april

ଏପ୍ରିଲ ମାସରେ ଜନ୍ମ ହୋଇଥିବା ଲୋକ ତୁରନ୍ତ ଜାଣିନିଅନ୍ତୁ ଏହି କଥା ନଚେତ ସବୁବେଳେ ହେବେ ହଇରାଣ |

HEALTH

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ଆପଣ ଯଦି ଏପ୍ରିଲ ମାସରେ ଜନ୍ମ ହୋଇଛନ୍ତି ତାହେଲେ ଜାଣିନିଅନ୍ତୁ,ଏହିସବୁ କଥା ନହେଲେ ପରେ ଆପଣଙ୍କୁ ସାମ୍ନା କରିବାକୁ ହେବ ଏହି ସବୁ ବଡ ଅସୁବିଧା। ବନ୍ଧୁଗଣ ଆଜି ଆମେ ଆପଣଙ୍କ ସହ କିଛି ଏଭଳି ସୂଚନା ଆଲୋଚନା କରିବୁ ଯାହାକି ଆପଣଙ୍କ ଜୀବନରେ ଆପଣଙ୍କୁ ବହୁତ ସାହାର୍ଯ୍ୟ କରିବ,ତେବେ ଆସନ୍ତୁ ସେହି ସବୁ ସୂଚନା ବିଷୟରେ।।ବନ୍ଧୁଗଣ ପ୍ରତେକ ବ୍ୟକ୍ତିର ଜନ୍ମ ତାର ଜନ୍ମ ତାରିଖ ଓ ସମୟ ଉପରେ ନିର୍ଭର କରିଥାଏ କି ସେହି ବ୍ୟକ୍ତିର ବ୍ୟକ୍ତିତ୍ୱ, ତାର ଭବିଷ୍ୟତ ଓ ତାର ଭାଗ୍ୟ କେମିତି ରହିବ।ସମ୍ପୂର୍ଣ ତଥ୍ୟ ସେହି ବ୍ୟକ୍ତିର ଜନ୍ମ ତିଥିରୁ ହିଁ ଜଣ ପଡିଥାଏ।।

ହଁ ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ପ୍ରତେକ ବ୍ୟକ୍ତିର ଭବିଷ୍ୟତ ହିଁ ତାର ଭବିଷ୍ୟତରେ କଣ ଘଟିବାକୁ ଯାଉଛି ଥୟ କରିଥାଏ।।ହେଲେ ଜନ୍ମ ତାରିଖ ଓ ତାର ଜନ୍ମ ସମୟକୁ ଛାଡିଦେଲେ ମଧ୍ୟ ଆଉ ଗୋଟିଏ କଥାକୁ ଧ୍ୟାନରେ ରଖାଯାଏ ତାହା ହେଲା ତାର ଜନ୍ମ ମାସ ,ହଁ ଆଜ୍ଞା ବ୍ୟକ୍ତିର ଜନ୍ମ ମାସ ତାର ଭବିଷ୍ୟତ ଉପରେ ସମ୍ପୂର୍ଣ ନିର୍ଭର କରିଥାଏ।ତେବେ ଚାଲନ୍ତୁ ଜାଣିବା ଏପ୍ରିଲ ମାସରେ ଜନ୍ମ ହୋଇଥିବା ପିଲାଙ୍କ ବିଷୟରେ।

babyy

ସାଧାରଣତଃ ଏପ୍ରିଲ ମାସର ପିଲାମାନେ ମାନସିକ ଚାପରେ ରହିଥାନ୍ତି,ଓ ସେମାନେ ସମସ୍ତଙ୍କ ଆଗରେ ଖୁସି ରହିବା ଭଳି ନିଜକୁ ବନାଇଥାନ୍ତି। ମାର୍ଚ୍ଚମାସରେ ଜନ୍ମ ହୋଇଥିବା ବ୍ୟକ୍ତି କାହା ବିଷୟରେ କିଛି କୁହନ୍ତି ନାହିଁ,ସେ ସର୍ବଦା ଖୁସିରେ ରାହିଥାନ୍ତି ଓ ସେମାନେ ଅନ୍ୟ କିଏ କିଛି ତାଙ୍କ ବିଷୟରେ ଭାବିଲା କିଏ ତାଙ୍କ ବିଷୟରେ କିଛି କହିଲା ସେ ବିଲକୁଲ ଏହାକୁ ଧ୍ୟାନ ଦେଇନଥାନ୍ତି।

ଏପ୍ରିଲ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ମଧୁର ସ୍ଵଭାବ ର ହୋଇଥାନ୍ତି।ଓ ଏମାନଙ୍କର ରାଗ ବହୁତ ହୋଇଥାଏ, କ୍ରୋଧରେ ସେ କଣ କରନ୍ତି ନିଜେ ମଧ୍ୟ ଜାଣିପାରନ୍ତି ନାହିଁ।ଯାହା ଫଳରେ ନିଜର କ୍ଷତି କାଟିବା ସହ ଯାହା ଉପରେ ସେ ରାଗିଥିବେ ତାଙ୍କର ମଧ୍ୟ କ୍ଷତି କରି ବସିଥାନ୍ତି।।କିନ୍ତୁ ପରେ ସେ ଏଥିପାଇଁ ପଶ୍ଚୟତାପ କରିଥାନ୍ତି,ଏଥିରୁ ଜଣା ପଡୁଛି ଯେ ଏହି ଭଳି ବ୍ୟକ୍ତିଙ୍କର ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ବିଲକୁଲ ରହିନଥାଏ।

ଏହି ପ୍ରକାର ବ୍ୟକ୍ତି ବହୁତ ଖୁସି ମିଜଜ ର ହୋଇଥିବାରୁ ଏମାନଙ୍କ ସହ ବହୁତ ସାରା ଲୋକ ମିଶିବାକୁ ଭଲ ପାଇଥାନ୍ତି।।ଏହି ପ୍ରକାରର ଲୋକ କାହା ସହିତ ଝଗଡା କରିବାକୁ ପସନ୍ଦ କରନ୍ତି ନାହିଁ,ଏବଂ ଏମାନେ ବହୁତ ଆକର୍ଷଣୀୟ ମଧ୍ୟ ହୋଇଥାନ୍ତି ଓ ରୋମାଣ୍ଟିକ ମଧ୍ୟ ଏମାନଙ୍କ ର କଥାରେ ଯେ କେହିବି ଇଂପ୍ରେସ ହୋଇଥାନ୍ତି।

ଯଦି ଏହି ପ୍ରକାର ବ୍ୟକ୍ତି କାହା ସହ ବି ରିଲେସନ ରେ ଆସିଥାନ୍ତି ତେବେ ସେ ତାଙ୍କ ସହ ସର୍ବଦା ଭଦ୍ର ଭଳି ବ୍ୟବହାର କରନ୍ତି ଓ ତାଙ୍କ ସହ ବହୁତ ସମୟ ଅତିବାହିତ କରିଥାନ୍ତି।ଏହି ପ୍ରକାର ବ୍ୟକ୍ତି ସାଧାରଣତଃ ନିଜର ବନ୍ଧୁ ମାନଙ୍କୁ ଗୁରୁତ୍ୱ ଦେବା ସହ ପ୍ରତେକ କଥାକୁ ବୁଝୁବିଚାରି କରିଥାନ୍ତି।ଏଗୁଡିକ ସବୁ ଥିଲା ସେମାନଙ୍କର ବ୍ୟକ୍ତିତ୍ୱ ବିଷୟରେ ଯାହା ଆମେ ଆଜି ଆଲୋଚନା କରିଲେ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *