Monday, December 06, 2021
5

ଏଇ ପୁଅଙ୍କ ପାଇଁ ଝିଅମାନେ କିଛି ବି କରିବାକୁ ରାଜି ହୋଇଯାନ୍ତି।

NEWS

ବନ୍ଧୁଗଣ କଣ ଆପଣ ବି ଏହା ଭାବନ୍ତି କି ଝିଅମାନେ ପୁଅମାନଙ୍କ ଚେହେରାକୁ ସର୍ବ ପ୍ରଥମେ ଦେଖନ୍ତି? ତ ଆପଣ ଭୁଲ୍ ଭାବୁଛନ୍ତି. କିଛିଦିନ ହେଲା ଏକ ଗବେଷଣାର ଅଧ୍ୟୟନ ହିସାବରେ ଆଜି ଆମେ ଆପଣଙ୍କୁ ବତେଇବାକୁ ଯାଉଛୁ ଯେ ଝିଅମାନେ ସର୍ବ ପ୍ରଥମେ ପୁଅମାନଙ୍କ କଣ ଦେଖନ୍ତି. ସବୁବେଳେ ପୁଅମାନେ ଆଉ ପୁରୁଷମାନେ ଭାବନ୍ତି ଯେ ଝିଅମାନେ ଓ ମହିଳାମାନେ ତାଙ୍କୁ ସେତେବେଳେ ଦେଖନ୍ତି ଯେତେବେଳେ ସେମାନେ ସ୍ମାର୍ଟ ସ୍ଟାଇଲିସ୍ ହ୍ୟାଣ୍ଡସମ ଦେଖାଯାଆନ୍ତି ହେଲେ ସତ୍ୟତା ଏହା ପ୍ରଥମ ନଜରରେ ପୁଅଙ୍କ ଶରୀରର ଏହି ଭାଗକୁ ଦେଖନ୍ତି।

boy2

ଝିଅମାନେ କଣ ଆପଣ ବି ଏହା ଭାବନ୍ତି କି ଝିଅମାନେ ପୁଅମାନଙ୍କ ଚେହେରାକୁ ସର୍ବ ପ୍ରଥମେ ଦେଖନ୍ତି ତ ଆପଣ ଭୁଲ୍ ଭାବୁଛନ୍ତି. କିଛିଦିନ ହେଲା ଏକ ଗବେଷଣାର ଅଧ୍ୟୟନ ହିସାବରେ ଆଜି ଆମେ ଆପଣଙ୍କୁ ବତେଇବାକୁ ଯାଉଛୁ ଯେ ଝିଅମାନେ ସର୍ବ ପ୍ରଥମେ ପୁଅମାନଙ୍କ କଣ ଦେଖନ୍ତି ପ୍ରଥମ ନଜରରେ ପୁଅଙ୍କ ଶରୀରର ଏହି ଭାଗକୁ ଦେଖନ୍ତି ଝିଅମାନେ ସବୁବେଳେ ପୁଅମାନେ ଆଉ ପୁରୁଷମାନେ ଭାବନ୍ତି ଯେ ଝିଅମାନେ ଓ ମହିଳାମାନେ ତାଙ୍କୁ ସେତେବେଳେ ଦେଖନ୍ତି ଯେତେବେଳେ ସେମାନେ ସ୍ମାର୍ଟ ସ୍ଟାଇଲିସ୍ ହ୍ୟାଣ୍ଡସମ ଦେଖାଯାଆନ୍ତି ହେଲେ ସତ୍ୟତା ଏହା ନୁହଁ।

boy

ଝିଅମାନେ ପୁଅମାନଙ୍କୁ ପ୍ରଥମ ନଜରରେ ଚେହେରା,ହେଆର୍ ସ୍ଟାଇଲ୍,ବାଇସେପ୍ସ ନୁହଁ ବଂର ପେଟ ବାଲା ଯାଗାକୁ ଦେଖିଥାନ୍ତି.ଏବେଏବେ ହିଁ ଜେନେବା ୟୁନିଭରସିଟି ହସପିଟାଲର ଦ୍ଵାରା କରାଯାଇଥିବା ଏକ ଅଧ୍ୟୟନରେ ଏଇ କଥାର ଜଣାପଡିଛି ଯେଉଁଥିରେ ବତାଯାଇଛି ଯେ ମହିଳାଙ୍କ ଧ୍ୟାନ ପୁରୁଷଙ୍କ ଉପରେ ସର୍ବ ପ୍ରଥମେ ତାଙ୍କ ପେଟ ବାଲା ଜାଗାରେ ପଡିଥାଏ.ଏହି ଅଧ୍ୟୟନରେ ସାମିଲ୍ ଥିବା କିଛି ମହିଳାଙ୍କୁ କିଛି ଫଟୋ ଦେଖେଇଦିଆଗଲା ଆଉ ଫୁଣି ସେମାନଙ୍କୁ ସେହି ଆଧାରରେ ବାଛିବାକୁ କୁହାଗଲା. ଏଥିରେ ଏ କଥା ସାମ୍ନାକୁ ଆସିଲା ଯେ ମହିଳାମାନେ ପୁରୁଷଙ୍କ ଚେହେରା ସୁନ୍ଦରତା ଠାରୁ ଅଧିକ ଶରୀରକୁ ଦେଖିବାରେ ସମୟ ଦେଇଥାନ୍ତି |

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a Reply

Your email address will not be published. Required fields are marked *