kam

କାହିଁକି ଝିଅମାନେ ଅଧିକ ବୟସର ପୁଅଙ୍କୁ ବେଶୀ ପସନ୍ଦ କରନ୍ତି,କାରଣ ଜାଣିଲେ ମୁଣ୍ଡ ଟିଣ ହବ |

FACT

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ମହିଳା ଓ ଝିଅ ମାନଙ୍କୁ କଣ ପାଇଁ ପସନ୍ଦ ଆସନ୍ତି ଅଧିକ ବର୍ଷ ବୟସର ପୁରୁଷ । ଜାଣନ୍ତୁ ଏହି ୭ ଟି ବଡ କାରଣ ।ଯେବେ କଥା ଲାଇଫଟାଇମ ର ଉଠିଥାଏ ,ତାହେଲେ ଝିଅମାନେ ସବୁବେଳେ ପସନ୍ଦ କରନ୍ତି ସେମାନଙ୍କ ଠାରୁ ଅଧିକ ବୟସର ପୁରୁଷ ସହ ବିବାହ କରିବା ପାଇଁ । ଏହାର କାରଣ କଣ ଆପଣ ଜାଣନ୍ତି କି ? ଝିଅମାନେ ଅଧିକ ବର୍ଷ ପୁରୁଷଙ୍କର ବ୍ୟକ୍ତିତ୍ୱ ଓ ସମଝଦାର ଗୁଣ ଯୋଗୁଁ ସେମାନଙ୍କୁ ଅଧିକ ପସନ୍ଦ କରନ୍ତି । ଯାହାଫଳରେ ସେମାନଙ୍କ ସହିତ ଜୀବନ ଅତିବାହିତ କରିବା ପାଇଁ ଉଚିତ ମନେ କରିଥାନ୍ତି । ଚାଲନ୍ତୁ ଆଜି ଆଉ କିଛି କାରଣ ବିଷୟରେ ଆଲୋଚନା କରିବା କି କଣ ପାଇଁ ଝିଅମାନେ ଅଧିକ ବର୍ଷର ପୁରୁଷଙ୍କ ସହ ରହିବା ପାଇଁ ପସନ୍ଦ କରନ୍ତି ।

girl

ଅନୁଭବ ର କାରଣ । ଅଧିକ ବର୍ଷ ବୟସର ବ୍ୟକ୍ତିଙ୍କୁ ନିଜ ଜୀବନର ସବୁ ଅନୁଭବ ରହିଥାଏ କାରଣ ଜୀବନର ସମସ୍ତ ପରିସ୍ଥିତିରେ ସେ ସମୟ ଅତିବାହିତ କରିଥାନ୍ତି । ଏଥିପାଇଁ ସେ ତାଙ୍କ ଜୀବନରେ ଆସୁଥିବା ପ୍ରତିଟି ପରିସ୍ଥିତି ସହ କେମିତି ମୁକାବିଲା କରିବାକୁ ହେବ, ତାହାର ଅନୁଭବ ମଧ୍ୟ ତାଙ୍କ ପାଖରେ ରହିଥାଏ । ଓ ସବୁ ପରିସ୍ଥିତିର ସେ ସଫଳତାର ସହ ମୁକାବିଲା କରିଥାନ୍ତି ।ଯାହାଫଳରେ ଝିଅମାନେ ତାଙ୍କ ରହିବା ପସନ୍ଦ କରନ୍ତି ।

ରିଲେସନସିପ ରେ ମଧ୍ୟ ଅନୁଭବୀ । ବୟସ ସହିତ ଲୋକମାନେ ମ୍ୟାଚୋର ହେବା ସହ ବୁଝାମଣା ସହ କଥାବାର୍ତା ମଧ୍ୟ କରିଥାନ୍ତି । ଏହା ମଧ୍ୟ ନୁହେଁ ରିଲେଶନ କୁ ନେଇ ସେମାନେ ବହୁତ ସିରିଅସ ଥାନ୍ତି ଯାହାଦ୍ବାର ସେମାନଙ୍କ ସହିତ ଲମ୍ବା ସମ୍ପର୍କ ରଖିବାକୁ ଝିଅମାନେ ପସନ୍ଦ କରନ୍ତି । ଏହିଭଳି ଲୋକ ନାକି ମ୍ୟାଚୋର କଥା କୁହନ୍ତି ତାସହ ତାଙ୍କ ଚିନ୍ତାଧାରା ମଧ୍ୟ ସେହିପରି ହୋଇଥାଏ । ନିଜର ଭବିଷ୍ୟତ ଓ ନିଜର ପାର୍ଟନର ବିଷୟରେ ଚିନ୍ତା କରିଥାନ୍ତି ସେଥିପାଇଁ ଝିଅମାନେ ତାଙ୍କ ସହ ରହିବାପାଇଁ ଉଚିତ ମନେ କରିଥାନ୍ତି ।

ନିଜ ପାର୍ଟନର କଥା ଧ୍ୟାନ ସହକାରେ ଶୁଣନ୍ତି । ଅଧିକ ବୟସର ବ୍ୟକ୍ତି ଭଲ ଲିସନର ହୋଇଥିବାରୁ ନିଜ ପାର୍ଟନର ଙ୍କ କଥା ପ୍ରଥମେ ଶୁଣି ତାଙ୍କ ପ୍ରତି ଉଦାରଣୀୟ ହୋଇ ନିଜ ଉତ୍ତର ଦେଇଥାନ୍ତି । ଯାହାକି ଏହିସବୁ ଗୁଣ ମଧ୍ୟ ଏକ ଝିଅଟି ଚାହିଁଥାଏ କି ତାର କଥା କିଏ ଧ୍ୟାନ ସହକାରେ ଶୁଣୁ ଓ ତାର ପ୍ରତିଟି କଥାକୁ ସମ୍ମାନ ଦେବାସହ ତାକୁ ବୁଝୁଥିବ।

ବହୁତ ସ୍ୱତନ୍ତ୍ର ହୋଇଥାନ୍ତି । ଏହିଭଳି ପୁରୁଷ ନିଜ କାର୍ଯ୍ୟ ନିଜେ ବିଚାଟି କରିଥାନ୍ତି । ଓ ତାଙ୍କ ପାଖରେ ସେହି ପ୍ରତିଟି କ୍ଷମତା ଥାଏ ଯାହାକି ତାକୁ ସ୍ୱତନ୍ତ୍ର କରିଥାଏ । ଓ ଘର ସମ୍ଭାଳିବା ଠାରୁ ଆରମ୍ଭ କରି ପ୍ରତିଟି ଜିନିଷକୁ ସେ ନିଜର ବଳବୁଦ୍ଧି ଅନୁସାରେ କରିଥାନ୍ତି ଯାହାଫଳରେ ଝିଅମାନଙ୍କୁ ଏହିସବୁ ଜିନିଷ ପୁଅ ମାନଙ୍କ ଥରେ ଭଲ ଲାଗିଥାଏ ।

ଆର୍ଥିକ ରୂପରେ ସେ ହୋଇଥାନ୍ତି ଆତ୍ମନିର୍ଭରଶୀଳ । ଅଧିକ ବୟସର ପୁରୁଷମାନେ ଆର୍ଥିକ ରୂପରେ ମଧ୍ୟ ସ୍ୱତନ୍ତ୍ର ହୋଇଥାନ୍ତି କାରଣ ବୟସ ବଢ଼ିବା ସହ ସେ ସେହି ସ୍ଥାନରେ ପହଞ୍ଚିଯାଇଥାନ୍ତି ଯାହା ସେ କରିବାକୁ ଚାହୁଁଥିଲେ । ଓ ସେ ଆର୍ଥିକ ରୂପରେ ସମ୍ପୁର୍ଣ ଭାବରେ ନିଜ ଉପରେ ନିର୍ଭର ରାହିଥାନ୍ତି । ଯାହାକି ଏହାସବୁ ଏକ ଝିଅଟି ବହୁତ ଦରକାର କରିଥାଏ ।

ଆତ୍ମବିଶ୍ବାସ ଭରପୁର ରହିଥାଏ । ଯେଉଁ ପୁରୁଷମାନଙ୍କ ବୟସ ଅଧିକ ହୋଇଥାଏ ସେମାନେ ଅନ୍ୟମାନଙ୍କ ଠାରୁ ନିଜକୁ ସ୍ୱତନ୍ତ୍ର ଭାବିଥାନ୍ତି ଓ ଆତ୍ମବିଶ୍ୱାସର ଅଭାବ ତାଙ୍କ ଭିତରେ ରହିନଥାଏ । ଝିଅମାନଙ୍କୁ ଏହିପରି ପୁରୁଷ ବହୁତ ପସନ୍ଦ ଯିଏ କି ଅନ୍ୟ ଉପରେ ନିର୍ଭର ନହୋଇ ନିଜ ଜୀବନକୁ ନିଜ ଇଚ୍ଛାରେ କାଟିଥାନ୍ତି ।

girllll

ସ୍ଵଭାଵ ରେ ବହୁତ ଯତ୍ନଶୀଳ । ବଡ ବୟସର ମର୍ଦ୍ ଅନୁଭବୀ ହେବାସହ ଯତ୍ନଶୀଳ ମଧ୍ୟ ହୋଇଥାନ୍ତି । ଏମିତି ମର୍ଦ୍ ନିଜ ପାର୍ଟନର ର କେୟାର ମା,ବାପା ଭଳି ନିଅନ୍ତି । ଏହିଭଳି ପୁରୁଷ ସଠିକ ଓ ଭୁଲ୍ ର ନିଷ୍ପତି ଭଲ ଭାବରେ ନେଇଥାନ୍ତି । ଭୁଲ କଲେ ମଧ୍ୟ କ୍ଷମା କରିଦେଇଥାନ୍ତି ।
କଥାରେ କଥାରେ ନିଜ ପାର୍ଟନର ର କେୟାର କରିବା ଝିଅମାନଙ୍କୁ ବହୁତ ଭଲ ଲାଗିଥାଏ । ଏଥିପାଇଁ ଝିଅମାନେ ଅଧିକ ବୟସର ପୁରୁଷ ସହ ରହିବାପାଇଁ ପସନ୍ଦ କରନ୍ତି ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *