ବନ୍ଧୁଗଣ ଆଜି ଆମେ ଗର୍ଭପାତ ର କାରଣ ବିଷୟ ରେ କଥା ହେବା ତେବେ ବନ୍ଧୁଗଣ ଆପଣ ମାନେ ବି ଜାଣି ଥିବେ କେତେକ ମହିଳା ମାନଙ୍କ କ୍ଷେତ୍ର ରେ ବାରମ୍ବାର 3 ରୁ 5 ମାସ ବେଳ କୁ ବାରମ୍ବାବ ଗର୍ଭପାତ ବା ଗର୍ଭ ନଷ୍ଟ ହୋଇଥାଏ , ଜାହାକୁ ଆମେ ମାନେ ଗର୍ଭପାତ ବା ଗର୍ଭନଷ୍ଟ ବୋଲି ଆମେ ମାନେ କହି ଥାନ୍ତି, ତେବେ ଆପଣ ମାନଙ୍କୁ ଏଠାରେ କହିବୁ କି ଆପଣ ମାନେ ହଠାତ୍ ଭୟ ରେ ଚମକି ପଡିଲେ ଗର୍ଭନଷ୍ଟ ହୋଇଥାଏ ।ସେହି ପରି ଗର୍ଭାବସ୍ତା ରେ ତଳି ପେଟ ରେ ଆଘାତ ଲାଗିଲେ ଗର୍ଭନଷ୍ଟ ହୋଇଥାଏ I
ଗର୍ଭାବସ୍ତା ଅଧିକ ଶାରୀରିକ ପରିଶ୍ରମ କରିବା ଏବଂ ଅତ୍ୟାଧିକ କର୍ମ ରେ ଲିପ୍ତ ରହିବା ଦ୍ୱାରା ସେମାନଙ୍କ ଗର୍ଭନଷ୍ଟ ହୋଇଥାଏ , ମହିଳା ମାନଙ୍କର ଅତି ଛୋଟ ଜରାୟୁ ଥିବାରୁ ଗର୍ଭପାତ ଉପରେ ବ୍ରଣ ର ବୃଦ୍ଧି ପାଇଁ ସ୍ଥାନ ପ୍ରାପ୍ତ ନ ହେବାରୁ ଭୃଣ ବାହାର କୁ ବାହାରି ଆସି ଥାଏ । ଗର୍ଭାବସ୍ତା ରୁ ଅତ୍ୟାଧିକ ଭାବେ କୁଇନାଇନ୍ ଟେବଲେଟ୍ ଖାଇଲେ ଗର୍ଭପାତ ହୋଇଥାଏ I
ସେହି ପରି ଜରାୟୁ ରେ ଟ୍ୟୁମର ଭଳି ସମସ୍ୟା ରହି ଥିଲେ ବି ଆପଣ ମାନଙ୍କର ଗର୍ଭନଷ୍ଟ ହେବାର ସମ୍ଭାବନା ରହିଥାଏ , ସେଫଇଲିସ୍ , ବେନେରିଆ , ରୁବଲ୍ଲା ସ ମ୍ୟଲେରିଆ , ଆଦି ରୋଗ ହେଲେ ଆପଣ ମାନଙ୍କ ଗର୍ଭନଷ୍ଟ ହେବାର ସମ୍ଭାବନା ବଢିଥାଏ ।ସେହି ପରି ବନ୍ଧୁଗଣ ବହୁ ମୁତ୍ର ଏବଂ ରକ୍ତ ହୀନତା ଭଳି ସମସ୍ୟା ହେଲେ ବି ଆପଣ ମାନଙ୍କ ପାଖରେ ଏହି ଗର୍ଭନଷ୍ଟ ହେବାର ସମ୍ଭାବନା ଦେଖା ଦିଏ I
ଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତଳେ ନିଶ୍ଚୟ ଲାଇକ୍ କରନ୍ତୁ। ଧନ୍ୟବାଦ।