purnima

ଶୁକ୍ରଗ୍ରହ ମାର୍ଗୀ ହେଲେ ଏହି ୬ଟି ରାଶି , ପୂର୍ଣ୍ଣିମା ପରଠାରୁ କୋଟିପତି ହେବେ ଏହି ସବୁ ରାଶି |

FACT

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ ବନ୍ଧୁଗଣ, ଚଳିତବର୍ଷ ଜୁନ ମାସ ରେ ଶୁକ୍ରଗ୍ରହ ନିଜ ରାଶି ବୃଷ ରାଶିରେ ପ୍ରବେଶ କରିସାରିଛନ୍ତି । ଶୁକ୍ରଙ୍କର ଏହି ସଳଖ ଚଳନ ନିଜ ରାଶି ଉପରେ ଅଗଷ୍ଟ 1 ତାରିଖ ପର୍ଯ୍ୟନ୍ତ ରହିବ । ଯାହାକି ରାଶୀମାନଙ୍କ ପାଇଁ ବହୁତ ଶୁଭଙ୍କର ହୋଇଥାଏ । ଆସନ୍ତୁ ଜାଣିବା କେଉଁ ଗ୍ରହ ଉପରେ କେଉଁ ପ୍ରଭାବ ପଡୁଛି ।

ମେଷ ରାଶି । ମେଷ ରାଶି ମାନଙ୍କ ପାଇଁ ସୁଖ ମାର୍ଗ ଆସିବ ଓ ସେମାନେ ସୁଖ ମାର୍ଗୀ ହେବେ । ପାରିବାରିକ ଜୀବନ ମଧ୍ୟ ସୁଖମୟ ହେବ । କୌଣସି ବୈଦିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ କରିବେ । ସମ୍ପର୍କୀୟ ମାନଙ୍କ ସହ ବନ୍ଧୁତ୍ବ ସ୍ଥାପନ କରିବେ । ସମାଜରେ ଉନ୍ନତି ଲାଭ କରିବେ ଓ ନିଜର ବାଣୀରେ ଅନ୍ୟକୁ ପ୍ରଭାବିତ କରିବେ ।

ବୃଷ ରାଶି । ଆପଣଙ୍କ ପ୍ରେମ ଜୀବନ ଓ ବୈବାହିକ ଜୀବନରେ ସୁଖ ଓ ଆନନ୍ଦ ବଢିଯିବ । କିନ୍ତୁ ସ୍ୱାସ୍ଥ୍ୟ ମାମଲାରେ ଆପଣଙ୍କୁ ଗୁରୁତ୍ୱ ଦେବାକୁ ହେବ । ମହିଳା ମାନେ ନିଜ ସମ୍ପର୍କୀୟ ଙ୍କ ସହ ମତଭେଦ କରିପାରନ୍ତି । ବିରୋଧୀ ମାନଙ୍କ ପ୍ରତି ସତର୍କ ରୁହନ୍ତୁ ଓ ସୁନ୍ଦର ସାଜ ସଜା ପାଇଁ ଆକୃଷ୍ଟ ବଢିବ । ମିଥୁନ ରାଶି | ଯେଉଁ ଲୋକଙ୍କର ଶୁଳେଇ ହେବା ସମସ୍ୟା ରହିଛି ସେମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ । ବାହାର ସ୍ଥାନକୁ ଯାତ୍ରା କରିପାରନ୍ତି । ଆୟ ର ସ୍ଥିତି ନିୟନ୍ତ୍ରଣ ଯୋଗୁଁ ଖର୍ଚ୍ଚ ରେ ମଧ୍ୟ ନିୟନ୍ତ୍ରଣ ଆସିବ । ବ୍ୟବସାୟରେ ଉନ୍ନତି ହେବ ଓ ଛାତ୍ର ଛାତ୍ରୀଙ୍କୁ ବିଦ୍ୟାରେ ଉନ୍ନତି ମିଳିବ । ନିଦ ଭଲହେବ ।

mithun

କର୍କଟ ରାଶି । ଆପଣଙ୍କ ପାଇଁ ଶୁକ୍ର ଏକ ଭଲ ସମୟ ନେଇ ଆସିଛନ୍ତି । ଚାକିରୀ କ୍ଷେତ୍ରରେ ଲାଭ ମିଳିବ ଓ ବରିଷ୍ଠ ଲୋକଙ୍କ ସହ ମିଶିପାରନ୍ତି । ବୈବାହିକ ଜୀବନରେ ଆନନ୍ଦ ଆସିବାକୁ ଯାଉଛି ,ଅଟକି ରହିଥିବା କାର୍ଯ୍ୟ ଶେଷ ହେବ । ପ୍ରତିଟି କ୍ଷେତ୍ରରର ମାନ ସମ୍ମାନ ହାସଲ କରିବେ । ସିଂହ ରାଶି । ଶୁକ୍ର ଗ୍ରହଙ୍କ ତରଫରୁ ଆପଣଙ୍କୁ ବିଭିନ୍ନ ଶୁଭ ଖବର ମିଳିବ । ଭଉଣୀଙ୍କ ଠାରୁ ସହଯୋଗ ପାଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ କର୍ମଚାରୀ ମାନଙ୍କ ଠାରୁ କଥା ସହିବାକୁ ପଡିଥାଏ , ଆପଣଙ୍କୁ ଏହି ସମୟରେ ନିଜର ସଂଯମତା ରଖିବା ଆବଶ୍ୟକ । ଖରାପ ଭାଷା ପ୍ରତି ଦୁରେଇ ରୁହନ୍ତୁ ଓ ଝଗଡା ଠାରୁ ଦୂରରେ ରୁହନ୍ତୁ । କନ୍ୟା ରାଶି । ଭାଗ୍ୟ ସହାୟକ ହେବା ଯୋଗୁଁ ଆପଣ ସବୁଥିରେ ଲାଭ ପାଇବେ । ଧନ ସହାୟକ ହେବ ,ବରିଷ୍ଠ ବ୍ୟକ୍ତି ଙ୍କ ତରଫରୁ ଆପଣ ଅଧିକାର ହାସଲ କରିବେ । କେଉଁ ସ୍ଥାନକୁ ଯାତ୍ରା ମଧ୍ଯ କରିପାରନ୍ତି । ପରିଶ୍ରମର ଫଳ ମିଳିବ ।

ତୁଳା ରାଶି । ହଟାତ ଆପଣଙ୍କୁ ଧନ ଲାଭ ହେବ । କାର୍ଯ୍ୟକ୍ଷେତ୍ର ଓ ସମାଜରେ ସମ୍ମାନ ମିଳିବ । ଲୋକଙ୍କ ସହ ଅଧିକ ମିଳାମିଶା କରନ୍ତୁ ନାହିଁ , ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ । ବ୍ୟକ୍ତିଙ୍କ ପାଖରୁ ସଜାଗ ରୁହନ୍ତୁ । ବିଛା ରାଶି । ଆପଣଙ୍କ ବୈବାହିକ ଜୀବନ ସୁଖମୟ ରହିବ । ସନ୍ତାନଙ୍କ ଠାରୁ ଶୁଭ ଫଳ ପାଇବେ । କିଛି ନୂଆ କର୍ମରେ ନିୟୋଜିତ ହେବେ ।

ଧନୁ ରାଶି । କୌଣସି ମହିଳାଙ୍କ ସହ ମତଭେଦ ହୋଇପାରେ । ସ୍ୱାସ୍ଥ୍ୟପ୍ରତି ଧ୍ୟାନ ରଖନ୍ତୁ କୌଣସି ଗୁପ୍ତ ଶତ୍ରୁ ଆପଣଙ୍କୁ ବିବାଦରେ ପକାଇପାରନ୍ତି । ମକର ରାଶି । ଏହା ଆପଣଙ୍କ ପାଇଁ ଶୁଭ ସମୟ ,ପ୍ରେମ ଓ ବୈବାହିକ ଜୀବନରେ ସୁଖ ଆସିବ । ଆପଣ ସନ୍ତାନ ଲାଭ କରିପାରନ୍ତି ।

dhanu

କୁମ୍ଭ ରାଶି । ଆପଣଙ୍କର ଏହି ସମୟରେ ଖର୍ଚ୍ଚ ବଢିବ । କିନ୍ତୁ ଶୁଭ କ୍ଷେତ୍ରରେ ପଇସା ଖର୍ଚ୍ଚ କଲେ ଆପଣଙ୍କୁ ବାଧିବ ନାହିଁ । ଆପଣଂକୁ କୌଣସି ପୁରୁଣା ଅଧିକାରୀଙ୍କ ସାକ୍ଷାତ ହେବ । କୌଣସି ଗାଡି କିମ୍ବା ନୂତନ ଜିନିଷ କିଣିପାରନ୍ତି । ମୀନ ରାଶି । ଆପଣ ଏହି ସମୟରେ କୌଣସି ମାନସିକ ଚିନ୍ତା କରନ୍ତୁ ନାହିଁ । ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସହଯୋଗ ମିଳିବ । ଅଧିକାରୀଙ୍କ ପାଖରୁ କିଛି ନୂଆ କାର୍ଯ୍ୟ ମିଳିବ ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *