bhull

କେବେବି ନିଜର ଏହି ଜିନିଷ ଗୁଡିକୁ ଅନ୍ୟକୁ ଦିଅନ୍ତୁ ନାହିଁ ।ନହେଲେ ଆପଣଙ୍କର ପରିବାର ହୋଇଯିବ ଭିକାରୀ ।

FACT

ବନ୍ଧୁଗଣ ଦାନ କରିବା ବହୁତ ବଡ ପୁଣ୍ୟର କାମ ହୋଇଥାଏ,ସବୁ ଧର୍ମମାନଙ୍କରେ ଦାନର ମହିମା ବିଷୟରେ କୁହାଯାଇଥାଏ।କିନ୍ତୁ ଦାନ କରୁଥିବା ସମୟରେ ଆପଣଙ୍କୁ ଏହା ଧ୍ୟାନରେ ରଖିବାକୁ ହୋଇଥାଏ କି ଆଓଅନ କଣ ଦାନ କରୁଛନ୍ତି ଓ ଆପଣଙ୍କ ଉପରେ ଏହାର କେଉଁ ପ୍ରଭାବ ପଡୁଛି।ବନ୍ଧୁଗଣ ଆମେ ଅଜାଣତରେ କିଛି ଏଭଳି ଜିନିଷର ଦାନ କରି ବସେ ଯାହାକୁ ଆମ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ ତେବେ ଚାଲନ୍ତୁ ଜାଣିବା ସେହି ଜିନିଷ ବିଷୟରେ ଯାହାକୁ ଆମେ ଦାନ କରିବା ଦ୍ୱାରା ଆମର ଖରାପ ହୋଇଥାଏ।

ପରିଧାନ କରୁଥିବା ବସ୍ତ୍ର ,ହଁ ବନ୍ଧୁଗଣ ପିନ୍ଧିଥିବା ବସ୍ତ୍ର କେବେ ହେଲେ ପଣ୍ଡିତଙ୍କୁ ଦାନ କରିବା କଥା ନୁହେଁ ।ଏହା ସତ କି ସେହଜ ବସ୍ତ୍ରକୁ ଯଦି ଆପଣ ଗରିବ ଙ୍କ ମଧ୍ୟରେ ବାଂଟିଦିଆନ୍ତି ତେବେ ଆପଣଙ୍କର ପୁଣ୍ୟ ହୋଇଥାଏ।ହେଲେ ସେହି ବସ୍ତ୍ରକୁ କେବେ ହେଲେ ବ୍ରାହ୍ମଣକୁ ଦାନ କରିବା କଥା ନୁହେଁ।

ବନ୍ଧୁଗଣ କୌଣସି ବ୍ୟକ୍ତିକୁ ନିଜ ଘର ଝାଡୁ କାହାକୁ ଦେବା ଉଚିତ ନୁହେଁ ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କର ଖରାପ ପ୍ରଭାବ ପଫିଥାଏ ଯାହାଦ୍ୱାରା ଘରେ ଆର୍ଥିକ ସମସ୍ୟା ଦେଖାଦେଇଥାଏ। ବନ୍ଧୁଗଣ ପ୍ଲାଷ୍ଟିକ ଜିନିଷକୁ ଯଦି ଆପଣ ଘର ପାଇଁ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କର କୌଣସି ସମସ୍ୟା ହୋଇନଥାଏ।ଯଦି ଆପଣ ସେହି ପ୍ଲାଷ୍ଟିକ କୁ କୌଣସି ଅନ୍ୟକୁ ଫେଉଛନ୍ତି ତେବେ ଏହାର ଖରାପ ଓରଭାବ ଆପଣଙ୍କର ବେପାର ଓ ବାଣିଜ୍ୟ ଉପରେ ପଡିଥାଏ।

laxmi1

ଷ୍ଟିଲ ର ପାତ୍ରକୁ କାହାକୁ ଦାନ କରିବା କଥା ନୁହେଁ ଏହା କରିବା ଦ୍ୱାରା ଘରର ସୁଖ ଶାନ୍ତି ଚାଲିଯାଇଥାଏ ଓ ପରିବାରରେ ବିନକାରଣରେ ଝଗଡା ହୋଇଥାଏ। ଖରାପ ଖାଦ୍ୟ ଯଦି ଆପଣ କାହାକୁ ଦେଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଖରାପ ହୋଇଥାଏ।ମନେରଖନ୍ତୁ ଯଦି ସେହି ଖାଦ୍ୟକୁ ଆପଣ ଖାଇ ପାରୁନାହାଁନ୍ତି ତେବେ ସେଜି ଖାଦ୍ୟକୁ ଅନ୍ୟ କହଟିକୁ ଦିଅନ୍ତୁ ନାହିଁ ଏହା କାଟିବା ଦ୍ୱାରା ନିଜ ଉପରେ ଖାତାପ ପ୍ରଭାବ ପଡିଥାଏ।

ଲୁହାର ଜିନିଷ ଯଦି ଆପଣ କାହାକୁ ଦାନ କରୁଛଅନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଖରାପ ସାବ୍ୟସ୍ତ ହେବା ସହ ପରିବାରରେ ସମସ୍ୟା ଲାଗିରହିଥାଏ। ତେଲ ଯଦି ଆପଣ କାହାରୀକୁ ଦାନ କରୁଛନ୍ତି ତାହେଲେ ତା ଏହା ଭଲ କଥା ହେଲେ ଆପଣ ଯଦି କାହାକୁ ଉପଯୋଗ କରାଯାଇଥିବା ତେଲ ଦାନ କରିବେ ତାହେଲେ ଏହା ବହୁତ ଅସୁଭକର।।

ଖରାପ ବହି କିମ୍ବା ଖାତା ,ସାଧାରଣତଃ ପଢା ପଢି ସମ୍ବନ୍ଧୀୟ କିଛି ଜିନିଷ ଦାନ କଲେ ଶୁଭଙ୍କର ମାନା ଜଡ ହେଲେ ଖରାପ ତଥା ଚିରିଯାଇଥିବା ଖାତା ବହି କାହାକୁ ଦାନ କରନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ଖରାପ ହୋଇଥାଏ।। ଦାନ କରିବା ଏକ ମହତ ପୁଣ୍ୟ କାମ ହେଲେ ଦାନ କରିବା ସମୟତେ ଏହି ସବୁ ଜିନିଷର ଦାନ ବିଲକୁଲ ବି କରନ୍ତୁ ନାହିଁ।।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *