bhagya

ଦୁନିଆରେ ଭାଗ୍ୟବାନ ପୁରୁଷ ସେହି ହୋଇଥାଏ ଯିଏ ଏହି 3ଟି ଜିନିଷରେ ବହୁତ ସନ୍ତୁଷ୍ଟ ହୋଇଥାଏ।

HEALTH

ମଣିଷ ଜୀବନରେ ଉଥାନ ପତନ ସବୁବେଳେ ଲାଗିରହିଥାଏ।ଓ ସେ ସର୍ବଦା ଦୁଃଖରେ ହେଉ ଅବା ସୁଖରେ ନିଜର ଜୀବନ ଅତିବାହିତ କରିଥାଏ।କିନ୍ତୁ ପ୍ରତେକ ଲୋକ ସର୍ବଦା ଚାହାନ୍ତି ଖୁସିରେ ରାଜୀବ ପାଇଁ ।ଏମିତିରେ ବହୁତ କାମ ରହିଥାଏ ଯେଉଁଗଜିରେ ଜଣେ ବ୍ୟକ୍ତି ଖୁସିରେ ରହିପାରିବ,ଗୋଟିଏ ଲୋକକୁ ସୁଖ ସେତେବେଳେ ମିଲଥାଏ ଯେତେବେଳେ ସେ ଏକ ଜିନିଷରେ ସନ୍ତୁଷ୍ଟ ରହିଥାଏ।ଯଦି କୌଣସି ବ୍ୟକ୍ତିକୁ ସେହି ଜିନିଷ ଉପରେ ଅସନ୍ତୋଷ ପ୍ରକାଶ ହୋଇଥାଏ ତାହେଲେ ସେ କେବେ ସୁଖରେ ରହିପରେନାହିଁ।ଆଚାର୍ଯ୍ୟ ଚନାକ୍ୟ ପୁରୁଷକଙ୍କ ବିଷୟରେ ଏହି 3ଟି କଥା କହିଛନ୍ତି ଯାହାକୁ ଯଦି ସେହି ପୁରୁଷମାନେ ସର୍ବଦା ପାଳନ କରି ଖୁସିରେ ରାହିଥାନ୍ତି।ତାହେଲେ ସେମାନେ ସୌଭାଗ୍ୟବାନ ହୋଇଥାନ୍ତି।

chanayaya

ଭୋଜନ ପ୍ରତିଟି ବ୍ୟକ୍ତିକୁ ଯଦି ସମୟ ଅନୁସାରେ ଖାଇବାକୁ ମିଳିଯାଏ ତେବେ ସେ ବହୁତ ଖୁସି ହୋଇଥାଏ।ତେବେ ସେ ଖାଇବା ଭଲ ହେଉ କିମ୍ବା ମନ୍ଦ ,କିନ୍ତୁ ଏମିତି ପ୍ରକାର ଲୋକ ଅଛନ୍ତି ଯେଉଁ ମାନେ ଖାଇବାରେ ଅସନ୍ତୋଷ ହୋଇ ଖାଇବାକୁ ନୀଚ ଦେଖାଇବା ସହ ଖାଇବା କରିଥିବା ଲୋକକୁ ବି ନିଚା ଦେଖାଇଥାନ୍ତି ଯାହାଫଳରେ ଭଗବାନ ସେହି ଲୋକ ଉପରେ ଅସନ୍ତୋଷ ହୋଇଥାନ୍ତି।।

ଧନ ଧନର ସନ୍ତୁଷ୍ଟି ଦୁନିଆରେ କାହାକୁ ହୋଇନଥାଏ।ଆଜିର ବର୍ତମାନ ସମୟରେ ସମସ୍ତେ ଧନ କମାଇବାକୁ ବିଭିନ ଉପାୟରେ ଚେଷ୍ଟା ଜାରୀରଖିଥାନ୍ତି।ଏପରିକି ଯେଉଁ ବ୍ୟକ୍ତି ସତ ବାଟରେ ଯାଇ ପାଇସା କମାଇଥାଏ ସେହି ବ୍ୟକ୍ତି ବହୁତ ଭାଗ୍ୟବାନ ହୋଇଥାଏ।

ସ୍ତ୍ରୀ – ପ୍ରତେକ ବ୍ୟକ୍ତିର ଜୀବନରେ ଏକ ସ୍ତ୍ରୀ ରହିଥାଏ।ଆଚାର୍ଯ୍ୟ ଚାଣକ୍ୟ ଙ୍କ କହିବାନୁସାରେ ଯେଉଁ ବ୍ୟକ୍ତି ନିଜ ସ୍ତ୍ରୀ ଠାରେ ସନ୍ତୁଷ୍ଟ ରହିଥାଏ,ସେ ବ୍ୟକ୍ତି ସଂସାରର ସବୁ ସୁଖ ପାଇଥାଏ ଓ ବହୁତ ଭାଗ୍ୟବାନ ମଧ୍ୟ ହୋଇଥାଏ ।କିନ୍ତୁ ଯେଉଁ ଵ୍ୟକ୍ତି ନିଜ ସ୍ତ୍ରୀ କୁ ଛାଡି ପର ସ୍ତ୍ରୀ ଉପରେ ଖରାପ ନଜର ରଖିଥାଏ,ଏହି ପ୍ରକାର ବ୍ୟକ୍ତି କେବେ ସନ୍ତୁଷ୍ଟ ରହିପରନ୍ତି ନାହିଁ |

girl

କାରଣ ଏମାନଙ୍କ ମନରେ ସର୍ବଦା ଲାଳସା ଲାଗିରହିଥାଏ ଯାହାଫଳରେ ଏମାନେ କିଛି ବି ଜିନିଷ ପାଇଲେ ମଧ୍ୟ ସେତୁଇରେ ସନ୍ତୁଷ୍ଟ ହୋଇରାହୀନଥାନ୍ତି ସବୁବେଳେ ଅଧିକରୁ ଅଧିକ ପାଇବାକୁ ଆଶା ରଖିଥାନ୍ତି। ଯାହାଫଳରେ ସେମାନେ ତାଙ୍କ ଜୀବନରେ କେବେ ବି ଖୁସିରେ ରହିପରନ୍ତିନାହିଁ ।ସର୍ବଦା ଦୁଃଖରେ ରୁହନ୍ତି।।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *