ବନ୍ଧୁଗଣ ବାହାଘରକୁ ନେଇ ପ୍ରତେକ ବ୍ୟକ୍ତି ମନରେ ଚିନ୍ତା ରହିଥାଏ।ସାଧାରଣତଃ ପୁଅ ପିଲାମାନଙ୍କର ମନରେ ଏହି ସବୁ ସମସ୍ୟା ମାନ ଲାଗିରହିଥାଏ ସେମାନେ ଭାବନ୍ତି ଯେ ସେମାନଙ୍କୁ ବାହାଘର ପରେ କେମିତି ପ୍ରକାର ସ୍ତ୍ରୀ ମିଳିବ ଓ ସେ ବାହାଘର ପରେ ସେମାନଙ୍କ ସହ ସୁଖରେ ରହିପରିବେ କି ନାହିଁ।ଏହି ସବୁ ଦ୍ଵନ୍ଦ ସମସ୍ତଙ୍କ ମନରେ ରହିଥାଏ।
ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଲେଖା ଅଛି କି ଏକ ଉପଯୋଗୀ ମଣିଷ ସହିତ ବିବାହ କରିବା ଦ୍ୱାରା ଆପଣଙ୍କର ଜୀବନ ସୁଖ ଶାନ୍ତିରେ ଅତିବାହିତ ହୋଇଥାଏ।। ଶାସ୍ତ୍ରରେ ପୁରୁଷଙ୍କ ପାଇଁ ଏଭଳି କିଛି କଥା ଲେଖା ହୋଇଛି କି ଯାହାକି ସେମାନଙ୍କୁ ଏହି କନ୍ୟା ମିଳିବା ମାତ୍ରେ ସେମାନଙ୍କୁ ବିବାହ କରିବାକୁ ହେବାପାଇଁ ପଡେ।କାରଣ ଏହି ମହିଳା ହୋଇଥାନ୍ତି ବହୁତ ସୌଭାଗ୍ୟବତୀ ଓ ସେ ଯେଉଁ ଘରକୁ ଯାଆନ୍ତି ସେ ଘରେ ସୁଖଶାନ୍ତି ଆସିଥାଏ।।ଆସନ୍ତୁ ଜାଣିବା ସେହି ମହିଳାଙ୍କ ବିଷୟରେ।।
ଯଦି କୌଣସି ମହିଳାଙ୍କୁ ଘରର ରୋଷେଇ ବାସ ଜଣାନଥାଏ,କିନ୍ତୁ ସେହି ମହିଳାକୁ ସମାଜ ବିଷୟରେ କିଛି ଜ୍ଞାନ ତହିଁଥାଏ ତାହେଲେ ଏହି ପ୍ରକାର ମହିଳା ସର୍ବଦା ପରିବାରର ମାନ ମର୍ଯ୍ୟାଦା ବଢ଼ାଇଥାଏ।ଓ ଯେଉଁ ନାରୀ ଅନ୍ୟକୁ ସର୍ବଦା ସମାନ ଦେଇଥାଏ ଓ ବଡ ଲୋକ ମାନଙ୍କର ଆଦର କରିଥାଏ ସେହିପ୍ରକାରର ମହିଳା ସର୍ବଦା ପତିବାରେ ପାଇଁ ଲକ୍ଷ୍ମୀପ୍ରତିମା ହୋଇଥାଏ।।
ଓ ଯେଉଁ ମହିଳା ପରମ୍ପରା ର ଅନୁଧ୍ୟାନ କରିଥାଏଓ ଭଗବାନ ଙ୍କ ପ୍ରତି ଭକ୍ତି ଭାବ ରଖିଥାଏ। ସେ ପ୍ରକାର ନାରୀ ନିଜ ସ୍ୱାମୀ ପାଇଁ ଭାଗ୍ୟବତୀ ହୋଇଥାଏ।ଯେଉଁ ନାରୀକୁ ସଞ୍ଚୟ କରିବାର ଗୁଣ ଥାଏ,ସେହି ପ୍ରକାର ମହିଳା ବହୁତ ଲକ୍ଷ୍ମୀ ସଂପନା ହୋଇଥାଏ ଓ ପରିବାର ପାଇଁ ଅତ୍ୟନ୍ତ ସୁଭଦାୟକ ହୋଇଥାଏ ।
ଯେଉଁ ମହିଳା ମାନଙ୍କର କାନ୍ଥ ସୁମଧୁର ଓ ଯେଉଁ ମହିଳା ମାନଙ୍କ ପାଖରେ ଉପଯୁକ୍ତ ଆଦେଶ ଦେବାର ଗୁଣ ରହିଥାଏ ସେହି ପ୍ରକାର ମହିଳା ସର୍ବଦା ନିଜ ସ୍ୱାମୀ ମାନଙ୍କ ପାଇଁ ସୁଭଦାୟକ ହୋଇଥାଏ। ଯେଉଁ ନାରୀ ନିଜ ପରିବାର ଓ ନିଜର ସମ୍ପର୍କୀୟ ମାନଙ୍କ ସହ ଭଲ ଭାବରେ ବ୍ୟବହାର କରିଥର ସେହି ପ୍ରକାରର ନାରୀ ବାହାହେବା ପାଇଁ ଉପଯୁକ୍ତ ହୋଇଥାଏ।ଓ ଯେଉଁ ସ୍ତ୍ରୀ ନିଜ ପରିବାରର ମାନ ସଂମାନ ଓ ମାରୀଆଡ ବଢ଼ାଇ ଥାଏ ସେହି ଭଳି ନାରୀମାନଙ୍କୁ ବାହାହେବା ଅତ୍ୟନ୍ତ ଆବଶ୍ୟକ।।
ଯେଉଁ ନାରୀ ମାନେ ଅନ୍ୟର ପ୍ରଶଂସା କରିବା ସହ ଅହଂକାର ଭାବ ତାଙ୍କ ମନରେ ନଥାଏ ସେହି ନାରୀମାନେ ବହୁତ ଭାଗ୍ୟବତୀ ହୋଇଥାନ୍ତି। ଏହି ସବୁ ଲକ୍ଷଣ ଥିଲା ଏମିତି ଯାହାକି କନ୍ୟା ମାନଙ୍କ ଠାରେ ଦେଖାଗଲେ ତାଙ୍କୁ ବାହାହେବା ଆବଶ୍ୟକ।ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।