Sunday, May 28, 2023
budha

ବୁଧବାର ଦିନ ଖାଆନ୍ତୁ ନାହିଁ ଏହି ଜିନିଷ ମରିଗଲେବି କରନ୍ତୁନି ଏହି ୫ଟି କାମ।

FACT

ବନ୍ଧୁଗଣ ଆମେ ସବୁବେଳେ ପ୍ରୟାସ କରିଥାଉ ଯେ ଆମର ସର୍ବଦା ଦିନ ଭଲ ଏବଂ ସଫଳରେ ଗତିକରୁ। ସେଥିପାଇଁ ଆମେ ବୁଧବାର ଦିନ ବୁଧଗ୍ରହ , ଗୁରୁବାର ଦିନ ବୃହସ୍ପତି, ଶୁକ୍ରବାର ଦିନ ଶୁକ୍ରଦେବ ଏବଂ ଶନିବାର ଦିନ ଶନିଦେଵଙ୍କର ପୂଜା କରିଥାଉ। କିନ୍ତୁ ଯେତେବେଳେ ରବିବାରର କଥା ଆସେ ତେବେ ଆମେ ତାହାକୁ ଛୁଟିର ବାର ବୋଲି ମାନିଥାଉ ଏବଂ କିଛି ଏପରି କାମ କରୁ ଯାହା ଶାସ୍ତ୍ର ଅନୁସାରେ ଭୁଲ ଅଟେ। ପ୍ରକୃତରେ ରବିବାରକୁ ସୂର୍ଯ୍ୟଦେବଙ୍କ ବାର ମନାଯାଇଥାଏ।

ଛୁଟି ହେବା କାରଣରୁ ଆମେ ଏହି ଦିନ କିଛି ଏପରି କାର୍ଯ୍ୟ କରିଥାଉ ଯାହା ଶାସ୍ତ୍ର ଅନୁସାରେ କରିବା ଉଚିତ ନୁହେଁ।ଯେତେବେଳେ ସୂର୍ଯ୍ୟଦେବ ଆମ କୁଣ୍ଡଳୀରେ ଦିଗ ବଦଳାଇ ଥାଆନ୍ତି, ସେତେବେଳେ ଆମେ ସମସ୍ୟାରେ ପଡିଯାଇଥାଉ। ଆଜି ଆମେ ଏହିପରି କିଛି କାର୍ଯ୍ୟ ବିଷୟରେ ଜାଣିବା ଯାହା ରବିବାର ଦିନ କରିବା ଉଚିତ ନୁହେଁ ।

laxmi1

ଅନ୍ୟଥା ସୂର୍ଯ୍ୟଦେବଙ୍କ ପ୍ରକୋପରେ ସାମ୍ନା କରିବାକୁ ପଡିବ।ରବିବାର ଦିନ ଭୁଲରେ ମଧ୍ୟ ଅଶ୍ୱତ୍ଥ ଗଛରେ ଜଳ ଚଢାଇବେ ନାହିଁ। ଏପରି କୁହାଯାଏ ଯେ, ଏହି ଦିନ ଅଶ୍ୱତ୍ଥ ଗଛରେ ଜଳ ଚଢାଇଲେ ଅନିଷ୍ଟ ହୋଇଥାଏ। ଯଦି ଆପଣ ଚାହିଁବେ ତେବେ ଅଶ୍ୱତ୍ଥ ଗଛ ମୂଳରେ ଘିଅଦୀପ ଟିଏ ଅବଶ୍ୟ ଜାଳିପାରିବେ। ରବିବାର ଦିନ ଛୁଟି ହେବା କାରଣରୁ ଅନେକ ଲୋକ ବହୁତ ସମୟ ଧରି ଶୋଇଥାନ୍ତି। କିନ୍ତୁ ଆପଣ ଯଦି ନିଜ ଭାଗ୍ୟକୁ ଭଲ ରଖିବାକୁ ଚାହାନ୍ତି ତେବେ ଏହି ଦିନ ସୂର୍ଯ୍ୟ ଉଦୟ ହେବା ଆଗରୁ ତମ୍ବା ପାତ୍ରରେ ଜଳ ନେଇ ସେଥିରେ ହଳଦୀ, କୁମକୁମ , ଏବଂ ଚାଉଳ ଲଗାଇ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।ରବିବାର ଦିନ ନିଜର କେଶକୁ ଜମା କାଟନ୍ତୁ ନାହିଁ। ମୁଣ୍ଡରେ ତେଲ ଲଗାନ୍ତୁ ନାହିଁ।ସୂର୍ଯ୍ୟ ଦେବଙ୍କୁ ଏହିଦିନ ଅବଶ୍ୟ ରାଶିତେଲ ଚଢାନ୍ତୁ।

ଯଦି ଆପଣ ଏହା କରୁଛନ୍ତି ତେବେ ଭବିଷ୍ୟତରେ ଆସୁଥିବା ସଂକଟରୁ ଆପଣ ନିଶ୍ଚିତ ବଞ୍ଚିପାରିବେ ।ରବିବାର ଦିନ ମସୁର ଡାଲି ଖାଇବା ଉଚିତ ନୁହେଁ। ଆପଣ ଜାଣିଥିବେ ଯେ କୌଣସି ସାଧୁସନ୍ଥଙ୍କୁ କେବେ ହେଲେ ମଧ୍ୟ ମସୁରର ଡାଲି ଦିଆଯାଏ ନାହିଁ। ରବିବାର ଦିନ ଏହାକୁ ଖାଇଲେ ମନୁଷ୍ୟର ଅଶୁଭ ହୋଇଥାଏ । ମସୁର ଡାଲିକୁ ନକାରାତ୍ମକ ବ୍ୟଞ୍ଜନ ଶ୍ରେଣୀରେ ରଖାଯାଇଥାଏ।ରବିବାର ଦିନ ପିଆଜ , ରସୁଣ ଖାଇବା ଉଚିତ ନୁହେଁ। ଯଦି ଆପଣଙ୍କ କୁଣ୍ଡଳୀରେ କିଛି ଦୋଷ ରହୁଛି ତେବେ ଆପଣ କିଛି ଦିନ ପାଇଁ ପିଆଜ ରସୁଣ ଖାଆନ୍ତୁ ନାହିଁ। ଯଦି ଆପଣ ସନ୍ତାନ ପ୍ରାପ୍ତି ପାଇଁ ଇଛୁକ ଏବଂ ସୂର୍ଯ୍ୟଦେବଙ୍କ ପରି ତେଜସ୍ୱି ସନ୍ତାନ ପାଇବାକୁ ଚାହୁଁଛନ୍ତି ତେବେ ଆପଣ ବୁଧବାର ଦିନ ସନ୍ଧ୍ୟା ପର୍ଯ୍ୟନ୍ତ ବ୍ରତର ପାଳନ କରନ୍ତୁ ଏବଂ ସନ୍ଧ୍ୟା ପରେ ବିନା ଲୁଣ ଵାଲା ଭୋଜନର ସେବନ କରନ୍ତୁ।

ବୁଧବାର ଦିନ ଲାଲ ଶାଗ ଖାଇବା ଉଚିତ ନୁହେଁ। ଏହି ଶାଗ ଜଲଦି ଉଠିଥାଏ ଏବଂ ଜଲଦି ମଧ୍ୟ ନଷ୍ଟ ହୋଇଯାଏ। ସେଥିପାଇଁ ଏହି ଅଳ୍ପ ଆୟୁ ଵାଲା ବ୍ୟଞ୍ଜନର ସେବନ କରିବା ଉଚିତ ନୁହେଁ। ରବିବାର ଦିନ ମାଛ ଖାଇଲେ ତାହା ଅନିଷ୍ଠ ବୋଲି ମନା ଯାଇଥାଏ। ଏପରି କହିବାକୁ ଗଲେ ଆମିଷ ଖାଇବାକୁ ମଧ୍ୟ ଶାସ୍ତ୍ରରେ ମନାକରାଯାଇଅଛି। କିନ୍ତୁ ଯେଉଁମାନେ ଆମିଷ ସେବନ କରନ୍ତି ସେମାନଙ୍କୁ ଖାସ କରି ରବିବାର ଦିନ ମାଛ ଖାଇବା ଅନୁଚିତ। ଏହା ସହିତ ଆପଣ ରବିବାର ଦିନ ରାଶିତେଲକୁ ଅର୍ପଣ କରିପାରିବେ କିନ୍ତୁ ଖାଇପାରିବେ ନାହିଁ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *