Friday, January 28, 2022
impress

ଝିଅଙ୍କୁ ଇମ୍ପ୍ରେସ କରିବେ କିପରି ।

FACT

ଆପଣ ଗୋଟିଏ ଝିଅକୁ ପ୍ରେମ କରୁଛନ୍ତି, କିନ୍ତୁ ସାମ୍ନାରେ ହୃଦୟର କଥା କହିପାରୁ ନାହାନ୍ତି । ତା’ହେଲେ ସବୁଠୁ ସହଜ ଉପାୟ ହେଉଛି ତାଙ୍କୁ ଫୋନରେ ହୃଦୟର କଥା କହି ଦିଅନ୍ତୁ । ଯଦି ଫୋନରେ ତାଙ୍କ ଆପଣ ଇମ୍ପ୍ରେସ କରିବାରେ ସଫଳ ହୋଇ ଯିବେ, ତା’ହେଲେ ଜାଣ ଅଧା କାମ ହୋଇଗଲା ।

ଫୋନରେ ଜଣେ ଝିଅକୁ କେମିତି ଇମ୍ପ୍ରେସ କରିବେ ସେ ନେଇ ଆମେ କିଛି ଟିପ୍ସ ଦେଉଛୁ । ଏହାକୁ କାମରେ ଲଗାଇଲେ ଆପଣ ତାଙ୍କ ହୃଦୟରେ ଜାଗା ବନାଇବାରେ ସଫଳ ହେବେ ।ଠିକ୍ ସମୟରେ କରନ୍ତୁ କଲ ଯେତେବେଳେ ଇଚ୍ଛା ହେବ ସେତେବେଳେ ଫୋନ୍ କରନ୍ତୁ ନାହିଁ । ଠିକ୍ ସମୟରେ ଫୋନ୍ କରନ୍ତୁ । ବିଶେଷ କରି ସଂଧ୍ୟା ସମୟରେ ଫୋନ କରନ୍ତୁ ।
girl

ଏହି ସମୟରେ ସେ ଫ୍ରି ଥିବେ । ଆପଣଙ୍କ ତାଙ୍କ ସହ ସଠିକ ଭାବରେ କଥା ହୋଇପାରିବେ । ସକାଳ ଓ ଦ୍ୱିପହରେ ଫୋ୍ କଲେ ସେ ଅଫିସ ଅବା କଲେଜରେ ବ୍ୟସ୍ତ ଥିବେ । ଆପଣ ତାଙ୍କ ସହିତ ଭଲରେ କଥା ହୋଇପାରିବେ ନାହିଁ ।କ’ଣ କଥା ହେବେ କେବେବି ଝିଅଙ୍କ ସହ ଫୋନରେ ସିରିୟସ କଥା ହୁଅନ୍ତ ନାହିଁ । ରୋମାଣ୍ଟିକ ଓ ମିଠା ମିଠା କଥା ହେବାକୁ ଝିଅମାନେ ପସନ୍ଦ କରନ୍ତି ।

ଫୋନରେ କଥା ହେଲେ ବେଳେ ତାଙ୍କ ଲାଇଫ୍ ଓ ସମସ୍ୟା ବିଷୟରେ ପଚାରନ୍ତୁ । ଚିନ୍ତା ବ୍ୟକ୍ତ କରନ୍ତୁ । ଏଭଳି ଦୀର୍ଘ ସମୟ କଥା ହେଲେ ସେ ଆପଣଙ୍କୁ ନିଜର ଭାବିବେ । ତେବେ ଯଦି ପୂର୍ବରୁ ଆପଣଙ୍କର କୌଣସି ଗର୍ଲଫ୍ରେଣ୍ଡ ଥିଲେ, ତାହେଲେ ସଂପର୍କରେ କୁହନ୍ତୁ ନାହିଁ । ମିଠା ମିଠା କଥା ଫୋନରେ କଥା ହେଲେ ଉଚ୍ଚ ସ୍ୱରରେ ବା ରାଗି କି କଥା ହୁଅନ୍ତୁ ନାହିଁ ।

girlll

ଏହା ଝିଅଙ୍କୁ ଭଲ ଲାଗେ ନାହିଁ । ଫୋନରେ ମିଠା ମିଠା କଥା କୁହନ୍ତୁ । ବେଶୀ ଭଲ ହେବ ଯଦି ଆପଣ ସେ ଭଲ ପାଉଥିବା ବିଷୟରେ କଥା ହୁଅନ୍ତୁ । ଆଉ ସେହି ସମୟରେ ମଉକା ଦେଖି ନିଜର ହୃଦୟ କଥା ଖୋଲି କହି ଦିଅନ୍ତୁ ।ବିବାଦୀୟ କଥା କୁହୁନ୍ତ ନାହିଁ ବେଳେ ବେଳେ ଏମିତି କଥା ହୁଅନ୍ତୁ ନାହିଁ ଯାହାକୁ ନେଇ ଆପଣ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହେବ । ଯଦି ଆପଣ ତାଙ୍କର କୌଣସି ସିକ୍ରେଟ୍ କଥା ଜାଣିଛନ୍ତି, ତା ହେଲେ ଆଦୌ କହୁନ୍ତୁ ନାହିଁ । ସେ ଆପଣଙ୍କ ହାତରୁ ଖସି ଯାଇପାରନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Leave a Reply

Your email address will not be published. Required fields are marked *