ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଶୀଘ୍ର ବିବାଦରେ ପଡିବ ପୁର୍ଣଛେଦ ପୁଣି ଏକାଠି ହେବେ ଶୁଆ ଏବଂ ଶାରୀ କହିବେ କିଏସେ ଡାକୁଛି କଉଠି ମତେ ସାଂସଦ ତଥା ଅନୁଭଵ ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଥିବା ବିବାଦକୁ ନେଇ ଆସିଛି ବଡ଼ ଖବର ପୁଣି ଦୁହେଁ ହୋଇପାରନ୍ତି ଏକାଠି ଆସନ୍ତୁ ଜାଣିବା ସେହି ବିଷୟରେ।
ଗତକାଲି ଏଭଳି କହି ନିଜ ବାସଭବନରେ ସାମ୍ବାଦିକଙ୍କୁ କହିଛନ୍ତି ଅଭିନେତା ତଥା ସାଂସଦ ଅନୁଭଵ ମହାନ୍ତି। ନିଜ ବୈବାହିକ ଜୀବନରେ ଆସିଥିବା ଝଡ଼କୁ ଏଡେଇ ଦବା ପାଇଁ ସାମ୍ବାଦିକ ମାନଙ୍କୁ ଚକଲେଟ ଦେଇ ଖୁସି କରାଇଥିଲେ ଅନୁଭଵ ଆଉ କହିଥିଲେ ମିଠା ଖାଅ ମିଠା କୁହ ଷ୍ଟାର ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭଵ ମହାନ୍ତିଙ୍କୁ ବିବାଦର ସମାଧାନ ପାଇଁ ଉଦ୍ୟମ ଜାରି କରୁଛନ୍ତି ମାନବଧିକାରୀ ମହିଳାମାନେ। ମାନବଧିକାରୀ ଆଦିର କମିଶନର ଏବଂ ପାଞ୍ଚଜଣ କର୍ମ କର୍ତା ଗତକାଲି କଟକ ନନ୍ଦିସାହି ସ୍ଥିତ ଘରେ ପହଞ୍ଚି ଉଭୟ ଅନୁଭଵ ଏବଂ ବର୍ଷାଙ୍କ ସହିତ ଆଲୋଚନା କରିଛନ୍ତି ପ୍ରାୟ ଦେଢ଼ଘଣ୍ଟା ସହିତ ସେମାନେ ଆଲୋଚନା କରିଥିଲେ ବର୍ଷା ଏବଂ ଅନୁଭବ ନିଜ ନିଜ ବିରୋଧରେ ଆଣିଥିବା ପୂର୍ବ ଅଭିଯୋଗକୁ ଧରି କରିଥିଲେ ବି ଶାଶୂଘରେ ରହି ସମାଧାନ କରିବା ପାଇଁ ବର୍ଷା ମତ ରଖିଥିଲେ।
ଅନ୍ୟପଟେ ଅନୁଭଵ କିନ୍ତୁ ବିବାହ ବିଚ୍ଛେଦର ସପକ୍ଷରେ ସୂଚନା ଦେଇଥିଲେ ଦିନକରେ ବାରଟା ତିରିଶ ମିନିଟରେ ସାଂସଦ ଅନୁଭବଙ୍କ ଘରେ ପହଞ୍ଚି ଥିଲା ଏହି ପ୍ରତିନିଧି ଧଳ। ଆଉ ଦିନକ ପରେ ବର୍ଷା ଅନୁଭଵ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ ପ୍ରତିନିଧିମାନେ ଆଗେ ବର୍ଷାଙ୍କୁ ଭେଟି ହିଂସା ପ୍ରସଙ୍ଗରେ ଆଲୋଚନା କରିଥିଲେ ଆଲୋଚନା ସମୟରେ ବର୍ଷା କହିଥିଲେ ଜଣେ ଲୋକକୁ ଛାଡି ଦେଲେ ଘରେ ତାଙ୍କୁ ନିର୍ଯ୍ୟାତନା ଦେଇନାହାନ୍ତି କେବଳ ଅନୁଭଵ ହିଁ ମଦ ପିଇ ଘରେ ଖରାପ ଭାଷାରେ ତାଙ୍କୁ ଗାଳି ଗୁଲଜ କରିଛନ୍ତି। ତଥାପି ସେ ବିବାହ ବିଚ୍ଛେଦକୁ ଘରେ ରହି ସମାଧାନ ଚାହୁଁଛନ୍ତି ବୋଲି ବର୍ଷା କହିଛନ୍ତି ଅନୁଭଵ କିନ୍ତୁ ଏ ପ୍ରକାର ଅଭିଯୋଗକୁ ମିଛ ବୋଲି କହିଛନ୍ତି।
ବିବାହ ବିଚ୍ଛେଦ କୁ ନେଇ ପ୍ରତିନିଧି ମାନଙ୍କୁ କହିଥିଲେ ଆଉ ଗତ ଛଅ ବର୍ଷ ହେବ ଉଭୟଙ୍କ ମଧ୍ୟରେ ସମ୍ଫର୍କ ନଥିବା ଅନୁଭଵ କମିଶନରଙ୍କ ସାମ୍ନାରେ ପୁଣି ଦୋରାହି କଲେ ତେବେ ଅନୁଭଵ କହୁଛନ୍ତି ସମ୍ଫର୍କ ରଖୁନାହାନ୍ତି ବର୍ଷା ବର୍ଷା କହୁଛନ୍ତି ମୁଁ ଛାଡପତ୍ର ଚାହେଁନି ଅନୁଭଵ କହୁଛନ୍ତି ମତେ ଛାଡି ଖୁସିରେ ରୁହ। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।