jojo

ଆପଣଙ୍କର ଅନ୍ତରେ ଜମିରହିଥିବା ବହୁତ ପୁରୁଣା ରୋଗକୁ ଭଲ କରିବ ଏହି ପୁରୁଣା ଔଷଧି |

HEALTH

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଆପଣଙ୍କର ଅନ୍ତରେ ପିତରେ ଥିବା ବହୁତ ସାରା ରୋଗର ସମାଧାନ ବିଷୟରେ କହିବୁ ଯେଉଁଟାକି ଆପଣଙ୍କ ପାଇଁ ବହୁତ ଉପଯୋଗୀ ଓ ଏହାକୁ ଆପଣ କେଉଁଠି ବି ପାଇବେ ନାହିଁ ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ।।

ବନ୍ଧୁଗଣ ଆମର ପ୍ରତିଦିନର ଖରାପ ଖାଇବା ପାଇଁ କିଛି ଅଦରକାରୀ ପଦାର୍ଥ ଆମର ଅନ୍ତ୍ରନଳୀରେ ଜମି ରହିଥାଏ, ଯାହା ଫଳରେ ଆମର ପେଟ ସମସ୍ୟା ଠାରୁ ବିଭିନ ରୋଗରେ ଆମେ ପଡ଼ିଥାଉ ।ଆପଣ ଜାଣନ୍ତିକି କିଭଳି ଖାଦ୍ୟ ଖାଇବା ଦ୍ୱାରା ଆମର ଏହିସବୁ ରୋଗ ହୋଇଥାଏ। ସାଧାରଣତଃ ମଇଦା ରେ ନିର୍ମିତ ଖାଦ୍ୟ ସ୍ଫବଡା ଖାଉଛନ୍ତି ଏଥିରେ ଫାଇବର ନଥିବା କାରଣରୁ ଏହା ପେଟ ଭିତରେ ସହଜରେ ଜମି ରହିଥାଏ |

can

ଅନ୍ତ୍ରଣାଳୀ ଭଲଭାବରେ ସଫା ହୋଇପାରେନାହିଁ ଯାହା ଫଳରେ ଆମର ଚର୍ବୀ ବଢିବା ସହ ପେଟ ମଧ୍ୟ ଫୁଲିଥାଏ। ମଇଦା ହେଉଛି ଏପରି ଏକ ଜିନିଷ ଯାହା ଆମ ପେଟ ଭିତରକୁ ଯିବା ଦ୍ୱାରା ଏହା ସହଜରେ ସରଲୀକୃତ ହୋଇନଥାଏ,ଯାହାଦ୍ୱାରା ଆମକୁ ବିଭିନ ପ୍ରକାର ପେଟ ଯନ୍ତ୍ରଣା ର ଶିକାର ହେବାକୁ ପଡିଥାଏ।।

ଏହି ମଇଦା ଜନିତ ଖାଦ୍ୟ ଖାଇବା ଦ୍ୱାରା ଆମର ପେଟ ଜନିତ ସମସ୍ୟା ଯଥା: କବଜ,ଗ୍ୟାସ ଜନିତ ସମସ୍ୟା ହୋଇଥାଏ,ଓ ମୈଦାରେ ଛଣା ଯାଇଥିବା ଖାଦ୍ୟ ଖାଇବା ଦ୍ୱାରା ଏହାର ବର୍ଯ୍ୟ ବସ୍ତୁ ଅନ୍ତ୍ରନଳୀରେ ଲାଗିରହିଥାଏ ଯାହାକି ସାଧାରଣ ପାଣି ପିଇବା ଦ୍ୱାରା ସଫା ହୋଇନଥାଏ।ଯାହା ଫଳରେ ଆମକୁ ଦୋକାନରୁ କେମିକାଲ ମେଡ଼ିସିନ ଖାଇ ଏହାକୁ ସଫା କରିବାକୁ ପଡିଥାଏ।ଏଣୁ ମଇଦା ଓ ଏଥିରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ କୁ ଆପଣ ଆପଣଙ୍କ ଜୀବନରେ କେବେବି ଖାଅନ୍ତୁ ନାହିଁ ଏହି ସମସ୍ୟାରୁ ଆପଣଙ୍କୁ ମୁକ୍ତି ପାଇବାକୁ ହେଲେ ବଜାରରୁ 20 ଟଙ୍କାର ସୁହାଗା ର ଗୁଣ୍ଡ କିଣନ୍ତୁ ଯାହାକୁ ଆପଣ ଏକ ପାତ୍ରରେ ରଖିନିଆନ୍ତୁ ଓ ପ୍ରତିଦିନ ସକାଳୁ ଖାଇବା ପରେ ଏହି ସୁହାଗ ଗୁଣ୍ଡକୁ ଏକ ଚାମଚ ନେଇ ପାଣିରେ ପକାଇ ପିଅନ୍ତୁ।

।ଏହା ଆପଣଂକୁ ଦୁଇ ଦିନରେ ଥରେ କରିବାକୁ ପଡିବ ।ଯାହାଫଳରେ ଏହା କରିବା ଦ୍ୱାରା ଆପଣଙ୍କର ପେଟ ସମସ୍ୟା ହୋଇନଥାଏ।ଓ ପେଟର ଅନ୍ତ୍ରନଳୀ କୁ ଏହା ଭଲ ଭାବରେ ସସଫ କରିବ ଯାହାଦ୍ୱାରା ପେଟ ଭାରି ଭାରି ଲାଗିବା ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ।। ଏହା କରିବା ଦ୍ୱାରା ପେଟ ସମସ୍ୟା ମୂଳରୁ ଶେଷ ହେବା ସହ ବିଭିନ ପ୍ରକାର ଥଣ୍ଡା,କାଶ,ସରଦି ଆଦିରୁ ରକ୍ଷା କରିଥାଏ।ଧ୍ୟାନ ଦେବେ ଯେ ଏହାକୁ ନେବା ସମୟରେ ଦହି ,କଦଳୀ,ଓ ଚାଉଳ ର ମାତ୍ରା ନନେବା ପାଇଁ।।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *