ଆଜିକାଲି ଲୋକମାନେ ଯୌନ ସମ୍ପର୍କ ବିଷୟରେ ଭାବୁଛନ୍ତି ଓ ନିରାପଦ ଯୌନ ସମ୍ପର୍କ ପାଇଁ କଣ୍ଡମ ବ୍ୟବହାର କରୁଛନ୍ତି | ନିରାପତ୍ତା ବିଷୟରେ ମହିଳାମାନଙ୍କ ମଧ୍ୟରେ ଏକ ସଚେତନତା ମଧ୍ୟ ରହିଛି | ରିପୋର୍ଟ ଅନୁଯାୟୀ, ଦଶ ବର୍ଷ ପୂର୍ବେ ସୁରକ୍ଷିତ ଯୌନ ସମ୍ପର୍କ ଓ ଗର୍ଭଧାରଣ ବିଷୟରେ ଜାଣିଥିବା ମହିଳାଙ୍କ ତୁଳନାରେ ବର୍ତ୍ତମାନ ଏହି ସମ୍ପର୍କ କ୍ଷେତ୍ରରେ ଛଅ ଗୁଣ ଅଧିକ ମହିଳା ସଚେତନ ଅଛନ୍ତି।
ରିପୋର୍ଟ ଅନୁଶାରେ, ଗତ ଦଶ ବର୍ଷ ମଧ୍ୟରେ ଅବିବାହିତ ଓ ପନ୍ଦର ରୁ ଅଣଚାଷ ବର୍ଷ ବୟସ ମଧ୍ୟରେ ମହିଳାମାନେ ଦୁଇ ପ୍ରତିଶତ ରୁ ବାର ପ୍ରତିଶତ କୁ ବଢି ଯାଇଛନ୍ତି। କୋଡିଏ ରୁ ଚବିଶ ବର୍ଷ ବୟସର ମହିଳାମାନେ କଣ୍ଡୋମ ବ୍ୟବହାର କରନ୍ତି । ହେଲେ, ସର୍ଭେ କରାଯାଇଥିବା ରିପୋର୍ଟ ଅନୁସାରେ ଅଧିକାଂଶ ପୁରୁଷ କହିଛନ୍ତି ଯେ ଗର୍ଭନିରୋଧନ ପାଇଁ ମହିଳାମାନେ କୌଣସି ଔଷଧ ବ୍ୟତୀତ କଣ୍ଡମର ବ୍ୟବହାର କରିବାକୁ ଅଧିକ ଆଗ୍ରହୀ ହୋଇଥାନ୍ତି। ସର୍ଭେରେ ଥିବା ବ୍ୟକ୍ତିମାନେ କହିଛନ୍ତି ଯେ, ସେମାନେ ଏହି ଗର୍ଭନିରୋଧକ ପ୍ରଣାଳୀରେ ଜଡିତ କଣ୍ଡମ ଉପରେ ଅଧିକ ନିର୍ଭର କରନ୍ତି, ଯେଉଁଥିରେ ଛଅସ୍ତରୀ ପ୍ରତିଶତ ଲୋକ କଣ୍ଡମକୁ ଗର୍ଭନିରୋଧକ ପଦ୍ଧତି ଭାବେ ବ୍ୟବହାର କରନ୍ତି । ଅନ୍ୟ ଗର୍ଭନିରୋଧକ ପଦ୍ଧତିରେ କଣ୍ଡମର ବ୍ୟବହର କ୍ଷେତ୍ରରେ ପଞ୍ଜାବ ରହିଛି।
ସେହିପରି ଧନୀ ଘରର ଝିଅମାନେ ନିଜର ଯୌନ ତୃପ୍ତିର ସଫଳତା ପାଇଁ ଅନ୍ୟ ସହ ସମ୍ପର୍କ ରଖିବା ପୂର୍ବରୁ ସର୍ବ ପ୍ରଥମେ କଷ୍ଟଲି କଣ୍ଡମର ବ୍ୟବହାର କରିଥାନ୍ତି , ଯାହା ଫଳରେ ଭବିଷ୍ୟତରେ ସେମାନଙ୍କର ଗର୍ଭ ଧାରଣର କୌଣସି ଚିନ୍ତା ନଥାଏ, ଏହି ବିଷୟରେ ସମସ୍ତ ତଥ୍ୟ ଏକ ସର୍ଭେରୁ ଜଣା ପଡିଛି । ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।