Saturday, June 03, 2023
35

ଯଦି ଆପଣଙ୍କ ନିଦ ବି ରାତି ୩ ରୁ ୫ ଭିତରେ ଭାଙ୍ଗୁଛି ତାହେଲେ ଶୀଘ୍ର ଜାଣନ୍ତୁ ଡରିଯିବେ।

FACT

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ, ପ୍ରାୟ ବ୍ୟକ୍ତି ଙ୍କ ନିଦ ରାତିରେ ଶୋଇବା ସମୟରେ ଏକ ନିର୍ଦ୍ଧିଷ୍ଟ ସମୟରେ ଭାଙ୍ଗି ଯାଇଥାଏ। ସେହି ବ୍ୟକ୍ତି ମାନେ ରାତିରେ ହଠାତ କୌଣସି କାରଣ ରୁ ଅଥବା ଚମକି ପଡ଼ି ରାତିର ଏକ ନିର୍ଦ୍ଦିଷ୍ଟ ସମୟରେ ଉଠି ପଡ଼ନ୍ତି। ବନ୍ଧୁଗଣ ଏହା ଯଦି ଆପଣଙ୍କ ସହ ମଧ୍ୟ ହେଉଛି ଏବଂ ଗୋଟିଏ ଦିନ ବା ଦୁଇ ଦିନ ନୁହେଁ ଏହିପରି ଯଦି ପ୍ରତ୍ୟେକ ଦିନ ଆପଣଙ୍କ ସହ ହେଉଛି ତେବେ ବନ୍ଧୁଗଣ ଏହାର ଅର୍ଥ ଭଗବାନ ଆପଣଂକୁ କୌଣସି ସଂକେତ ଦେବାକୁ ଚାହୁଁଛନ୍ତି ଏବଂ ସେଥିପାଇଁ ରାତିର ଏକ ନିର୍ଦ୍ଦିଷ୍ଟ ସମୟରେ ଆପଣଙ୍କ ନିଦ ଭାଙ୍ଗି ଯାଉଛି।
ବନ୍ଧୁଗଣ କିଛି ବ୍ୟକ୍ତି ଏପରି ଅଛନ୍ତି ଯେଉଁମାନଙ୍କ ରାତିରେ ଅନିଦ୍ରା ରହିବାର ଅଭ୍ୟାସ ରହିଛି ତେବେ ଆଜି ଆମେ ଆପଣଂକୁ ଯେଉଁ ସମ୍ବନ୍ଧରେ କହିବାକୁ ଯାଉଛୁ ତାହା କେବଳ ସେହି ବ୍ୟକ୍ତି ଙ୍କ ପାଇଁ ଯେଉଁ ମାନଙ୍କ ନିଦ ରାତି ରେ ଏକ ନିର୍ଦ୍ଦିଷ୍ଟ ସମୟରେ ଭାଙ୍ଗି ଯାଇଥାଏ।

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ରାତିରେ କେଉଁ ସମୟରେ ନିଦ ଭାଙ୍ଗିଲେ ଭଗବାନ ଆପଣଂକୁ କେଉଁ ସଂକେତ ଦେବାକୁ ଚାହୁଁଛନ୍ତି।ବନ୍ଧୁଗଣ ଯଦି ଆପଣଙ୍କ ନିଦ ରାତି ୧୧ ରୁ ୧ ଘଟିକା ମଧ୍ୟରେ ଭାଙ୍ଗୁଛି ତେବେ ଏହାର ଅର୍ଥ ଆପଣଙ୍କ ଭାବନାତ୍ମକ ରୂପରେ ନିରାଶା ଆଡ଼କୁ କରୁଛି। ତେଣୁ ଆପଙ୍କ ପବିତ୍ର ଜପ କରନ୍ତୁ ଏବଂ ଭଗବାନ ଙ୍କ ଆଗରେ ନିଜ ଦୋଷ ସ୍ୱୀକାର କରିବାର କ୍ଷମତା ରଖନ୍ତୁ ଏବଂ କ୍ଷମା ପ୍ରାର୍ଥନା କରନ୍ତୁ।

ଏହା କରିବା ଦ୍ୱାରା ଆପଣ ଏହି ସମସ୍ୟା ରୁ ବଞ୍ଚି ପାରିବେ।ବନ୍ଧୁଗଣ ଯଦି ଆପଣଙ୍କ ନିଦ ପ୍ରତିଦିନ ରାତି ସମୟରେ ୧ ରୁ ୩ ଘଟିକା ମଧ୍ୟରେ ଭାଙ୍ଗୁଛି ତେବେ ବନ୍ଧୁଗଣ ଏହାର ଅର୍ଥ ଆପଣଙ୍କ ମନରେ ରାଗ ର ସଂଚାର ହେଉଛି ଏବଂ ଆପଣଙ୍କ ମନ ଅଶାନ୍ତ ରହୁଛି।ତେଣୁ ବନ୍ଧୁଗଣ ଏଥି ନିମନ୍ତେ ଆପଣ ପ୍ରତିଦିନ ଥଣ୍ଡା ଜଳ ପାନ କରନ୍ତୁ ଏବଂ ଧ୍ୟାନ କରନ୍ତୁ। ଏପରି ପ୍ରତିଦିନ କରିବା ଦ୍ୱାରା ଆପଣଙ୍କ ମନ ଶାନ୍ତ ରହିବ।


ଏହି ସଂକେତ ଭଗବାନ ଆପଣଂକୁ ଦେବା ନିମନ୍ତେ ଆପଣଙ୍କର ରାତିରେ ଏହି ସମୟରେ ନିଦ ଭାଙ୍ଗିଥାନ୍ତି।ବନ୍ଧୁଗଣ ଯଦି ରାତିରେ ୩ ରୁ ୫ ଘଟିକା ମଧ୍ୟରେ ଆପଣଂକ ନିଦ ପ୍ରତିଦିନ ଭାଙ୍ଗୁଛି ତେବେ ଏହାର ଅର୍ଥ ଆପଣଙ୍କ ଚାରିପାଖରେ ଥିବା ନକରାତ୍ମକ ଶକ୍ତି ଆପଣଙ୍କ ଚାରିପାଖରେ ଘୁରି ବୁଲୁଛନ୍ତି ଏବଂ ଭଗବାନ ଏହି ସଂକେତ ଦେବା ନିମନ୍ତେ ଆପଣଙ୍କ ନିଦ୍ରା କୁ ଭଙ୍ଗ କରିଥାନ୍ତି।ତେବେ ବନ୍ଧୁଗଣ ଆପଣ ସେହି ସମୟରେ ଉଠି ସାରିଲା ପରେ ଭଗବାନ ଙ୍କୁ ଧ୍ୟାନ କରନ୍ତୁ ଏବଂ ପରମାତ୍ମା ଙ୍କ ଆରାଧନା କରନ୍ତୁ।

ଏପରି କରିବା ଦ୍ୱାରା ଆପଣଙ୍କ ଶରୀରରେ କୌଣସି ପ୍ରକାର ନକରାତ୍ମକ ଶକ୍ତି ପ୍ରବେଶ କରିପାରି ନଥାଏ ଏବଂ ସକାରାତ୍ମକ ଶକ୍ତି ର ସୃଷ୍ଟି ହୋଇଥାଏ।ବନ୍ଧୁଗଣ ଯଦି ଆପଣଙ୍କ ନିଦ ୫ ରୁ ୭ ଘଟିକା ମଧ୍ୟରେ ଭାଙ୍ଗୁଛି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ କିଛି ସଠିକ ଭାବରେ ଚାଲୁନାହିଁ ଏବଂ ସ୍ୱାସ୍ଥ୍ୟ ସଠିକ ରହୁନାହିଁ। ତେଣୁ ବନ୍ଧୁଗଣ ପ୍ରତିଦିନ ଏହି ସମୟରେ ନିଦ ଭାଙ୍ଗିଲେ ଆପଣ ବ୍ୟାୟାମ କରନ୍ତୁ। ଏପରି କରିବା ଦ୍ୱାରା ଆପଣ ସୁସ୍ଥ ରହିବେ ଏବଂ ଆପଣଙ୍କ ମନ ମଧ୍ୟ ସର୍ବଦା ଶାନ୍ତ ରହିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Leave a Reply

Your email address will not be published. Required fields are marked *