guru

ଗୁରୁବାର ଦିନ କଦଳୀ ଗଛ ମୂଳରେ ଅର୍ପଣ କରନ୍ତୁ ଏହି 8 ଟି ଜିନିଷ ,ଆପଣଙ୍କ ଘରେ ହେବ ଧନର ବର୍ଷା।

ODISHA

ବନ୍ଧୁଗଣ ଗୁରୁବାର ଦିନ ଆପଣ କଦଳୀ ଗଛ ମୂଳରେ ଏହିସବୁ ଜିନିଷ ଅର୍ପଣ କରନ୍ତୁ ଯାହାଦ୍ୱାରା ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କ କୃପା ରହିବ କାରଣ ଯେହେତୁ ଗୁରୁବାରକୁ ଆମ ହିନ୍ଦୁ ଶାସ୍ତ୍ରରେ ମାତା ଲକ୍ଷ୍ମୀଙ୍କ ଦିନ ଭାବରେ ମାନନ୍ତି।କୁହାଯାଏ ଯେ ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କର ପୂଜା କଲେ ଆପଣଙ୍କ ଭାଗ୍ୟ ଦୃଢ ହେବା ସହ ଭାଗ୍ୟ ମଧ୍ୟ ଚମକି ଥାଏ। ଯଦି ଆପଣ ଗୁରୁବାର ଦିନ କିଛି ଖାସ ଜିନିଷ କଦଳୀ ଗଛ ମୂଳରେ ଅର୍ପଣ କରନ୍ତି ତେବେ ଆପଣଙ୍କର ବୃହସ୍ପତି ଗ୍ରହ ସୁଦୃଢ ରହିବା ସହ ମାତା ଲଷ୍ମୀଙ୍କ ର ଅଶେଷ କୃପା ଆପଣଙ୍କ ଉପରେ ପଡିଥାଏ, ଯାହାଦ୍ୱାରା ଘରେ ଧନ ଧାନ୍ୟ ର ମଧ୍ୟ ପୁରିଉଠିଥାଏ ।

ଆଜି ଆମେ ଆପଣଙ୍କୁ କିଛି ଏଭଳି 8ଟି ଜିନିଷ କହିବୁ ଯାହାକୁ ଆପଣ କଦଳୀ ଗଛ ମୂଳରେ ଅର୍ପଣ କଲେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ରହିବା ସହ ଆପଣଙ୍କ ପରିବାର ଧନ ଧାନ୍ୟରେ ପୁରୀ ରହିଥାଏ।। ଗୁରୁବାର ଦିନ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କଲେ ଆପଣଙ୍କର ଭାଗ୍ୟରେ ଉନ୍ନତି ହୋଇଥାଏ ଓ ଆପଣଙ୍କୁ ରୋଜଗାର ମିଳିଥାଏ।ଓ ଚାକିରୀ କ୍ଷେତ୍ରରେ ଆପଣ ଉଚ ସୋପାନ ହାସଲ କରିଥାନ୍ତି |

ଯେଉଁ ବ୍ୟକ୍ତିମାନେ ସର୍ବଦା ଖୁସିରେ ରହିବାକୁ ଚାହୁଁଛନ୍ତି ତେବେ ସେ ଗୁରୁବାର ଦିନ କିଛି ବତୁରା ହୋଇଥିବା ବୁଟ ସହ ଗୁଡ ମିଶାଇ କଦଳୀ ଗଛ ମୂଳରେ ଢ଼ାଳିଲେ ଆପଣଙ୍କ ଓ ଆପଣଙ୍କ ପରିବାର ସର୍ବଦା ସୁଖରେ ରହିଥାଏ। ଯଦି ଆପଣ କୌଣସି କାର୍ଯ୍ୟକୁ ଆରମ୍ଭ କରିବାକୁ ଯାଉଛନ୍ତି ତେବେ ମିଶ୍ରି ପାଣିକୁ କଦଳୀ ଗଛ ମୂଳରେ ଅର୍ପଣ କଫନ୍ତୁ ଏହା କରିବା ଦ୍ୱାରା ଆପଣଙ୍କର ଶୁଭାରମ୍ଭ ହେବାକୁ ଯାଉଥିବା କାମ ଓ ଅଟକି ରହିଥିବା କାମ ମଧ୍ୟ ସୁରୁଖୁରୁରେ ହୋଇଯାଇଥାଏ ।

laxmi1

ଯଦି ଆପଣଙ୍କ ଜୀବନରେ ବହୁତ ସମସ୍ୟାମାନ ଅସୁଥାଏ ତେବେ ଆପଣ ଗୁରୁବାରଦିନ କଦଳୀ ଗଛ ମୂଳରେ କଞ୍ଚା ହଳଦୀ ଅର୍ପଣ କରନ୍ତୁ ଏହା କରିବା ଦ୍ୱାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇରହିଥାଏ।। ଯେଉଁ ବ୍ୟକ୍ତି ନିଜ ଜୀବନରେ ଧନୀ ହେବାକୁ ଚାହୁଁଛନ୍ତି ତେବେ ସେ ଗୁରୁବାରଦିନ କଦଳୀ ଗଛ ମୂଳରେ ଏକ ତାଙ୍କ ପୋତି ଦିଅନ୍ତୁ ଯାହା ଫଳରେ ମାତା ଲକ୍ଷ୍ମୀଟାଣି ହୋଇ ତାଙ୍କ ଆଡକୁ ଆସିଥାନ୍ତି।।

ଯଦି ଆପଣଙ୍କର ବୈବାହିକ ଜୀବନରେ ଶାନ୍ତି ଆଣିବାକୁ ଚାହୁଁଛନ୍ତି କିମ୍ବା ଆପଣଙ୍କର ବିବାହ ହୋଇପାରୁନାହିଁ ତେବେ ଆପଣପ୍ରତି 8 ଟି ଗୁରୁବାର କଦଳୀ ଗଛ ମୂଳରେ ଦୁଇଟି ଗୋଟାଏ ହଳଦୀ ପୋତିବାକୁ ପଡିଥାଏ ।ଏହା କରିବା ଦ୍ୱାରା ଏହି ସବୁ ସମସ୍ୟା ଦୂର ହୋଇଥାଏ।। ଗୁରୁବାରଦିନ ଗାଧୋଇସାରି କଦଳୀ ଗଛରେ ପାଣି ଦେଲେ ଆପଣଙ୍କର ସମସ୍ତ ଦୁଃଖ ଦୂର ହୋଇଥାଏ।।

ଗୁରୁବାରରେ ଚନ୍ଦନ ଘୋରା କିମ୍ବା ହଳଦୀ ଘୋରା ଅର୍ପଣ କଲେ ଜ୍ଜ୍ବନର ସମସ୍ତ ସମସ୍ୟା ଦୂର ଓ କଷ୍ଟ ଦୂର ହୋଇଥାଏ।। ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *