rln

ସେକ୍ସର ମଜା ଦୁଇଗୁଣ ପାଇବାକୁ ଚାହୁଁଥିଲେ ପ୍ରଥମେ କରିଦିଅନ୍ତୁ ଏହି ଛୋଟିଆ କାମ |

HEALTH

ଆଜିର ସମୟରେ, ଶାରୀରିକ ସମ୍ପର୍କ ହେଉଛି ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ | ଏହା ବିନା, ଗୋଟେ ମହିଳା ଏବଂ ପୁରୁଷ ପାଇଁ ସମ୍ପର୍କ ରଖିବା କଷ୍ଟକର ହୋଇଯାଏ | ଲୋକମାନେ ନିଜ ସାଥୀମାନଙ୍କୁ ଉତ୍ସାହିତ କରିବା ପାଇଁ ବହୁତ କିଛି କାର୍ଯ୍ୟ କରନ୍ତି, କାରଣ ସେକ୍ସ ପୂର୍ବରୁ ଫୋରପ୍ଲେ କରିବା ନିହାତି ଆବଶ୍ୟକ ଅଟେ, ଏହା ମଧ୍ୟ ସହଭାଗୀଙ୍କୁ ଉତ୍ସାହିତ କରିଥାଏ | ସାଥୀ ସହିତ ଯୌନ ସମ୍ପର୍କ ପାଇଁ ଏହି ଟିପ୍ସଗୁଡିକ ଅନୁସରଣ କରନ୍ତୁ ….

copule

ସାଥୀ ସହିତ ଶାରୀରିକ ସମ୍ପର୍କ ଉପରେ ଯେତେ ବିଳମ୍ବ କରିବେ, ତା ଦ୍ୱାରା ଆପଣଙ୍କୁ ଓ ଆପଣଙ୍କ ସାଥୀକୁ ସେତେ ମଜା ଓ ଖୁସି ମିଳିବ, ଏହା ଦ୍ୱାରା ଜଣା ପଡିବ ଯେ, ଆପଣଙ୍କର ଅଧିକ ଇଛା ଅଛି | ପ୍ରଥମ ଥର ପାଇଁ ଆପଣଙ୍କ ସାଥୀଙ୍କ ସହିତ ଯୌନ ସମ୍ପର୍କ ଗଢିବା ପୂର୍ବରୁ ତାଙ୍କ ସହିତ ଅତି କମରେ ଏକ ସପ୍ତାହରୁ ଏକ ମାସ ସମୟ ଅତିବାହିତ କରିବା ଆବଶ୍ୟକ, ନଚେତ ସମ୍ପର୍କରେ ସେତେ ଘନତ୍ଵ ଆସେନାହିଁ |

copulee

ଏକ ଅନୁସନ୍ଧାନରେ, ଏକୋଇଶ ପ୍ରତିଶତ ଦମ୍ପତି କହିଛନ୍ତି ଯେ ପ୍ରଥମ ଥର ପାଇଁ ସାଥୀ ସହିତ ଶାରୀରିକ ସମ୍ପର୍କ ରଖିବା ପୂର୍ବରୁ ସେମାନେ ଦୁଇ ରୁ ଛଅ ମାସ ସମୟ ନେଇଥିଲେ | ଯୌନ ସମ୍ପର୍ରେ ଅଧିକ ଅପେକ୍ଷା କରିବା ମଧ୍ୟ ମାନସିକ ସ୍ତରରେ ମସ୍ତିଷ୍କକୁ ପ୍ରଭାବିତ କରିଥାଏ | ଜଣେ ସାଥୀ ଯୌନ ସମ୍ପର୍କ ପାଇଁ କିଛି ସମୟ ନେବାକୁ ଚାହାଁନ୍ତି, କିନ୍ତୁ ଅନ୍ୟ ସାଥୀ ଯୌନ ସମ୍ପର୍କ ପାଇଁ ଶିଘ୍ର ଚାହଁନ୍ତି , ତେବେ ସମ୍ପର୍କରେ ସେତେ ମଧୁରତା ଆସେ ନାହିଁ |
copuleeee
ଯେତେବେଳେ ଏକ ଦମ୍ପତି ସଂପୂର୍ଣ୍ଣ ଖୁସି ଏବଂ ଯୌନ ସମ୍ପର୍କ ପାଇଁ ଉଦ୍ୟତ ହୋଇଥାଏ, ସେତେବେଳେ ସେମାନେ ଯୌନ ସମ୍ପର୍କ ରଖିବା ଉଚିତ୍ | ଏହା ଗୋଟିଏ ଦିନ ପରେ କିମ୍ବା ଏକ ବର୍ଷ ପରେ ସମ୍ପର୍କ ହେଲେ ଚଳିବ | ବାଧ୍ୟ ବାଧ୍ୟ୍ୟକତାରେ ସମ୍ପର୍କ ରଖିଲେ ସେଥିରେ କୌଣସି ମଜା ନଥାଏ ।ଏହି ଭଳି କିଛି ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏହି ଖବରକୁ ଅଧିକରୁ ଅଧିକ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବାରେ ସାହାର୍ଯ୍ୟ କରନ୍ତୁ ,

Leave a Reply

Your email address will not be published. Required fields are marked *