Thursday, October 21, 2021
12

ଏହି ୧୨ ଟି ଅଭ୍ୟାସ କରିବ ଆପଣଙ୍କୁ ଧନୀ !

FACT

ଆପଣ ଅଧିକ ଧନ ଚାହିଁଛନ୍ତି କି? ଯଦି ଚାହିଁଛନ୍ତି ତେବେ ଏହି ସହଜ ୧୨ ଗୋଟି ଅଭ୍ୟାସକୁ ଆପଣାଇ ନିଅନ୍ତୁ। ଯାହା ଦ୍ୱାରା ଆପଣଙ୍କର ଧନସମ୍ପତ୍ତିର ସମସ୍ୟା ଦୂର ହୋଇଯିବ । ଅଧିକ ଟଙ୍କା ରୋଜଗାର କରିବା ସମସ୍ତେ ଚାହାନ୍ତି।ଟଙ୍କା ରୋଜଗାର କରିବାର ଅନେକ ଉପାୟ ରହିଛି ।ଏହି ସବୁ ଉପାୟ ଦେଇ ଅନେକ ମଣିଷ ନିଜନିଜର ଧନସମ୍ପଦରେ ଥିବା ଦୁର୍ବଳତାକୁ ଦୂର କରିଥାନ୍ତି। ବିଭିନ୍ନ ଉପାୟ ମଧ୍ୟରୁ ସମସ୍ତେ ଚାହାନ୍ତି ସହଜ ଏବଂ ସରଳ ଉପାୟ ଯାହାଦ୍ୱାରା ନିଜେ ସହଜରେ ନିଜ ଧନସମ୍ପତ୍ତି ବୃଦ୍ଧି କରେ ।

ଏଠାରେ ଅନେକ ସହଜ ଉପାୟ ବିଷୟରେ ଦିଆଯାଇଛି ଏଥିରୁ ନିଜର ଯେକୌଣସି ସରଳ ଉପାୟ ବାଛି ନିଜର ଧନସମ୍ପତି ବୃଧିକରନ୍ତୁ। ତେବେ ଚାଲନ୍ତୁ ଜାଣିବା ସେହି ସହଜ ଏବଂ ସରଳ ଉପାୟମାନ ଗୋଡିକ ସବୁଦିନ ସକାଳୁ ପ୍ରଭୁ ଶିବଲିଙ୍ଗଙ୍କ ଉପରେ ଜଳ ,ପୁଷ୍ପ, ବେଲପତ୍ର,କ୍ଷେତବାସ ଚାଉଳ ଆଦି ଅର୍ପଣ କରନ୍ତୁ ଏବଂ ଶିବଙ୍କର ଵ୍ରତ ପାଳନ କରନ୍ତୁ।

ମାତା ମହାଲକ୍ଷ୍ମୀଙ୍କ ପୂଜା,ପ୍ରଭୁ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରନ୍ତୁସପ୍ତାହରେ ସାତ ଦିନ ମଧ୍ୟରେ ଗୋଟିଏ ଦିନ ବ୍ରତ ପାଳନ କରନ୍ତୁ।ଵ୍ରତ ପାଳନ ଦ୍ୱାରା ଧନବାନ ହୋଇପାରିବେ।ଯଦି ସୋମବାର ଦିନ ଵ୍ରତ କରନ୍ତି ତେବେ ଧନର କାରକଚନ୍ଦ୍ର ପ୍ରସନ୍ନ ହେବେ।ଯଦି ମଙ୍ଗଳବାର ଦିନ ଵ୍ରତ କରନ୍ତି ତେବେ ଧନର ଭଗବାନ ଶ୍ରୀହନୁମାନ ପ୍ରସନ୍ନ ହେବେ,ବୁଧବାର ପାଳନ କଲେ ପ୍ରଭୁ ଶ୍ରୀଗଣେଷ ପ୍ରସନ୍ନ ହେବେ,ଗୁରୁବାରେ ପାଳନ କଲେ ଶ୍ରୀବିଷ୍ଣୁ ପ୍ରସନ୍ନ ହେବେ,ଶୁକ୍ରବାରେ ପାଳନ କଲେ ମା ମହାଲକ୍ଷ୍ମୀ ପ୍ରସନ୍ନ ହେବେ,ଶନିବାର ପାଳନ କଲେ ଶନିଦେଵ ପ୍ରସନ୍ନ ହୁଅନ୍ତି ଏବଂ ରବିବାରରେ ପାଳନ କଲେ ସୂର୍ଯ୍ୟଦେବ ପ୍ରସନ୍ନ ହୋଇ ଧନଧାନ୍ୟ ଭରିଦିଅନ୍ତି।

ସୁନା,ତମ୍ବା,ରୁପା ରେ ମୁଦି କରିକି ହାତର ଅନାମିକା ଆଙ୍ଗୁଠି ରେ ପିନ୍ଧନ୍ତୁ। ପ୍ରତିଦିନ ସନ୍ଧ୍ୟାରେ ମନ୍ଦିରରେ ଦ୍ୱୀପ ଲଗାଇଲେ।ପୂର୍ଣ୍ଣିମା ଦିନ ସନ୍ଧ୍ୟାରେ ଚନ୍ଦ୍ରଦେବଙ୍କୁ ପୂଜା କଲେ । ପ୍ରତିଦିନ ଶ୍ରୀସୁକ୍ତ ପାଠକରନ୍ତୁ।ପ୍ରତିଦିନ ଶ୍ରୀଲକ୍ଷ୍ମୀସୂକ୍ତ ପାଠକରନ୍ତୁ।ପ୍ରତିଦିନ କନକଧାର ପଠକରନ୍ତୁ।କେବେ କାହାର କ୍ଷତି କରନ୍ତୁ ନାହିଁ,କି କରିବା ପାଇଁ ମଧ୍ୟ ଭାବନ୍ତୁ ନାହିଁ।ସବୁଦିନ ସକାଳସଂଧ୍ୟାରେ ଭଗବାନଙ୍କୁ ଆରାଧନା କରନ୍ତୁ। 12: ସବୁବେଳେ ନିଜ ବାସଗୃହକୁ ସଫାସୁତୁରା ରଖନ୍ତୁ,ଯାଉଥିରେକି ଧନସମ୍ପତ୍ତି ରହିଥାଏ। ଏହି ଉପରକ୍ତ ଉପାୟ ବଳରେ ନିଜେ ନିଜର ଧନସମ୍ପତ୍ତି ବୃଧିକରନ୍ତୁ। ଏଥି ନିମନ୍ତେ ନିଜର ଉପାୟ ଚୟନକରି ନିଜର ଅସୁବିଧାକୁ ଦୁରିଭୁତ କରି ପାରିବେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *