bhagyasali

ଏହି ତିନିଟି ଲକ୍ଷଣ ଥିବା ପୁଅମାନେ ସବୁଠାରୁ ଭାଗ୍ୟବାନ ହୋଇଥାନ୍ତି।

FACT

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଙ୍କୁ କିଏ ଅବା ନଜାଣେ ସାଧାରଣ ବାଳକ ଚନ୍ଦ୍ରଗୁପ୍ତ କୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ରେ ପରିଣତ କରିବା ରେ ତାଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା।।ସେ ଏକ ପ୍ରସିଦ୍ଧ ରାଜନୀତିଜ୍ଞ ହେବା ସହ ପ୍ରସିଦ୍ଧ ଗଣିତଜ୍ଞ ଓ ଯୁଦ୍ଧ ବିଦ୍ୟାରେ ମଧ୍ୟ ସେ ପାରଙ୍ଗମତା ହାସଲ କରିସାରିଛନ୍ତି। ସେ ତାଙ୍କ ନୀତି ଦ୍ୱାରା ଆଜିର ଲୋକମାନଙ୍କ ବିଷୟରେ କିଛି ଏଭଳି କଥା କହିଛନ୍ତି ଯାହାକୁ ଆମେ ଚାଣକ୍ୟ ନୀତି ଦ୍ୱାରା ବିବେଚିତ କରିଥାଉ।

boy

ତାଙ୍କ ନୀତିରେ କିଛି ଏଭଳି ବିଷୟରେ ଆଲୋଚନା କରାଯାଇଛି ଯାହାକି ଆମର ଭାଗ୍ୟ ଉପରେ କିଛି କହିଦେଇଥାଏ।ଏପର୍ଯ୍ୟନ୍ତ ଆମେ ସମସ୍ତେ ଭାଗ୍ୟଶାଳୀ ମହିଳାଙ୍କ ବିଷୟରେ ଶୁଣିଛେ କିନ୍ତୁ ଆଜି ଆମେ ଚାଣକ୍ୟ ନୀତି ଦ୍ୱାରା ଲେଖାଯାଇଥିବା କିଛି ଭାଗ୍ୟଶାଲୀ ପୁରୁଷଙ୍କ ବିଷୟରେ ଆଲୋଚନା କରିବୁ।

ବନ୍ଧୁଗଣ ଯେଉଁ ପୁରୁଷମାନେ ନିଜର ପରିବାର ସହ ସମୟ ଦେବା ସହ ନିଜ ବନ୍ଧୁମାନଙ୍କ ସହ ସମୟ ବିତାଇଥାନ୍ତି ସେହିମାନେ ଭାଗ୍ୟରେ ବହୁତ ଧନୀ ହେବା ସହ ବହୁତ ଭାଗ୍ୟବାନ ମଧ୍ୟ ହୋଇଥାନ୍ତି।।ଓ ଯେଉଁ ପୁରୁଷମାନେ ବହୁତ କହିବା ଅପେକ୍ଷା ଶୁଣିବାକୁ ପସନ୍ଦ କରିଥାନ୍ତି ସେମାନଙ୍କର ବୈବାହିକ ଜୀବନ ବହୁତ ସୁଖଶାନ୍ତି ରେ ଭରି ରହିଥାଏ।

ନୀତି ଅନୁସାରେ ଯେଉଁ ପୁରୁଷ ମାନେ ନିଜର କଥାକୁ ଅନ୍ୟ ଆଗରେ ପ୍ରକାଶ କରନ୍ତି ନାହିଁ ଓ ଯେଉଁ ପୁରୁଷ ମାନେ ନିଜର କଥାକୁ କାହା ଆଗରେ କୁହନ୍ତି ନାହିଁ ସେହିମାନେ ଭାଗ୍ୟରେ ବହୁତ ଧନୀ ହୋଇଥାନ୍ତି। ଯେଉଁ ପୁରୁଷ ମାନେ ଅନ୍ୟର ଆଦର କରିବା ସହ ଅନ୍ୟକୁ ସଂମାନ ଦେଇଥାନ୍ତି,ଭଗବାନ ସେମାନଙ୍କର ମଙ୍ଗଳ ସର୍ବଦା କରିଥାନ୍ତି।।ଯାହାଫଳରେ ସେମାନେ କାହା ବିଷୟରେ ବି କେବେ ଖରାପ ଚିନ୍ତା କରିନଥାନ୍ତି।ଏପରି ପୁରୁଷ ମାନେ ସର୍ବଦା ଅନ୍ୟର ସାହାର୍ଯ୍ୟ କରିଥାନ୍ତି ଓ କାହାକୁ ତାଙ୍କ ଜୀବନରେ ନିନ୍ଦା କରନ୍ତି ନାହିଁ ।

boy3

ଓ ଯେଉଁ ପୁରୁଷମାନେ ସଠିକ ବାଟରେ ଯାଇ ପଇସା କମାଇଥାନ୍ତି ସେହି ପୁରୁଷ ମାନେ ସର୍ବଦା ଭାଗ୍ୟରେ ଧନୀ ହୋଇଥାନ୍ତି। ଯେଉଁ ପୁରୁଷମାନେ ସର୍ବଦା ସକାଳୁ ଉଠି ବ୍ୟାୟାମ କରନ୍ତି ଈଶ୍ୱରଙ୍କ କୃପା ସର୍ବଦା ତାଙ୍କ ସହ ରହିଥାଏ। ଏପରିକି ସର୍ବଦା ସକାଳୁ ଉଠିବା ଫଳରେ ଭଗବାନ ସର୍ବଦା ଆପଣନ୍କ ଉପରେ ଶାନ୍ତି ରାହିଥାନ୍ତି।

ଏହିସବୁ କାର୍ଯ୍ୟ କରିବା ଦ୍ୱାରା ସେହି ପ୍ରକାର ପୁରୁଷମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *