13

ବାଳ କଳାକାର ରୂପେ ଅଭିନୟ କରୁଥିବା ଚାଇଲଡ଼ ଆକଟ୍ରେସସ ଆଜି ହୋଇଯାଇଛନ୍ତି ବହୁତ ବଡ଼ ଅଭିନେତା |

NEWS

ସିରିଏଲ ଦୁନିଆରେ ସବୁଠାରୁ ଲୋକପ୍ରିୟ ଚନେଲ ଷ୍ଟାର ପ୍ଲସ ସବୁଠାରୁ ବହୁତ ଅବିସ୍ମରଣୀୟ ସିରିଏଲ ଦର୍ଶକଙ୍କୁ ଦେଇଛି ହେଲେ ,ସେହି ସମୟରେ ଅଭିନୟ କରୁଥିବା ଚାଇଲଡ଼ ଆକଟ୍ରେସସ ମାନେ ଆଜି ଫିଲ୍ମ ଜଗତରେ ବହୁତ ବଡ଼ କଳାକାର ହୋଇଯାଇଛନ୍ତି।। ଆସନ୍ତୁ ଜାଣିବା ସେହି ବଳ କଳାକାର ମାନଙ୍କ ବିଷୟରେ ।।

ଖୁସି ଦୁବେ: ଲୋକପ୍ରିୟ ସିରିଏଲ ବା ବହୁ ଓର ବେବିରେ ସିମ୍ରନ ଭୂମିକାରେ ଅଭିନୟ କରିଥିବା ବାଳ କଳାକାର ହେଉଛନ୍ତି ସେ ଯିଏ କି ତାଙ୍କ ଅଭିନୟ ବଳରେ ଦର୍ଶକଙ୍କ ମନରେ ବହୁତ ଛାପ ଛାଡି ଦେଇଛନ୍ତି।ବର୍ତମାନ ତାଙ୍କ ବୟସ 20 ବର୍ଷ ଓ ସେ ଆଜି ବହୁତ ସୁନ୍ଦର ହେବା ସହ ମଡେଲର ଭାବରେ କାର୍ଯ୍ୟ କରନ୍ତି।।।

ସ୍ୱିନୀ ଖରା: ସେ ମଧ୍ୟ ବା ବହୁ ଓର ବେବି ସିରିଏଲ ରେ ଅଭିନୟ କରିସାରିଛନ୍ତି।ଯିଏ କି ପରବର୍ତ୍ତୀ ସମୟରେ ବଲିଉଡ଼ ଫିଲ୍ମ ଚିନି କମ ରୁ ତାଙ୍କ ଅଭିନୟ ଆରମ୍ଭ କରିଥିଲେ।ବର୍ତମାନ ତାଙ୍କର ପାଠ ପଢ଼ାପଢ଼ି ପାଇଁ ସେ ଫିଲ୍ମ ଜଗତରୁ ସନ୍ୟାସ ନେଇଥିଲେ । ଶ୍ରୟଆ ଶର୍ମା: କାଶଟି ଜିନ୍ଦଗୀ ସିରିଏଲରେ ସେ ଶ୍ରୟଆ ଭୂମିକାରେ ବାଳ ଅଭିନେତା ଭାବରେ ଅଭିନୟ କରିଥିଲେ ।ଯାହାକୁ ଦର୍ଶକ ତାଙ୍କ ଅଭିନୟ ବଳରେ ବହୁତ ଭଲପାଇବା ଦେଇଥିଲେ।ଆଜି ସେ ସାଉଥ ଜଗତରେ ନିଜର ଅଭିନୟ ପାଇଁ ବହୁତ ଜୋରସୋର ମଚେଇ ଥିଲେ।

ରୁହାନିକ ଧାବନ: ଷ୍ଟାର ପ୍ଲାସ ର ଏକ ଲୋକପ୍ରିୟ ସିରିଏଲ ରେ ୟେହେ ମହବତ ରେ ରୁହି ର ଅଭିନୟ ଅଭିନେତ୍ରୀ ରୁହାନିକ ନିଭାଇଛନ୍ତି।ସେ ଏବେ ବହୁତ ସୁନ୍ଦର ଓ ସୁଶୀଲ ହୋଇସାରିଛନ୍ତି।ବର୍ତମାନ ଏବେ ତାଙ୍କୁ 11 ବର୍ଷ ବୟସ।।

ହନସିକା ମୋଟବନୀ: ସବୁଠାରୁ ଲୋକପ୍ରିୟ ସିରିଏଲ ସାକା ଲାକା ବୁମ ବୁମ ରେ ଅଭିନୟ କରିଥିବା ହନସିକା ସେହି ସମୟରେ ସମସ୍ତଙ୍କ ର ହୃଦୟ ଜିତିଥିଲେ।ସେ ଅନେକ ସିରିଏଲ ମନଙ୍କ ରେ ମଧ୍ୟ ଅଭିନୟ କରିସାରିଛନ୍ତି।ଏବେ ସେ ବହୁତ ସୁନ୍ଦର ଓ ହଟ ମଧ୍ୟ ହୋଇସାରିଛନ୍ତି ଯିଏ କି ତାଙ୍କ ଅଭିନୟ ବର୍ତମାନ ସାଉଥ ଜଗତରେ କରୁଛନ୍ତି।

ତାନବୀ ହେଗଡେ: ତାନବୀ ଙ୍କୁ ଅଭିନୟ ଜଗତରେ କିଏ ବା ନଜାଣେ ସେ ଲୋକପ୍ରିୟ ସିରିଏଲ ସୋନ ପରୀ ରେ ଫରୁଟି ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ।ଆଜି ସେ ଏବେ ପାଠ ପଢାପଢି ପାଇଁ ଚଳଚିତ୍ର ଜଗତରୁ ବିରାମ ନେଇଛନ୍ତି।। ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *