5ti

ଏହି ୫ଜଣଙ୍କ ପାଖ ଦେଇ ଭୁଲରେ କେବେ ଯାଅନ୍ତୁ ନାହିଁ।ନଚେତ ହୋଇଯିବ ସର୍ବନାଶ |

FACT

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆଚାର୍ଯ୍ୟ ଚାଣକ୍ୟ ଙ୍କ ବିଷୟରେ ତ ଜାଣିଥିବେ ଯିଏ କି ତାଙ୍କ ବୁଦ୍ଧି ଆଉ ଜ୍ଞାନ ବଳରେ ନନ୍ଦ ବଂଶ କୁ ଶେଷ କରିଦେଇଥିଲେ ଓ ଚନ୍ଦ୍ରଗୁପ୍ତ ମୌର୍ଯ୍ୟକୁ ରାଜଗାଦିରେ ବସାଇଥିଲେ।ନିଜେ ରାଜା ନହୋଇ ମହାମନ୍ତ୍ରୀ ହୋଇ ରାଜାଙ୍କ ସାଥିରେ ରହିବାକୁ ନିର୍ଣ୍ଣୟ ନେଇଥିଲେ ।ସେ ତାଙ୍କ ଜୀବନରେ ବହୁତ ମହାନ କାମ କରିଛନ୍ତି ,ତାଙ୍କର ସବୁ ବିଷୟରେ ବହୁତ ଜ୍ଞାନ ରହିଥିବାରୁ ତାଙ୍କୁ ସମସ୍ତେ ମାନିଥାନ୍ତି।ପୁରାତନ କାଳରେ ତାଙ୍କୁ ଅର୍ଥଶାସ୍ତ୍ର ଓ ରାଜନୀତିରେ ସମ୍ପୂର୍ଣ ଜ୍ଞାନ ରହିଥିଲା।।ତାଙ୍କୁ ପ୍ରାଚୀନ କାଳରେ ଅର୍ଥଶାସ୍ତ୍ରୀ ରୂପେ ବିବେଚିତ କରାଯାଉଥିଲା ।

ଯେଉଁ ସମୟରେ ଲୋକମାନଙ୍କୁ ଅର୍ଥଶାସ୍ତ୍ରର ଜ୍ଞାନ ନଥିଲା ସେହି ସମୟରେ ସେ ଲୋକମାନଙ୍କୁ ଅର୍ଥଶାସ୍ତ୍ର ଜ୍ଞାନ ଦେଉଥିଲେ।ତା ସହିତ ସେ ଲୋକ ମାନଙ୍କର ଜୀବନକୁ ସୁଧାରିବା ପାଇଁ କିଛି ନୀତିର ଉପଯୋଗ କରିଥିଲେ ଯାହାକି ଥିଲା ବହୁତ ଗୁରୁତ୍ୱପୂର୍ଣ୍ଣ।ଆଜି ମଧ୍ୟ ହଜାର ବର୍ଷ ପରେ ତାଙ୍କର ମହିମା ଆଜି ବି ଗୁରୁତ୍ୱପୂର୍ଣ୍ଣ ଅଟେ।ଚାଣକ୍ୟ ତାଙ୍କ ଜ୍ଞାନ କୁ ଏକ ପୁସ୍ତକ ମାଧ୍ୟମରେ ଦର୍ଶାଇଥିଲେ ଯାହାକି ଚାଣକ୍ୟ ନୀତି ନାମରେ ବେଶ ପରିଚିତ |

girl

ଚାଣକ୍ୟ ନୀତିରେ କିଛି ଏଭଳି ନିୟମ ଅଛି ଯାହାକୁ ପାଳନ କରି ଲୋକମାନେ ବହୁତ ନାମ କମାଇଥାନ୍ତି।।ଆଚାର୍ଯ୍ୟ ଚାଣକ୍ୟ ଏକ ଲୋକକୁ କିପରି ଶ୍ରେଷ୍ଠ ଓ ସୁଖୀ ରହିବାକୁ ହେବ ଏହି ବିଷୟରେ ସେ କହିଛନ୍ତି।ଏହି ସବୁ ନୀତି ଦ୍ୱାରା ଏକ ମଣିଷ ସମାଜରେ ବହୁତ ସଂମାନ ପାଇବା ସହ ବହୁତ ଇଜତ ବି ପାଇଥାଏ।।

ସେ ଏକ କଥା କହିଛନ୍ତି ଯେ ଏହି ସବୁ ଭିତରେ କେବେ ଲୋକଙ୍କୁ ଯିବା କଥା ନୁହେଁ ଆସନ୍ତୁ ଜାଣିବା ସେହି ସବୁ ବିଷୟରେ।। ଯେବେ ଦୁଇ ଜ୍ଞାନୀ ବ୍ୟକ୍ତି କଥାବାର୍ତା ହେଉଛନ୍ତି ତେବେ ସେହି ସମୟରେ ସେମାନଙ୍କର ମଧ୍ୟ ରେ ଯିବା ଉଚିତ ହୋଇନଥାଏ।କାରଣ ସେହି ଦୁଇଜଣଙ୍କ ଭିତରେ ଯିବାଦ୍ୱାର ସେମାନେ ହେଉଥିବା କଥା ରେ ବାଧା ସୃଷ୍ଟି ହୋଇଥାଏ ତେଣୁ ଏଥିପାଇଁ ସେମାନଙ୍କୁ ଏହା କରିବା କଥା ନୁହେଁ।।

ଯଦି କେହି ବ୍ରାହ୍ମଣ ବସି ମନ୍ତ୍ର ପାଠ କରୁଥାଏ କିମ୍ବା ବସିଥାଏ ତେବେ ସେ ସମୟରେ ତାଙ୍କ ପାଖଦେଇ ଯିବା କଥା ନୁହେଁ କାରଣ ଏହା କରିବା ଫଳରେ ତାଙ୍କ ଯଜ୍ଞ ରେ ବଢ଼ା ସୃଷ୍ଟି ହୋଇଥାଏ ଓ ଆପଣ ପାପର ଭାଗିଦାରୀ ହୋଇଥାନ୍ତି। ଯଦି କେହି ସ୍ୱାମୀ ତାର ସେବକକୁ କିଛି କଥା ସେହି ସମୟରେ କହୁଛି ତାହେଲେ ସେ ସମୟରେ ଆପଣ ତାଙ୍କୁ ରାସ୍ତା ଅତିକ୍ରମ କରି ଯିବା କଥା ନୁହେଁ କାରଣ ଏହା କରିବା ଦ୍ୱାରା ସେମାନଙ୍କ ବିଷୟରେ ହେଉଥିବା କିଛି ଜରୁରୀ କଥା ର ସମସ୍ୟା ହୋଇଥାଏ।

tulasi

ଯଦି କେହି ପାଟି ପତ୍ନୀ ଏକାନ୍ତରେ ବସି କଥା ବାର୍ତା କରୁଥାନ୍ତି ତାହେଲେ ଆପଣଂକୁ ତାଙ୍କ ମଧ୍ୟ ରେ ଯିବା କଥା ନୁହେଁ କାରଣ ଏହା କରିବା ଫଳରେ ସେମାନଙ୍କ ମଧ୍ୟରେ ଏକାନ୍ତ ଭାଙ୍ଗିଯାଇଥାଏ। ଯଦି କେବେ ଦୁଇଟି ଷଣ୍ଢ ଭିତରେ ଲଢେଇ ଲାଗିଛି ତା ଆପଣ ସେମାନଙ୍କର ପାଖ ଦେଇ ଯାଆନ୍ତୁ ନାହିଁ କାରଣ ଏହା କରିବା ଦ୍ୱାରା ଆପଣ କ୍ଷତିଗ୍ରସ୍ତ ହୋଇଥାନ୍ତି।।।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *