ଘରର ବୋହୁ କିମ୍ବା ସ୍ତ୍ରୀ କୁ ଘରର ଲକ୍ଷ୍ମୀ ବୋଲି କୁହାଯାଇଥାଏ।ଆପଣଙ୍କ ଘରର ଶାନ୍ତି ସାଧାରଣତଃ ଆପଣଙ୍କ ସ୍ତ୍ରୀ ର ଚିନ୍ତାଧାରା ବ୍ୟବହାର ଉପରେ ଧାର୍ଯ୍ୟ ହୋଇଥାଏ।କିନ୍ତୁ ଯଦି କଥା ଭାଗ୍ୟ ଉପରେ ଆସେ ତେବେ କିଛି ଅଲଗା କଥା ଗୁରୁତ୍ୱ ରଖିଥାଏ।ଏହାଙ୍କ କଥା ସାଧାରଣତଃ ନାରୀର ଅଙ୍ଗ ଓ ଭାଗ୍ୟର କଥା ଏହିଠାରେ କୁହାଯାଇଛି।ଯେଉଁ ନାରୀ ମାନଙ୍କ ଠାରେ ପ୍ରଥମରୁ ଏହି ଲକ୍ଷଣ ଥାଏ ସେ ପ୍ରଥମରୁ ହିଁ ଭାଗ୍ୟଶାଳୀ ହୋଇଥାନ୍ତି।ଆସନ୍ତୁ ଜାଣିବା ସେହି ସବୁ ଉପରେ।
ଲମ୍ବା ବାଳ | ହିନ୍ଦୁ ଶାସ୍ତ୍ର ମାନନ୍ତି ଯେ ଯେଉଁ ନାରୀର ଲମ୍ବା ବାଳ ଥାଏ ସେ ବହୁତ ସୌଭାଗ୍ୟବତୀ ହୋଇଥାଏ ଏପରିକି ହିନ୍ଦୁ ଦେବୀମାନଙ୍କର ସମସ୍ତଙ୍କର ଲମ୍ବା ବାଳ ରହିଥାଏ।। ଲମ୍ବା ବେକ | ଶାସ୍ତ୍ର ରେ ଲେଖା ଅଛି କି ଯେଉଁ ନାରୀମାନଙ୍କର ଲମ୍ବାବେକ ରହିଥାଏ ସେମାନଙ୍କର ଜୀବନରେ ବହୁତ ଭୋଗ ବିଳାସ ଓ ସୁଖ ରହିଥାଏ ଯାହାଦ୍ୱାରା ଏହି ସବୁ ସୁବିଧା ସେମାନଙ୍କର ସ୍ୱାମୀ ଭୋଗ କରିଥାନ୍ତି।।
ଲମ୍ବା କାନ | କୁହାଯାଏ କି ଲମ୍ବା କାନ ଥିବା ମହିଳା ଙ୍କ ଜୀବନ ବହୁତ ଲମ୍ବା ହୋଇଥାଏ।ଓ ଏମାନଙ୍କୁ ଯେଉଁ ପୁରୁଷ ବିବାହ କରିଥାଏ ସେ ମଧ୍ୟ ବହୁତ ଭାଗ୍ୟଶାଳୀ ହେବା ସହ ବହୁତ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥାଏ।। ଲମ୍ବା ଆଙ୍ଗୁଠି | ଯେଉଁ ମହିଳାଙ୍କ ଗୋଡ କିମ୍ବା ହାତ ରେ ଲମ୍ବା ଆଙ୍ଗୁଠି ରହିଥାଏ,ସେହି ମହିଳାମାନେ ସମ୍ପୂର୍ଣ ଭାଗ୍ୟଶାଳୀ ହୋଇଥାନ୍ତି,ସେ ଯେଉଁ ଘଟାକୁ ଯାଇଥାନ୍ତି ସେ ଘରେ ଧନ ର ଅଭାବ ରହିନଥାଏ।।
ବଡ ମଥା | ଯେଉଁ ମହିଳାମାନଙ୍କର ବଡ ମଥା ରହିଥାଏ ସେ ପ୍ରକାର ମହିଲମାନଙ୍କୁ ଭାଗ୍ୟରେ କେହି ହରାଇପରନ୍ତି ନାହିଁ।ଏହି ମହିଳାଙ୍କ ଜୀବନତେ ସବୁ ଜିନିଷ ମିଳିଥାଏ ଯାହାକି ସେ ପୂର୍ବରୁ ପ୍ରାଥନା କରିଥାନ୍ତି।ଏଥିରେ ନିଜ ସ୍ଵାମୀର ବି ଲାଭ ହୋଇଥାଏ। ଆଙ୍ଗୁଠିରେ କଳାଯାଇ | ଯେଉଁ ନାରୀର ଆଙ୍ଗୁଠିରେ କଳାଯାଇ ରହିଥାଏ ସେ ଲରକର ମହିଳା ଭବିଷ୍ୟତରେ ବହୁତ ସାରା ତାଞ୍ଜର ମାଲିକ ହେବାର ଆଶା ରଖାଯାଇଥାଏ।
ନୁକୀଲୀ ନାକ |ଯାହାର ଏହି ପ୍ରକାରର ନାକ ଥାଏ ସେହି ପ୍ରକାର ମହିଳା ଯେଉଁ ଘରକୁ ଯାଇଥାନ୍ତି ସେମାନଙ୍କୁ ସଂଗେ ସଂଗେ ନିଜର କରିଥାନ୍ତି ।।। ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।