Sunday, June 11, 2023
arindam

ବାପା ହେଲେ ଓଡିଆ ହିରୋ ଅରିନ୍ଦମ ।

NEWS

ବନ୍ଧୁଗଣ ବାପା ହେଲେ ଓଡ଼ିଆ କଳାକାର ଅରିନ୍ଦମ । ହଁ ବନ୍ଧୁଗଣ ଆଜି ଆମ ଓଡ଼ିଆ ଚଳଚିତ୍ର ଜଗତର ଲୋକ ପ୍ରିୟ ଅଭିନେତା ଅରିନ୍ଦମ ବାପା ହୋଇ ଯାଇଛନ୍ତି ମାନେ ଆଜି ତାଙ୍କର ଶିଶୁ ପୂତ୍ର ଜନ୍ମ ନେଇଛି । ତେବେ ଏହି ବିଷୟରେ ସବିଶେଷ ବିବରଣି ତଥା ଖବର ପଢିବା ପାଇଁ ପୋଷ୍ଟକୁ ଶେଷ ଯାଏ ପଢନ୍ତୁ ।ଆପଣ ମାନେ ଜେମିତି ଜାଣିଥିବେ ଗତ ବର୍ଷ ଅରିନ୍ଦମ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଆଉ ଆଜି ସକାଳେ ଅରିନ୍ଦମଙ୍କ ପତ୍ନୀ ଏକ ଶିଶୁ ପୂତ୍ରକୁ ଜନ୍ମ ଦେଇଛନ୍ତି ।

ଏହା ପରେ ଅରିନ୍ଦମଙ୍କ ପାଖକୁ ଅନେକ ଶୁଭେଚ୍ଛା ଓ ଶୁଭ କାମନାର ସୁଅ ଛୁଟିଛି , ଆଉ ବନ୍ଧୁଗଣ ଆପଣ ମାନେ ଏହା ଜାଣିଥିବେ ଯେ ଏହି କିଛିଦିନ ହେବ ଶସିଆଲ ମିଡିଆରେ ଅରିନ୍ଦମ ବାପା ହେବାର ଖବର ବହୁତ ଚର୍ଚ୍ଚାରେ ଥିଲା ଆଉ ଆଜି ସେ ଚର୍ଚ୍ଚା ସତରେ ପରିଣତ ହୋଇ ସାରିଛି ।ଆଜି ଅରିନ୍ଦମ ପତ୍ନୀ ସତରେ ଏକ ଶିଶୁ ପୂତ୍ରକୁ ଜନ୍ମ ଦେଇଛନ୍ତି ଆଉ ଅରିନ୍ଦମ ବାପା ହୋଇ ଯାଇଛନ୍ତି । କିଛି ୟୁ ଟୁବ ଚେନ୍ୟେଲ ବାଲାଙ୍କ ସୁଚନା ଅନୁଷାରେ ଏକ ଘରୋଇ ହସ୍ଫିଟାଲରେ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି ଅରିନ୍ଦମଙ୍କ ପତ୍ନୀ ।

arrindam

ଅନେକ ଗୁଡିଏ ୟୁଟୁବ ଚେନ୍ୟାଲେ ଏ ନେଇ ନ୍ୟୁଜ ପୋଷ୍ଟ ଦେଇଛନ୍ତି ।ଆମେ ଆମ ଟିମ୍ ତରଫୁରୁ ଅରିନ୍ଦମ ଙ୍କୁ ବାପା ହେବାର ଖୁସିରେ ବହୁତ ବହୁତ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛୁ , ତେବେ ବନ୍ଧୁଗଣ ଆପଣ ମାନେ ବି ଯଦି ଅରିନ୍ଦମ ଙ୍କ ଏକ ଫୋନ୍ ଏବଂ ସେ ବାପ ହେବାକୁ ନେଇ ଆପଣବି ଯଦି ତାଙ୍କୁ ସୁଭେଚ୍ଛା ଓ ଶୁଭକାମନା ଜଣାଇବାକୁ ଚାହାନ୍ତି ତାହାଲେ ଆପଣ ଆମକୁ କମେଣ୍ଟ୍ ରେ ଜଣାଇ ପାରିବେ ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *