bhul

ବୈଜ୍ଞାନିକ ମାନଙ୍କ ଚେତାବନୀ ମନୁଷ୍ୟର ଏହି ଭୁଲ ପାଇଁ ବହୁତ ଶୀଘ୍ର ଶେଷ ହେବାକୁ ଯାଉଛି ପୃଥିବୀ।

FACT

ଏହି ସୂଚନାକୁ ଲୋକଙ୍କ ସମୁଖକୁ ଆଣିଛି ବୈଜ୍ଞାନିକ ମାନଙ୍କର ସବୁଠାରୁ ଏକ ବଡ ସଂସ୍ଥା ନାସାର ଏକ ଅଂଶ ଯେଉଁଟା କି ଆମେରିକାରେ ଅବସ୍ଥିତ।ଆପଣଂକୁ ମୁ ଏହି ସୂଚନା ରେ ପ୍ରମାଣ ସହ ଆପଣଂକୁ ସବୁ କିଛି କହିବି ,ବିଭିନ ସମୟରେ ଦେଶର ବିଭିନ ଅନୁଷ୍ଠାନ ଦେଶରେ ସବୁପ୍ରକାରର ସୂଚନା ବିଶ୍ୱ ଉପରେ ପ୍ରଦାନ କରିଛନ୍ତି।

କିନ୍ତୁ ଏବେ ଏବେ ବିଶ୍ୱରେ ଥିବା ବୈଜ୍ଞାନିକ ବିଭାଗ ନାସା ଦ୍ୱାରା ଦିଆଯାଇଥିବା ସୂଚନା ଦ୍ୱାରା ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ,ଏଥିରେ ବିଶ୍ୱର ପାଣିପାଗ ପରିବର୍ତନ ବଦଳିବା ସ୍ଥିତ କୁ ନେଇ ବହୁତ ଗୁରୁତ୍ୱ ଦିଆଯାଇଛି।ବିଶ୍ୱର କେତେକ ପ୍ରତିଷ୍ଠିତ ଏକ ସ୍ୱତନ୍ତ୍ର ବୈଜ୍ଞାନିକ ଟିମ ଦ୍ୱାରା ଏହା କୁହାଯାଇଛି,ଏଥିରେ କୁହାଯାଇଛି ଯେ ଆମର ଅତି ପ୍ରିୟ ର ପୃଥିବୀ 2040 ମସିହା ବେଳକୁ ସମ୍ପୂର୍ଣ ଧ୍ବଂସ ହୋଇଯିବ ବୋଲି।ବୈଜ୍ଞାନିକ ମତରେ ଦିନକୁ ଦିନ ଯେଉଁଭଳି ଭାବରେ ପୃଥିବୀର ତାପମାତ୍ରା ରେ ପରିବର୍ତ୍ତନ ଦେଖାଯାଉଛି ଆଉ ସେ ଦିନ ବେସି ଦୂର ନୁହେଁ ପୃଥିବୀ ଧ୍ବଂସ ହେବାର।।

ଆପଣ ମାନେ ଏହାକୁ ଏପର୍ଯ୍ୟନ୍ତ ମିଥ୍ୟା ଭାବୁଥିବେ ଆସନ୍ତୁ ଦେଖିବା ବୈଜ୍ଞାନିକ ଙ୍କ ଦ୍ଵାରା ଦିଆଯାଇଥିବା ସମ୍ପୂର୍ଣ ତଥ୍ୟ ବିଷୟରେ।ସୂଚନା ଅନୁସାରେ ପୃଥିବୀ ଧ୍ବଂସ ହେବାର ମୁଖ୍ୟ କାରଣ ହେଉଛି ପାଣିପାଗ ପରିବର୍ତ୍ତନ କାରଣ ଶିଳ୍ପ ରେ ବୃଦ୍ଧି ଓ ଜଙ୍ଗଲ ହ୍ରାସ ଓ ସହରିକରଣ ଆଦି ଏହିସବୁ ସମସ୍ୟା। ତେଣୁ କରି ବର୍ତମାନ ସମୟରେ ପୃଥିବୀ କୁ ରକ୍ଷା କରିବାକୁ ହେଲେ ଆମକୁ ପୁନଃ ବନୀକରଣ ଓ ଜଙ୍ଗଲ ସଂରକ୍ଷଣ ଏହା ଉପରେ ନିତାନ୍ତ ଗୁରୁତ୍ୱ ଦେବା ଆବଶ୍ୟକ ।

ଆମକୁ ସାରା ପୃଥିବୀକୁ ନଦେଖି ଯଦି ନିଜର ଚତୁର୍ପର୍ଶ୍ୱର ପରିବେଶକୁ ଆପଣ ସବୁଜ ସୁନ୍ଦର ରଖିବାକୁ ନିଷ୍ପତି ନେବେ ତାହେଲେ ସେ ନିଜକୁ ନିଜ ପୃଥିବୀ ସବୁଜ ସୁନ୍ଦର ହୋଇଯିବ।ଏଥିପାଇଁ ସମସ୍ତଙ୍କ ଚିନ୍ତାଧାରା କୁ ଏକ କରିବାକୁ ପଡିବ।।ଆପଣଂକୁ ଏହା ଶୁଣି ଖରାପ ଲାଗୁଥାଇ ପାରେ କିନ୍ତୁ ଆମକୁ ଆମ ଚାରିପଟେ ଯଦି କୌଣସି ଗଛ ନାହିଁ ତାହେଲେ ଏକ ବୃକ୍ଷ ରୋପଣ କରିବାକୁ ହେବ କାରଣ ଭବିଷ୍ୟତରେ ଆମେ ମରିଯାଇପାରନ୍ତି |

ଆମର ଭବିଷ୍ୟତକୁ ଆସୁଥିବା ପିଲାମାନେ ଯେପରି ବାୟୁମଣ୍ଡଳରେ କୌଣସି ଅସୁବିଧା ନପାଇବେ ତେଣୁ ସେଥିପାଇଁ ଆମକୁ ଆଜିଠାରୁ ସତର୍କ ରହି ପୃଥିବୀକୁ ବଞ୍ଚାଇବାକୁ ହେବ।ଆଶା ରଖୁଛୁ ଯେ ଏହି ସୂଚନା ସମସ୍ତେ ନିଜ ନିଜର ପରିବାର ଓ ବନ୍ଧୁବର୍ଗଙ୍କ ସହ ସେୟାର କରିବେ। ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *