anthu

ଏହିସବୁ ଜିନିଷ ଖାଇବା ଦ୍ୱାରା 100 ବର୍ଷ ପର୍ଯ୍ୟନ୍ତ ଆପଣଙ୍କର କୌଣସି ଆଣ୍ଠୁ ଯତ୍ରଣା,ଗଣ୍ଠି ଯନ୍ତ୍ରଣା,ଅଣ୍ଟା ଯନ୍ତ୍ରଣା ଭଳି ହାଡ ସମସ୍ୟା ଆପଣଙ୍କୁ ବହୁତ ଦିନ ପର୍ଯ୍ୟନ୍ତ ହୋଇନଥାଏ ।

HEALTH

ବନ୍ଧୁଗଣ ଆମର ଏହି ସବୁ ସମସ୍ୟା ଯେପରିକି ଆଣ୍ଠୁ ଯନ୍ତ୍ରଣା,ଅଂଟା ଯନ୍ତ୍ରଣା,ଭଳି ସମସ୍ୟା ଶରୀରରେ କ୍ୟାଲସିଅମ ର ଅଭାବରୁ ଦେଖା ଦେଇଥାଏ।ଯଦି ଆପଣ 25 ବର୍ଷର ହୋଇ ଯାଇଛନ୍ତି ଆପଣ ଏହାକୁ ନିୟମିତ ନିଜର ଖାଦ୍ୟରେ ସେବନ କରନ୍ତୁ ଜାହାକରିବା ଦ୍ୱାରା ଏହିସବୁ ସମସ୍ୟା ଆପଣଙ୍କୁ ବୟସ ବଢିବା ପରେ ମଧ୍ୟ ହୋଇନଥାଏ।ଆସନ୍ତୁ ଜାଣିବା ସେହି ସବୁ କଣ କଣ ଯାହାକୁ ଆମେ ଖାଇବା ଉଚିତ।

ଧଳା ଖସା ଯାହାକୁ ଖାଇବା ଦ୍ୱାରା ଆମର ଏହିସବୁ ସମସ୍ୟା ଦୂର ହୋଇଥାଏ କାରଣ ଏଥିରେ ଆଇରନ,କ୍ୟାଲସିୟମ ପ୍ରଚୁର ମାତ୍ରାରେ ରହିଥାଏ ଯେଉଁଗୁଡିକ ଆପଣଂକୁ ଭାବିଷ୍ୟତରେ କ୍ୟାନସର ରୁ ବଞ୍ଚାଇ ଥାଏ। ପୁଣିଥରେ ଆମେ ଧଳା ଖସାକୁ ଗୁଣ୍ଡକରି ସକାଳୁ ଏକ ଚାମଚ ତାର ଗୁଣ୍ଡକୁ ଖାଇ ପାଣି ପିଇବାକୁ ହେବ,ଯଦି ଆପଣ ଏହା କରିପାରୁନାହାନ୍ତି ତାହେଲେ ଆପଣ ଶୁଖିଲା ଖସକୁ କିଛି ମିଠା ଜିନିଷ ସହ ଖାଇପାରନ୍ତି ଏହା କରିବା ଦ୍ୱାରା ଆପଣ ସବୁବେଳେ ଆକ୍ଟିଭ ରହିବା ସହ ଆପଣଙ୍କ ହାଡ଼ରୁ କ୍ୟାଲସିୟମ କେବେବି କମିନଥାଏ,ଓ ଆପଣଂକୁ କୌଣସି ହୃଦୟର ସମସ୍ୟା ମଧ୍ୟ ହୋଇନଥାଏ।

ଆମକୁ କିଛି ଗୁଡ ଓ କିଛି ଚଣାକୁ ଏକ ସହିତ ଖାଇବାକୁ ହେବ ଓ ପରେ କିଛି ଖୀର ପିବାକୁ ହେବ ଏହା କରିବା ଦ୍ୱାରା ଆପଣଙ୍କର ହାଡଜନିତ ସମସ୍ୟା ଦୂର ହେବା ସହ ଆପଣଂକୁ ସବୁବେକେ ଆକ୍ଟିଭ ରଖିଥାଏ।। ଚତୁର୍ଥରେ ଆମକୁ କିଛି ମେଥିକୁ ରାତିରେ ଏକ ପାତ୍ର ଭିଯାଇବାକୁ ହେବ ଓ ସକାଳୁ ଉଠି ଏହି ଭିଯାଇଥିବା ମେଥିକୁ ପାଣିରୁ ଛାଣିଦେଇ ମେଥିକୁ ଚୋବାଇ ଖାଇବାକୁ ହେବ ଓ ପରେ ଏହି ପାଣିକୁ ପିଇବାକୁ ହେବ।ଏହା କରିବା ଦ୍ୱାରା ଆମର ହାଡ ଜନିତ ସମସ୍ୟା ଦୂର ହୋଇଥାଏ ଓ ଆମକୁ ଏହି ସମସ୍ୟା କେବେବି ଆସିନଥାଏ।

ଆପଣଙ୍କୁ କୁହାଯାଇଥିବା ଏହି ସବୁ ଜିନିଷ ଖାଇବା ଦ୍ୱାରା ଆପଣଙ୍କ ଶରୀରରେ କ୍ୟାଲସିୟମର ମାତ୍ରା ଆବଶ୍ୟକ ପରିମାଣ ରେ ରହିଥାଏ ଓ ଆପଣ ଏହାକୁ ଏକମାସ କାଟିବା ପରେ ଆପଣଙ୍କୁ ଅନୁଭବ ହେବ ଯେ ଏହାର ଉପକରିତା ବିଷୟରେ ଓ ଆପଣ ନିଜେ ଆପଣଙ୍କ ଶରୀରର ବିକାଶ ଉପରେ ଧ୍ୟାନ ଦେଇପାରିବେ।

knee

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *