barsha

ଅନୁଭବଙ୍କ ସହ ମିଶିବା ପାଇଁ ବର୍ଷା ପ୍ରିୟଦର୍ଶିନୀ କରିଲେ ଏମିତି କାମ।

NEWS

ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ବନ୍ଧୁଗଣ ଆପଣମାନେ ଜାଣିଥିବେ ଅଭିନେତା ଅନୁଭଵ ମହାନ୍ତି ଏବଂ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ହେଉଛନ୍ତି ସୁପରଷ୍ଟାର ଆପଣମାନେ ଜାଣିଥିବେ ଅନୁଭଵ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ପ୍ରେମ ବିବାହ କରିଥିଲେ କିଛି ଦିନ ପ୍ରେମ ସମ୍ଫର୍କ ପରେ ସେମାନେ ରୀତିନୀତି ଅନୁସାରେ ବାହା ହୋଇଥିଲେ ଆଜିକୁ ପ୍ରାୟତଃ ଛଅ ବର୍ଷ ପରେ ଉଭୟଙ୍କ ମଧ୍ୟରେ ଆଜି ଝଡ଼ କଣ ପାଇଁ ସୃଷ୍ଟି ହୋଇଛି।

barsha

ଏଥିରେ ଅଭିନେତା ଏଲିନା ସାମନ୍ତରାୟଙ୍କୁ କଣ ପାଇଁ ଟଣା ଯାଉଛି ଏବଂ ଏଲିନା ସାମନ୍ତରାୟଙ୍କର ଏଥିରେ କଣ ଭୂମିକା ରହିଛି। ବନ୍ଧୁଗଣ ସୁପରଷ୍ଟାର ଅନୁଭଵ ମହାନ୍ତି ଏବଂ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କ ଭଳି ଅଭିନେତ୍ରୀ ଏଲିନା ସାମନ୍ତରାୟ ମଧ୍ୟ ଓଲିଉଡର ଜଣେ ସଫଳ ଅଭିନେତ୍ରୀ ବୋଲି ନିଜକୁ ପ୍ରମାଣିତ କରିସାରିଛନ୍ତି। ଇଶକ ତୁ ହି ତୁ ରୁ ଆରମ୍ଭ କରିଥିବା ଏଲିନା ସାମନ୍ତରାୟ ଗୋଟିଏ ପରେ ଗୋଟେ ସଫଳତା ଚିଢି ଚଢ଼ିବା ସହିତ ଆଜି ଏ ଶୀର୍ଷରେ ପହଂଚିଛନ୍ତି। ବନ୍ଧୁଗଣଏଠାରେ ମୁଁ ଆପଣମାନଙ୍କୁ କହି ରଖୁଛି ଯେ ଅଭିନେତା ଅନୁଭଵ ମହାନ୍ତି ଏବଂ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କର ମଧ୍ୟରେ ଏମିତି କିଛିବି ସମ୍ଫର୍କ ନାହିଁ ଯାହାକି ଅନୁଭଵ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ଙ୍କର ମଧ୍ୟରେ ଫାଟ ସୃଷ୍ଟି କରିବ।

ଅଭିନେତ୍ରୀ ଏଲିନା ସାମନ୍ତରାୟ ଆହୁରି ମଧ୍ୟ କହିଛନ୍ତି ଅନୁଭଵ ହେଉଛନ୍ତି ତାଙ୍କର ଜଣେ ବଡ ଭାଇ ଏବଂ ସେ ଅନୁଭବଙ୍କୁ ବଡ଼ ଭାଇ ବୋଲି ସମ୍ମାନ ଦିଅନ୍ତି। ଏବଂ ଏହି ସମୟରେ ବହୁତ କିଛି ନେଗେଟିଭ ବହୁତ ଲୋକଙ୍କ ଭିତରେ ପଶୁଚି ନେଗେଟିଭ ଜିନିଷ ଆମେ କରିବା ଆରମ୍ଭ କଲେଣି ନିଜକୁ ଚେଷ୍ଟା କରନ୍ତୁ ଗୋଟେ ଅଲଗା କାମକୁ ନେଇ ବ୍ୟସ୍ତ ରଖିବା ପାଇଁ। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *