ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ, ମନୁଷ୍ୟ ସର୍ବଦା ଧନୀ ହେବାକୁ ଚେଷ୍ଟା କରେ। ଏକ ସୁଖମୟ ଜୀବନ ବଞ୍ଚିବାକୁ ଚାହେଁ। ଏ ନେଇ ଅର୍ଥ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି ପରିସ୍ଥିତିରେ ଧନୀ ହେବା ପାଇଁ କ’ଣ କରାଯିବା ଉଚିତ ବୋଲି ମନରେ ପ୍ରଶ୍ନ ଉଠିଥାଏ। ଏହାର ଉତ୍ତର ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ବର୍ଣ୍ଣନା କରିଛନ୍ତି। ଟଙ୍କା ସଞ୍ଚୟ ଏବଂ ଖର୍ଚ୍ଚ ସହ ଜଡିତ ଅନେକ କଥା ସେ କହିଛନ୍ତି। ଆସନ୍ତୁ ଜାଣିବା ସେହି କଥା ବିଷୟରେ
ଚାଣକ୍ୟଙ୍କ ଅନୁଯାୟୀ, ଜଣେ ବ୍ୟକ୍ତି ଧନୀ ହେବା ପାଇଁ ଏପରି ସ୍ଥାନରେ ବାସ କରିବା ଉଚିତ୍ ଯେଉଁଠାରେ ରୋଜଗାର ପନ୍ଥା ଉପଲବ୍ଧ ଥିବ। ଏପରି ଜାଗାରେ ବ୍ୟକ୍ତିର ରୋଜଗାରର ସମସ୍ୟା ନ ଥାଏ ଏବଂ ସେ ଖୁସି ରୁହନ୍ତି।
ଟଙ୍କା ରୋଜଗାର କରିବା ଲକ୍ଷ୍ୟ ସ୍ଥିର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଲକ୍ଷ୍ୟ ବିନା ବ୍ୟକ୍ତି କଦାପି ଆଗକୁ ବଢ଼ିବାକୁ ସମର୍ଥ ହୁଏ ନାହିଁ କି ସେ ଧନୀ ହୁଏ ନାହିଁ ।
ଚାଣକ୍ୟ କହିଛନ୍ତି ଯେ, ଯିଏ ନିଜର ଭବିଷ୍ୟତ ଲକ୍ଷ୍ୟ ସ୍ଥିର କରିଛି, ତାଙ୍କ ପାଇଁ ଆଗକୁ ବଢ଼ିବା ରାସ୍ତା ସହଜ ହୋଇଥାଏ। ନିଜ କର୍ମ କୁ ପ୍ରେମ କର ଏହା ହିଁ ଆପଣଙ୍କୁ ଦିନେ ସଫଳତା ଦେବ। ନିଷ୍ଠାର ସହିତ କଷ୍ଟ କର ସଫଳତା ଦିନେ ନା ଦିନେ ନିଶ୍ଚିତ ମିଳିବ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l