Sunday, May 28, 2023
jojo

ଜୋଜୋଙ୍କ ସମ୍ପତି ଓ ପରିବାର ତାଙ୍କର ସ୍ତ୍ରୀ କୁ ଆପଣ କେବେ ବି ଦେଖି ନ ଥିବେ।

NEWS

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ର ପ୍ରିୟ ଯୋଗେଶ ଜୋଜୋ ଙ୍କ ବିଷୟ ରେ ଜାଣିବା ପଶ୍ଚିମ ଓଡିଶା ର ଜଣେ ଫେମସ କମେଡିୟଆନ ଏମିତି ରେ କି ଜଣେ ଏକା ଧାରା ରେ ଜଣେ ସିଙ୍ଗର ଡେନ୍ସର ପ୍ରଡ୍ୟୁସର କରିଓ ଗ୍ରାଫର ଏମିତିକି ମଲ୍ଟି ଟେଲେଣ୍ଟେଡ ଯୋଗେଶ ଜୋଜୋ ଙ୍କ ପରିବାର ତାଙ୍କର ସମ୍ପତ୍ତି କେତେ ତାଙ୍କ ବିଷୟ ରେ ଟିକିନିକି ସବୁ କିଛି ତଥ୍ୟ ଆପଣ ଏବେ ଜାଣିବାକୁ ପାଇ ଯିବେ ଏମିତି କି ଯୋଗେଶ ଜୋଜୋ କାହାକୁ ବିବାହ କରିଛନ୍ତି ତାଙ୍କର ପରସୋନାଲ ଲାଇଫ ବିଷୟ ରେ ଆପଣ ମାନେ ଜାଣିବାକୁ ପାଇବେ ସେଥି ପାଇଁ ଆପଣ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢିବେ।

ତେବେ ବନ୍ଧୁଗଣ ଆସନ୍ତୁ ଜାଣି ନେବା ଯୋଗେଶ ଜୋଜୋ ଙ୍କ ଜୀବନି ବିଷୟ ରେ I ଯୋଗେଶ ଜୋଜୋ ତାଙ୍କର ନାମ ଯୋଗେଶ ଜୋଜୋଅବର ତାଙ୍କର ପିତା ଙ୍କ ନାମ ଧନୁର ଅବର ଏବଂ ଜୟନ୍ତି ଅବର ତେବେ ବନ୍ଧୁଗଣ ଯଦି ଆପଣ ଯୋଗେଶ ଜୋଜୋ ଙ୍କ ଜନ୍ମ ବିଷୟ ରେ ନଜର ପକାଇବେ ତ ଯୋଗେଶ ଜୋଜୋ 1993 ମସିହା ଜାନୁଆରୀ ମାସ ରେ ରସିଆ ପାଲି ର ଏକ ମିଡିଲ କ୍ଲାସ ଫେମିଲି ରେ ଜନ୍ମ ଗ୍ରହଣ କରିଥିଲେ ତେବେ ତାଙ୍କର ଜନ୍ମ ଆଧାର ର ଜନ୍ମ ର ବୟସ 27 ବର୍ଷ ତେବେ ଯୋଗେଶ ଜୋଜୋ ଙ୍କ ର ବୟସ ସିନା କମ ହେଲେ ପଶ୍ଚିମ ଓଡିଶା ରେ ସେ ଘରେ ଘରେ ପରିଚିତ ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଯୋଗେଶ ଜୋଜୋ ଙ୍କ ଶିକ୍ଷା ବିଷୟ ରେ ଯୋଗେଶ ଜୋଜୋ ତାଙ୍କର ଶିକ୍ଷା ପଲ୍ଲୀ ସ୍କୁଲ ରେ ନିଜର ସ୍କୁଲ ଟାଇମ ଅତିବାହିତ କରିଛନ୍ତି ଏହା ସହିତ ଡିପି କଲେଜ ରେ ନିଜର କଲେଜ ଟାଇମ କରିଛନ୍ତି ଏବଂ +3 ଶେଷ କରିଛନ୍ତି।

jojo

ବନ୍ଧୁଗଣ ସମ୍ବଲପୁର ରେ +3 କଳା ବିଭାଗ ଶେଷ କରି ପରେ ଯୋଗେଶ ଜୋଜୋ ମାତ୍ର 3 ହଜାର ଟଙ୍କା ରେ ଏକ ପେଟ୍ରୋଲ ପମ୍ପ ରେ କାମ ମଧ୍ୟ କରିଛନ୍ତି ଏବଂ ଆପଣ ମାନେ ପ୍ରାୟତ ଗୋଟେ କଥା ଜାଣି ନଥିବେ ଯେ ଯୋଗେଶ ଜୋଜୋ ତାଙ୍କର ଏହି ପେଟ୍ରୋଲ ପମ୍ପ ରେ କାମ କରୁଥିବା ସମୟ ରେ ତାଙ୍କର ପ୍ରେମ ସମ୍ପର୍କ ଶୀବାନି ସହ ଗଢି ଉଠିଥିଲା ଏବଂ ପରବର୍ତ୍ତୀ ସମୟ ରେ ସେମାନେ ବିବାହ କରି ନେଇଥିଲେ ।

2019 ମସିହା ମାର୍ଚ୍ଚ ମାସ 13 ତାରିଖ ରେ ସେମାନେ ବିବାହ କରିଥିଲେ ପରବର୍ତ୍ତୀ ସମୟ ରେ ଯୋଗେଶ ଜୋଜୋ କଳା ଲାଇନ ପ୍ରତି ଆଗ୍ରହ ଥିଲା ତେଣୁ ସେ ତାଙ୍କ ଅଞ୍ଚଳ ର ଗୋଟିଏ ଏକଟିଙ୍ଗ ଏକାଡେମିରେ କଳା ଶିକ୍ଷି ସେ ପରବର୍ତ୍ତୀ ସମୟ ରେ ସେ ସ୍ଟେଜ ପ୍ରଗାମ ମଧ୍ୟ କଲେ ଏବେ ବର୍ତ୍ତମାନ ସମୟ ରେ ଆପଣ ମାନେ ମଧ୍ୟ ତାଙ୍କର କମେଡି କୁ ମଧ୍ୟ ବେଶ ପସନ୍ଦ କରୁଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *