cancer

ବ୍ଲଡ଼ କ୍ୟାନ୍ସର ହେବାର ଦୁଇମାସ ପୂର୍ବରୁ ଦେଖାଦେଇଥାଏ ଏହି ସବୁ ସମସ୍ୟା ଆପଣ ଏହାକୁ ନଜାଣିଲେ ହୋଇପାରେ ଆପଣଙ୍କର ….

HEALTH

ବନ୍ଧୁମାନେ ଆମର ଦୈନଦୀନ ଜୀବନରେ ଖାଦ୍ୟର ଅଭାବରୁ ଦେଖାଯାଉଥିବା ରୋଗ ମାନଙ୍କ ମଧ୍ୟରୁ ବ୍ଲଡ଼ କ୍ୟାନ୍ସର ଅନ୍ୟତମ ।ପ୍ରତେକ ବ୍ୟକ୍ତି ଠାରେ ଏହି ରୋଗ ସାଧାରଣତଃ ସାଧାରଣ ହୋଇଗଲାଣି।ପ୍ରାୟ 30ବର୍ଷରୁ ଉର୍ଦ୍ଧ ଲୋକମାନଙ୍କ ଠାରେ ଏହିସବୁ ସମସ୍ୟା ମାନ ଦେଖାଦେଇଥାଏ।ଏହାର ପ୍ରାଥମିକ ଚିକିତ୍ସା ନଜାଣିଲେ ଆପଣଙ୍କର ହୋଇଯାଇଥାଏ ମୃତ୍ୟୁ ସେଥିପାଇଁ ଏହି ରୋଗର ପ୍ରାଥମିକ ଚିକିତ୍ସା ବିଷୟରେ ଆପଣଂକୁ ଜାଣିବାକୁ ହେବ।।

ସାଧାରଣତଃ ଏହି ରୋଗର ଲକ୍ଷଣ ହେଉଛି ସ୍ୱଳ୍ପ ଜର,ଓ ନିଜକୁ ଦୁର୍ବଳ ଲାଗିବା ଯଦି ଆପଣ ଏହିସବୁ ସମସ୍ୟା ଅନୁଭବ କରୁଛନ୍ତି ତାହେଲେ ଆପଣ ସଂଗେ ସଂଗେ ଡାକ୍ତର ପରାମର୍ଶ ନେବା ଆବଶ୍ୟକ । ମୁଣ୍ଡ ବୁଲାଇବା,ଗଳା ଦରଜ ଲାଗିବା ଓ କାଖ ତଳେ ଦରଜ ଲାଗିବା ଭଳି ସମସ୍ୟା ମାନ ଏହି ରୋଗ ପୂର୍ବରୁ ଦେଖାଦେଇଥାଏ।

ଛାତିରେ ଯନ୍ତ୍ରଣା ହେବା,ମୁଂହରୁ ନାକରୁ ରକ୍ତ ବାହାରିବା ଭଳି ସମସ୍ୟା ମାନ ଯଦି ଆପଣଙ୍କ ଠାରେ ଦେଖାଯାଉଥାଏ ତେବେ ଏହାକୁ ହାଲ୍କାରେ ନିଅନ୍ତୁ ନାହିଁ।କାରଣ ଏହିସବୁ ଲକ୍ଷଣ ଦେଖାଗଲେ ସଙ୍ଗେସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।। ଜର ହେବା ସହ ଯଦି ଆପଣଙ୍କ ମୁଂହରୁ ଚମଡା ଛାଡ଼ୁଛି,ମୁହଁରେ ଘା ସୃଷ୍ଟି ହେଉଛି ତାହେଲେ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ ଅଟେ।

harttt

ଓଜନ କମିବା,ଭୋକ ନଲାଗିବା ଭଳି ସମସ୍ୟା ଯଦି ହଟାତ ଦେଖା ଦେଇଥାଏ ତାହେଲେ ବିଳମ୍ବ ନକରି ଆପଣ ଡାକ୍ତରଙ୍କ ପରାମର୍ଶ ନେବା ନିତାନ୍ତ ଆବଶ୍ୟକ।। ସଂକ୍ରମଣ ଭଳି ରୋଗ ଦ୍ୱାରା ଶିକାର ହେବା ଓ ଶୀତଦିନେ ଆପଣଂକୁ ଗରମ ଲାଗିବା ଭଳି ସମସ୍ୟା ଯଦି ଆପଣଙ୍କଠାରେ ଦେଖା ଦେଇଥାଏ ତାହେଲେ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ନିତାନ୍ତ ଆବଶ୍ୟକ।

ଯଦି ଆପଣଙ୍କର ଶରୀରରେ ଦାଗ ଦାଗ ପଡିଯାଉଛି କିମ୍ବା ହାଡ,ଗଣ୍ଠିରେ ଯନ୍ତ୍ରଣା ହେଉଛି କିମ୍ବା ପେଟରେ ସମସ୍ୟା ମାନ ଦେଖାଯାଉଛି ତେବେ ଏହା ବ୍ଲଡ଼ କ୍ୟାନସରର ପୂର୍ବ ଭଳି ଲକ୍ଷଣ ସବୁ ହୋଇଥାଏ। ଏହିସବୁ ସମସ୍ୟାମାନ ଯଦି ଆପଣଙ୍କ ଠାରେ ଦେଖାଯାଉଛି ତାହେଲେ ଆପଣ ଏହାକୁ ଦୃଷ୍ଟିଦେଇ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଯାହା ଦ୍ୱାରା ଆପଣ ଏହି ରୋଗରୁ ମୁକ୍ତି ପାଇ ପାରିବେ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *