holi

ହୋଲି ଆଗରୁ ଏହି ରାଶି ହେବେ କୋଟିପତି ।ଦେଖନ୍ତୁ ଆପଣଙ୍କ ରାଶି ଆଉ ନୁହେଁ ତ।।

RASIPHALA

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ ଜ୍ୟୋତିଷଶାସ୍ତ୍ର ଅନୁସାରେ ଆସିଛି ବଡ଼ ଖୁସି ଖବର। ବନ୍ଧୁଗଣ ଦୁଃଖର ଦିନ ଏବେ ଶେଷ ହେଲା କାରଣ ଆଜି ରାତି ପରଠାରୁ ଏହି ରାଶି ମାନଙ୍କର ସବୁ ଦୁଃଖ ଦୂର କରିବେ ପ୍ରଭୁ ମହାଦେବ।ହଁ ଦର୍ଶକ ବନ୍ଧୁ ମହାଦେବ ଙ୍କୁ ସୃଷ୍ଟିର ଅଧିପତି ବୋଲି ସମସ୍ତେ ମାନିଥାନ୍ତି।ବନ୍ଧୁଗଣ ଭଗବାନ ମହାଦେବ ଯାହା ଉପରେ କୃପା ରଖନ୍ତି ,ସେ ତାଙ୍କୁ ବହୁତ ଭାଗ୍ୟବାନ କରିଦିଅନ୍ତି।ସେ ସ୍ୱଭାବ ରେ ମଧ୍ୟ ଭୋଳା ଅଟନ୍ତି।ତାଙ୍କୁ ପ୍ରସନ୍ନ କରିବା ସବୁଠାରୁ ସହଜ ହୋଇଥାଏ।।ଆସନ୍ତୁ ଜାଣିବା ଭୋଳନାଥ କେଉଁ ରାଶି ମାନଙ୍କ ଉପରେ ହୋଲି ପୂର୍ବରୁ ପ୍ରଶଂସିତ ହୋଇଛନ୍ତି।।

kri
ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ମହାଦେବ ଖୁସି ହୋଇସାରିଛ ନ୍ତି।ଜାହାଫଳରେ ସେହି ରାଶିର ବ୍ୟକ୍ତି ମାନେ ଆଜି ଠାରୁ ବହୁତ ମାଲାମାଲ ହେବା ସହ ବହୁତ ଖୁସି ହୋଇଯିବେ,ଆପଣଂକୁ ଆପଣଙ୍କର ବ୍ୟବସାୟରେ ଲାଭ ବୃଦ୍ଧି ହେବ।ଆପଣଙ୍କର ସବୁ ଅସୁବିଧା ମଧ୍ୟ ଦୂର ହେବ।ଆପଣଂକୁ ଆପଣଙ୍କର ପ୍ରତେକ କାର୍ଯ୍ୟ ରେ ଏବେ ସଫଳତା ମିଳିବ ।ଆପଣଙ୍କ ର ଶତୃ ଏବେ ଆପଣଙ୍କ ଠାରୁ ଦୂରେଇ ରହିବେ।ସମାଜରେ ଲୋକ ମାନେ ଆପଣଂକୁ ମନ ସଂମାନ ଦେବେ ,ବେପାର ବାଣିଜ୍ୟରେ ଆପଣଙ୍କର ପ୍ରତିଷ୍ଠା ଲାଭ ପାଇବ।।

ଯେଉଁ ମାନେ ଏବେ ବେରୋଜଗାର ଅଛନ୍ତି ସେମାନଙ୍କୁ ଚାକିରୀ ମିଳିଯିବ ଓ ଭୋଳନାଥ ଙ୍କ କୃପାରୁ ବଡ ବଡ କାର୍ଯ୍ୟ କ୍ଷେତ୍ରରରେ ସଫଳତା ମିଳିବ।ଲୋକମାନେ ଆପଣଂକୁ ସବୁ ପ୍ରକାର କଥା ପଚାରି କରିବେ ଓ ଆପଣଙ୍କ ପରିବାର ର ସମସ୍ତ ଖର୍ଚ କମିଯିବ ଓ ତୋଜଗାର ବହୁତ ମାତ୍ରାରେ ଵୃଦ୍ଧି ପାଇବ।।

ଭୋଳନାଥଙ୍କ କୃପାରୁ ଆପଣଙ୍କ ମନରେ ଆତ୍ମବିଶ୍ବାସ ବୃଦ୍ଧି ପାଇବା ସହ ଆପଣଙ୍କ ମନରେ ଉତ୍ସାହ ବଢିବ ଓ ପ୍ରେମ ସମ୍ବନ୍ଧ ଆପଣଙ୍କର ବହୁତ ମଧୁର ହେବ,ଓ ଆପଣଂକୁ ସମାଜ ପାଇଁ ସୁ ହ କାମ କରିବାର ଅବସର ଏବେ ମିଳିବ ।

siba

ବନ୍ଧୁଗଣ ଆସନ୍ତୁ ଜାଣିବା ଭୋଳନାଥଙ୍କ କୃପାରୁ ହୋଲି ପୂର୍ବରୁ ଭାଗ୍ୟବାନ ହେବାକୁ ଥିବା ସେହି ରାଶି ମାନନକ ବିଷୟରେ ସେହି ରାଶି ମାନେ ହେଉଛନ୍ତି।ଯଥା:କୁମ୍ଭ ରାଶି,ମିଥୁନ ରାଶି,କର୍କଟ ରାଶି ,ସିଂହ ରାଶି,ବୃଷ ରାଶି ଓ ତୁଳା ରାଶି ଏହି ରାଶିମାନଙ୍କର ଭାଗ୍ୟ ହୋଲି ପୂର୍ବରୁ ଭୋଳନାଥଙ୍କ କୃପା ରହିଛି, ଓ ଏମାନେ ବହୁତ ଧନଶାଳୀ ହୋଇଯିବେ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *