ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ଖରାପ ସମୟ ଆସିବା ପୁର୍ବ ରୁ ମଣିଷ କୁ ଏହି ସବୁ ସଂଙ୍କେତ ମିଳିଥାଏ ଯଦି ମନୁଷ୍ୟ ଙ୍କ ଜୀବନ ରେ ଏହି ଘଟଣା ମାନ ଘଟୁ ଅଛି ତେବେ ସାବଧାନ ହୋଇଯିବା ଆବଶ୍ୟକ ନହେଲେ ଆଗକୁ ଆସୁଥିବା ଖରାପ ସମୟ ତାର ଜୀବନ କୁ ବର୍ବାଦ କରି ପାରେ ଶ୍ରୀକୃଷ୍ଣ କହିଛନ୍ତି କି ଭଲ ଏବଂ ଖରାପ ସମୟ ଏକ ଚକ୍ର ପରି ଘୋରିଥାଏ ଏବଂ ଏହା ନିରନ୍ତର ମନୁଷ୍ୟ ର ଜୀବନ ରେ ଗୋଟେ ପରେ ଗୋଟେ ଆସି ରହିଥାଏ।
ଏଥି ପାଇଁ ଭଲ ଏବଂ ଖରାପ ସମୟ ଏହି ୨ ଟି କୁ ମନୁଷ୍ୟ କୁ ସେବନ କରିବା ଦରକାର ସର୍ବଦା ହିଁ ଇଶ୍ୱର ଙ୍କ ଭକ୍ତି ରେ ରହିବା ଦରକାର ଏବଂ ଭଲ ସମୟ ରେ ଇଶ୍ୱର ଙ୍କୁ ଭୁଲିବା ଅନୁଚିତ ।ଖରାପ ସମୟ ରେ ଇଶ୍ର ଙ୍କ ନିନ୍ଦା ନ କରିବା ଉଚିତ ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ଘର ର କିଛି ବସ୍ତୁ ଅଛି ଯେକି ଖରାପ ସମୟ ଆସିବା ପୁର୍ବ ରୁ ଆମକୁ ସଂଙ୍କେତ ଦବାକୁ ଲାଗିଥାଏ |
କାରଣ ବାସ୍ତୁ ଅନୁସାରେ ଏହି ସବୁ ଜିନିଷ ରେ ଏକ ପ୍ରକାର ଉର୍ଜା ରହିଥାଏ ଯାହା ଆମ ଆଚରଣ ଦ୍ୱାରା ପ୍ରବାବିତ ହୋଇଥାଏ ନିଶା ନେବା କ୍ଲେଶ କରିବା ଚୋରି କରିବା ମିଛ କହିବା ଏବଂ ସ୍ତ୍ରୀ ଅପହରଣ ଆଦି ଏହି ପ୍ରକାର ର ଦୁଷ୍କର୍ମ କାରଣ ରୁ ଘରେ ବାସ୍ତୁ ଦୋଷ ନିର୍ମାଣ ହୋଇଥାଏ ଯାହା ଦ୍ୱାରା ପରିବାର ଉପରେ ସଂଙ୍କଟ ଆସିଥାଏ ଏଥି ପାଇଁ ଆଜି ଆପଣ ମାନଙ୍କୁ ଜଣାଇବୁ କି ଏମିତି କେଉଁ ଜିନିଷ ଅଛି ଯାହା ଖରାପ ସମୟ ଆସିବା ପୁର୍ବ ରୁ ଆମକୁ ସଂଙ୍କେତ ଦେଇଥାଏ |
ଯଦି ଆପଣ ଙ୍କୁ ଜୀବନ ରେ ଖରାପ ସମୟ ଆସିବାକୁ ଲାଗିଥାଏ ।ତେବେ ଆସନ୍ତୁ ଜାଣି ନେବା ସେହି ସବୁ ସଂଙ୍କେତ ବିଷୟ ରେ ପ୍ରଥମେ ରହିଛି ତୁଳସୀ ଗଛ ଏହା ଆମକୁ ଖରାପ ସମୟ ଆସିବା ଆଗରୁ ସୁଚାଇ ଦେଇଥାଏ ଏହି ଗଛ ବହୁତ ସମ୍ବେଦନଶୀଳ ଅଟେ ଏହା କୁ ହିନ୍ଦୁ ଧର୍ମ ରେ ବହୁତ ପବିତ୍ର ବୋଲି ମାନା ଯାଇଥାଏ |
ତୁଳସୀ ମାତା ଯେଉଁ ଘରେ ସର୍ବଦା ରହିଥାଏ ସେହି ଘରେ ସର୍ବଦା ସୁଖ ଶାନ୍ତି ବନି ରହିଥାଏ କିନ୍ତୁ ଯଦି ତୁଲସୀ ମାତା କୈମସି କାରମ ଯୋଗୁଁ ଶୁଖିବାକୁ ଲାଗିଯାଏ | ପରିବାର ଉପରେ ସଂଙ୍କଟ ର ସଂଙ୍କେତ ଦେଇଥାଏ ସେଥି ପାଇଁ ତୁଳସୀ ମାତା ଙ୍କୁ ପ୍ରତ୍ୟେକ ଦିନ ଜଳ ଅର୍ପଣ କରିବା ଉଚିତ ଏବଂ ତାଙ୍କର ପୁଜା କରନ୍ତୁ।