍କୁ ଲୁକ ମାନେ ମାନ ସମାନ ଦେବେ ବ୍ୟାପାର ବାଣିଜ୍ୟ ଆପଣ ଙ୍କ ର ଦୁଇ ଗୁଣ ଜୁର ରେ ଆଗକୁ ଆଗକୁ ବଢି ଚାଲିବ |
ଯେଉଁ ଲୋକ ମାନେ ବେରୋଜଗାର ରହିଛନ୍ତି ସେମାନଙ୍କୁ ଏବେ ଭଲ ଚାକିରୀ ମଧ୍ୟ ମିଳିବ । ଭୋଳାନାଥ ଙ୍କ ର କୃପାରୁ କାର୍ଯ୍ୟ କ୍ଷେତ୍ର ରେ ବଡ ସଫଳତା ମିଳିବା ପାଇଁ ଯାଉଛି ଲୋକ ମାନେ ଆପଣ ଙ୍କୁ ସବୁ କଥା ପଚାରି ବୁଝି କାମ କରିବେ ଆପଣ ଙ୍କ ର ପରିବାର ରେ ଖର୍ଚ୍ଚ କମ ହେବ ଏବଂ ଦିନ କୁ ଦିନ ଆୟ ବଢିବାରେ ଲାଗିବ , ତେବେ ସେହି ରାଶି ଗୁଡିକ ହେଉଛି କୁମ୍ଭ ରାଶି , ମିଥୁନ ରାଶି , କର୍କଟ ରାଶି , ସିଂହ ରାଶି ,ବୃଷ ରାଶି ଓ ତୁଳା ରାଶି ଅଟେ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।