Sunday, November 28, 2021
stree

ସ୍ତ୍ରୀ ସହିତ ନିୟମିତ ଶା-ରୀ-ରି-କ ସ-ମ୍ପ-ର୍କ ନରଖିଲେ ହୁଏ ଏତେ ବଡ଼ ଅସୁବିଧା, ଏହି ସବୁ ଅଙ୍ଗ ହୋଇଯାଏ ଦୁର୍ବଳ |

HEALTH

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଆଜିକାଲିର ଯୁବପିଢ଼ିଙ୍କ ଶା-ରୀ-ରି-କ ସମ୍ପର୍କ ବାଧାପ୍ରାପ୍ତ ହେଉଛି। କାର୍ଯ୍ୟବ୍ୟସ୍ତତା ଓ ଚିନ୍ତା ଯୋଗୁ ଦାମ୍ପତ୍ୟ ଜୀବନରେ ବାଧା ଆସୁଥିବା ବେଳେ ଏହା ଦ୍ୱାରା ବେଡ୍ରୁମ୍ ଲାଇଫ୍ ମଧ୍ୟ ପ୍ରଭାବିତ ହେଉଛି। ଏକ ସୁସ୍ଥ ଜୀବନ ପାଇଁ ଶା-ରୀ-ରି-କ ସମ୍ପର୍କ ଅନିବାର୍ଯ୍ୟ ହୋଇଥାଏ।

କେବଳ ମାନସିକ ଭାବେ ଦମ୍ପତିଙ୍କୁ ଏକାଠି କରିନଥାଏ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଲାଭଦାୟକ ହୋଇଥାଏ ଶା-ରୀ-ରି-କ ସମ୍ବନ୍ଧ। ମେଡିକାଲ ସାଇନ୍ସର କହିବାନୁଯାୟୀ ଯଦି ଆପଣ ଲମ୍ବା ସମୟ ଧରି ପରିବର୍ତ୍ତିତ ଲାଇଫ୍‌ଷ୍ଟାଇଲ୍‌ ଯୋଗୁ ଆଜିକାଲିର ଯୁବପିଢ଼ିଙ୍କ ଶା-ରୀ-ରି-କ ସ-ମ୍ପ-ର୍କ ବାଧାପ୍ରାପ୍ତ ହେଉଛି। କାର୍ଯ୍ୟବ୍ୟସ୍ତତା ଓ ଚିନ୍ତା ଯୋଗୁ ଦାମ୍ପତ୍ୟ ଜୀବନରେ ବାଧା ଆସୁଥିବା ବେଳେ ଏହା ଦ୍ୱାରା ବେଡ୍‌ରୁମ୍‌ ଲାଇଫ୍‌ ମଧ୍ୟ ପ୍ରଭାବିତ ହେଉଛି। ଏକ ସୁସ୍ଥ ଜୀବନ ପାଇଁ ଶା-ରୀ-ରି-କ ସ-ମ୍ପ-ର୍କ ଅନିବାର୍ଯ୍ୟ ହୋଇଥାଏ। କେବଳ ମାନସିକ ଭାବେ ଦମ୍ପତିଙ୍କୁ ଏକାଠି କରିନଥାଏ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଲାଭଦାୟକ ହୋଇଥାଏ ଶା-ରୀ-ରି-କ ସ-ମ୍ବ-ନ୍ଧ।

ମେଡିକାଲ ସାଇନ୍ସର କହିବାନୁଯାୟୀ ଯଦି ଆପଣ ଲମ୍ବା ସମୟ ଧରି ସେ-କ୍ସ କରିନାହାନ୍ତି ତେବେ ଆପଣଙ୍କ ଶରୀରର କିଛି ଅଙ୍ଗ ଦୁର୍ବଳ ହେବାକୁ ଲାଗିଥାଏ ଏବଂ ଶାରୀରିକ କ୍ଷତି ମଧ୍ୟ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଅଙ୍ଗ ଗୁଡିକ ବିଷୟରେ ଯାହା ସମ୍ଭୋଗ ନ କରିବା ଦ୍ୱାରା ଦୁର୍ବଳ ହୋଇଯାଇଥାଏ।

ଗର୍ଭାଶୟ: ଗର୍ଭାଶୟକୁ ସୁସ୍ଥ ରଖିବାକୁ ହେଲେ ଆପଣଙ୍କୁ ସେକ୍ସ କରିବା ନିହାତି ଜରୁରୀ ହୋଇଥାଏ। ସେ-କ୍ସ ନ କରିବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ ଭାବରେ ହୋଇନଥାଏ, ଯେଉଁ କାରଣରୁ ଗର୍ଭାଶୟରେ ସଂକୁଚନ ଆସିଥାଏ ଏବଂ ମହିଳାଙ୍କ ଗର୍ଭାଶୟ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଥାଏ। ଏହାସହିତ ଶା-ରୀ-ରି-କ ସମ୍ପର୍କ ନ ରଖିଲେ ଗର୍ଭାଶୟରେ ଆହୁରି ଅନେକ ସମସ୍ୟା ଦେଖାଦେଇଥାଏ। ଏଥିପାଇଁ ଶାରୀରିକ ସମ୍ବନ୍ଧ ରଖିବା ନିହାତି ଜରୁରୀ ହୋଇଥାଏ।

ମସ୍ତିସ୍କ (ବ୍ରେନ): ଶାରୀରିକ ସମ୍ବନ୍ଧ ନ ରଖିଲେ ମଣିଷଙ୍କର ବ୍ରେନ ଦୁର୍ବଳ ହୋଇଯାଇଥାଏ। ମେଡିକାଲ ସାଇନ୍ସ ଅନୁଯାଇ ଯଦି ଆପଣ ନିୟମିତ ଭାବରେ ଶାରୀରିକ ସମ୍ବନ୍ଧ ରଖୁଛନ୍ତି ତେବେ ଏହାଦ୍ୱାରା ଆପଣଙ୍କର ରକ୍ତ ସଞ୍ଚାଳନ ବହୁତ ଭଲ ଭାବରେ ହୋଇଥାଏ। ଏହାସହିତ ମସ୍ତିସ୍କର କାର୍ଯ୍ୟ ପ୍ରଣାଳୀ ଭଲ ଭାବରେ ହୋଇଥାଏ। ଯଦି କେଉଁ ଦମ୍ପତି ଶା-ରୀ-ରି-କ ସମ୍ବନ୍ଧ ରଖୁନାହାନ୍ତି ତେବେ ସେମାନଙ୍କ ଠାରେ ଚିନ୍ତା ଏବଂ ବିରକ୍ତିଭାବ ଅଧିକ ଉତ୍ପନ୍ନ ହୋଇଥାଏ।

ହୃଦୟ (ହାର୍ଟ): ମେଡିକାଲ ସାଇନ୍ସର ଏକ ଅଧ୍ୟୟନ ଅନୁଯାଇ ଶା-ରୀ-ରି-କ ସ-ମ୍ବ-ନ୍ଧ ହୃଦୟ ବା ହାର୍ଟ ପାଇ ବହୁତ ଭଲ ବ୍ୟାୟାମ ଅଟେ। କାରଣ ଏହି ସମୟରେ ମନୁଷ୍ୟର ହୃତସ୍ପନ୍ଦନ ବହୁତ କ୍ଷିପ୍ର ଗତିରେ ଚାଲିଥାଏ। ଏହାଦ୍ୱାରା ହୃଦୟର କାର୍ଯ୍ୟ ପ୍ରଣାଳୀ ଭଲ ରହିଥାଏ। ଏହାସହିତ ଏପରି କଲେ ହାର୍ଟ ଆଟାକର ଭୟ କମ ରହିଥାଏ। କିନ୍ତୁ ଶାରୀରିକ ସମ୍ବନ୍ଧ ନ ରଖିବା ଦ୍ୱାରା ମଣିଷର ହୃଦୟ ଦୁର୍ବଳ ହେବାକୁ ଲାଗିଥାଏ ଏବଂ ହୃଦୟର କାର୍ଯ୍ୟ ପ୍ରଣାଳୀରେ ଏହାର ପ୍ରଭାବ ପଡିଥାଏ। ଏଥିପାଇଁ ସମସ୍ତ ଦମ୍ପତିଙ୍କୁ ଶାରୀରିକ ସମ୍ବନ୍ଧ ରଖିବା ନିହାତି ଜରୁରୀ ହୋଇଥାଏ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Leave a Reply

Your email address will not be published. Required fields are marked *