jibana

ଜୀବନରେ ଏହି ଗୁପ୍ତ କଥା କାହାକୁ କୁହନ୍ତୁ ନାହିଁ ।

FACT

ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଏହି କଥା ସର୍ବଦା ଗୁପ୍ତ ରଖିବେ କାହାକୁ କେବେବି କହିବେ ନାହିଁ । ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ କିଛିନା କିଛି ସିକ୍ରେଟ ରହିଛି। ।

ସେମାନେ କାହାକୁ କୁହନ୍ତି ନାହିଁ ସେପରି କିଛି ବିଷୟ ରହିଛି।ଯଦି ଆପଣ ଆପଣଙ୍କ ସିକ୍ରେଟ ସେୟାର କରିବେ ତେବେ ଆପଣଙ୍କୁ ପଛରେ ପଶ୍ଚାତାପ କରିବାକୁ ପଡିବ। ବେଳେ ବେଳେ ଏପରି ହୁଏକି ଯଦି କୈଣସି ବ୍ୟକ୍ତି ଆପଣଙ୍କୁ ତାଙ୍କ ସିକ୍ରେଟ କହେ ଆପଣ ତାଙ୍କୁ ତମ ସିକ୍ରେଟ କହିବା କୈଣସି ଅପରାଧ ନୁହେଁ କିନ୍ତୁ ଏହା ଭୁଲ ଅଟେ ।

copule

ଯାହାକୁ ଆପଣଙ୍କୁ ଭବିଷ୍ଯତରେ ଅସୁବିଧାରେ ପକାଇପାରେ।ଏଭଳି କିଛି ଲୋକେ ଆପଣଙ୍କ ଜୀବନରେ ଆସିବେ ଯାହା ଫଳରେ ଆପଣ ଆପଣଙ୍କ ସିକ୍ରେଟ ତାଙ୍କୁ କହିଦେବେ ।ଏବେ ଯେଉଁ କଥା ଜାଣିବା ତାକୁ କେବେ କାହାକୁ କୁହନ୍ତୁ ନାହିଁ । ପ୍ରଥମେ ରହିଛି ଚ୍ୟାରିଟି ଯଦି ଆପଣ ଲୋକ ମାନଙ୍କ ସାହାଯ୍ଯ କରୁଛନ୍ତି ଓ ଯଦି ସେବା କାର୍ଯ୍ୟ କରୁଛନ୍ତି ଏହା କାହାକୁବି କୁହନ୍ତୁ ନାହିଁ ।ଦ୍ବିତୀୟରେ ଆପଣଙ୍କ ନିଜର କିଛି ବିଚାର ଯାହା ଆପଣ ନିଜେ କରିଥିବେ ତାକୁ କେବେ କାହାକୁ କୁହନ୍ତୁ ନାହିଁ।

ତୃତୀୟରେ ରହିଛି ଜୀବନର ଉଦେଶ୍ୟ ପ୍ରକୃତ ଆପଣ ଆପଣଙ୍କ ଜୀବନର ଭବିଷ୍ଯତ ରେ ଥିବା ଉଦେଶ୍ଯ କୁ କାହାକୁ କୁହନ୍ତୁ ନାହିଁ ।ଚତୁର୍ଥ କଥାଟି ହେଲା ଆପଣଙ୍କ ଜୀବନ ଶୈଳୀ ବିଷୟରେ । ଆପଣ କେବେବି ଆପଣଙ୍କ ଜୀବନ ଶୈଳୀ ବିଷୟରେ କାହାକୁ କୁହନ୍ତୁ ନାହିଁ । ପଞ୍ଚମ କଥାଟି ହେଲା ଫ୍ୟାମିଲି ମ୍ୟାଟର ।

ପ୍ରତେକଙ୍କ ଫ୍ୟାମିଲି ରେ କିଛି ନା କିଛି ପ୍ରୋବ୍ଲେମ ରହିଥାଏ ଯାହା ସମସ୍ତଙ୍କ ସହ ସେୟାର କରିବା ଉଚିତ୍ ନୁହେଁ ।ନିଜ ଭିତରେ କଥାହୋଇ ସମସ୍ୟାକୁ ଦୂର କରନ୍ତୁ କାହାରିକି ଏ ବିଷୟରେ କୁହନ୍ତୁ ନାହିଁ। ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

Leave a Reply

Your email address will not be published. Required fields are marked *