Monday, December 06, 2021
2

ବିଶ୍ୱାସ ହେବନି, କେବଳ ୨ ମିନିଟରେ ଦାନ୍ତ ଧଳା ହୋଇଯିବ।

HEALTH

ବନ୍ଧୁଗଣ ଅନେକ କାରଣ ବଶତଃ ଆମ ଦାନ୍ତ ବା ଆମ ଟିଥ ହଳଦିଆ ବା ଅପରିଷ୍କାର ହୋଇଯାଏ। କଳା ଏବଂ ବହୁତ ଖରାପ ଦେଖାଯାଇଥାଏ। ଏମିତି ପରିସ୍ଥିତିରେ ଆପଣ କରିବେ କଣ? ବନ୍ଧୁଗଣ ଅନେକ ଲୋକଙ୍କର ଦାନ୍ତର ରଙ୍ଗ ଖରାପ ଯୋଗୁ ଏମାନେ ଡ଼େଣ୍ଟେସ ପାଖକୁ ଯାଇଥାନ୍ତି ଏବଂ ସେମାନେ ମନ ଖୋଲି ହସି ପାରିନଥାନ୍ତି ।

କାରଣ ସେମାନଙ୍କ ଖରାପ ଦାନ୍ତ ଲୋକ ମାନଙ୍କ ଆଖି ଆଗକୁ ଆସିଯିବ। ସେହି ଡରରେ ସେମାନେ କେବେ ମନ ଖୋଲି ହସି ପାରନ୍ତି ନାହିଁ।ସେଥିପାଇଁ ଆମେ ଆପଣଙ୍କୁ ଏମିତି ଗୋଟେ ଘରୋଇ ଉପଚାର ବନେଇବା ଶିଖେଇବୁ ଯାହା ଦ୍ବାରା ଆପଣଙ୍କ ଦାନ୍ତ ବା ଆପଣଙ୍କ ଟିଥ ମୋତି ଭୋଳି ଚମକିବାକୁ ଲାଗିବ। ଏହା ବହୁ ପୂରାତନ କାଳରୁ ବ୍ୟବହାର ହୋଇ ଆସୁଛି ଏବଂ ଆପଣ ଏହାକୁ ଥରେ ନିଶ୍ଚୟ ବ୍ୟବହାର କରନ୍ତୁ ଦେଖିବେ ଆପଣଙ୍କ ଟିଥ ଧଳା ହୋଇଯିବ ଏବଂ ଆପଣଙ୍କ ଟିଥ ଧଳା କରିବା ପାଇଁ ଏହା ଏକ ଚମତ୍କାରୀ ଘରୋଇ ଉପଚାର ଅଟେ।

teeathh

ବନ୍ଧୁଗଣ ଟିଥ ଧଳାର ଏହି ଘରୋଇ ଉପଚାରକୁ ବନେଇବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ଅଟେ ବିଲାତି। ବିଲାତିତ ଆପଣଙ୍କ ରୋଷେଇ ଘରୁ ବହୁତ ସହଜରେ ମିଳିଯିବ। ପ୍ରଥମେ ଆପଣ ଏମିତି ମିଡ଼ୀୟମ ସାଇଜର ବିଲାତି ନିଅନ୍ତୁ କିମ୍ବା ବଡ଼ ସାଇଜର ବିଲାତି ନେଇପାରନ୍ତି।

ଆପଣ ଗୋଟେ ବିଲାତି ନିଅନ୍ତୁ ଏବଂ ତାକୁ ଧୀରେ ଧୀରେ କରି କୌଣସି ଜିନିଷ ମାଧ୍ୟମରେ ପିଟନ୍ତୁ ଯେମିତି ଫାଟିବ ନାହିଁ କାରଣ ଏଥିରୁ ଯେମିତି ଏହାର ରସ ବହୁତ ସହଜରେ ବାହାରି ପଡ଼ିବ।ଦାନ୍ତ ଧଳା କରିବା ପାଇଁ ଆପଣଙ୍କୁ ବିଲାତି ରସର ଆବଶ୍ୟକତା ପଡ଼ିବ। ସେଥିପାଇଁ ବିଲାତିକୁ ଧୀରେ ଧୀରେ ଛୁରୀ ସାହାଯ୍ୟରେ ପିଟନ୍ତୁ। ଏହାକୁ ଭଲ ଭାବରେ ପିଟି ସାରିବା ପରେ ବିଲାତିକୁ କାଟି ଦିଅନ୍ତୁ। ଏହା ପରେ ଏଥିରୁ ରସ ବାହାର କରିଦିଅନ୍ତୁ। ରସ ବାହାର କରିବା ପରେ ତାକୁ ଛାଣି ଦିଅନ୍ତୁ। ଏଥି ପାଇଁ ଦିତୀୟ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ହେଉଛି ଲେମ୍ବୁ।

ବନ୍ଧୁଗଣ ଏଥି ପାଇଁ ଆପଣ ଗୋଟେ ଛୋଟ ସାଇଜର ଲେମ୍ବୁ ନିଅନ୍ତୁ। ପ୍ରଥମେ ଆପଣ ଲେମ୍ବୁକୁ କାଟି ଦିଅନ୍ତୁ। ଏବେ ଆପଣ ସେମିତି ପୁରା ଗୋଟେ ଲେମ୍ବୁକୁ ଚିପୁଡ଼ି ଛାଣି ଦିଅନ୍ତୁ ଛାଙ୍କିଣୀ ସାହାର୍ଯ୍ୟରେ ଆପଣ ଛାଙ୍କି ଦେବେ ଯେମିତି ଲେମ୍ବୁର ମଞ୍ଜି ସେହି ଉପଚାରରେ ନରହିବ। ଏବେ ବିଲାତି ଏବଂ ଲେମ୍ବୁରସକୁ ଗୋଟେ ପାତ୍ରରେ ରଖିଦିଅନ୍ତୁ।

ଏବେ ଏଥିରେ ଆମକୁ ତୃତୀୟ ବା ଶେଷ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ଅଟେ ଟୁଥପେଷ୍ଟ। ଆପଣ କୌଣସିବି ଧଳା ଟୁଥପେଷ୍ଟର ପ୍ରୟୋଗ ଏଥିରେ କରିପାରିବେ। ଏବେ ଏଥିରେ ଧଳା ରଙ୍ଗର ଟୁଥପେଷ୍ଟ ନିଅନ୍ତୁ। କାରଣ କଲଗେଟ କୌଣସି ଫ୍ରେବରୋଗ ହିନ ହୋଇଥାଏ ଏବଂ ଏହାର ରଙ୍ଗ ସମ୍ପୂର୍ଣ ଅଲଗା ହୋଇଥାଏ। ଯେତିକି ମାତ୍ରାରେ ଆପଣ ବ୍ରସ କରିବା ପାଇଁ ଟୁଥପେଷ୍ଟର ପ୍ରୟୋଗ କରନ୍ତି ସେତିକି ମାତ୍ରା ଆପଣ ଏଥିରେ ନିଅନ୍ତୁ।ଏହି ସମସ୍ତ ସାମଗ୍ରୀକୁ ଭଲ ଭାବରେ ଏକା ସହିତ ମିଶେଇ ଦିଅନ୍ତୁ ଦେଖିବେ ଏହି ମିଶ୍ରଣ ଧଳା ହୋଇଯିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Leave a Reply

Your email address will not be published. Required fields are marked *